ଏଠି ଭିନ୍ନ ଏକ କୋଟିଆ ପରିସ୍ଥିତି :  ପ୍ରଶାସନ ଆନ୍ତରିକତା ସହ କାମ କଲେ ଜିତିପାରିବ  ଜୁମଡ଼ାଙ୍ଗବାସୀଙ୍କ ହୃଦୟ

ମାଲକାନଗିରି- (ବି ଶ୍ରୀନିବାସ ପାତ୍ର):  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ  ଆଦେଶ କ୍ରମେ ତୃଣମୂଳ ସ୍ତରର ବାସ୍ତବିକ ସ୍ଥିତି ପରଖିବା ପାଇଁ କୁଡୁମୁଲୁଗୁମ୍ମା ବ୍ଳକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେଂଦ୍ର ସଂଯୋଜକ  ଅଞନ ଚୌଧୁରୀ,…

ପୁଲିସ ଯନ୍ତାରେ ଆନ୍ତଃରାଜ୍ୟ ଧଳା ଜହର ବ୍ୟବସାୟୀ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଏକ ଆନ୍ତଃରାଜ୍ୟ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବାର ଜଣାପଡ଼ିଛି । ରାଇରଙ୍ଗପୁର ଝାଡ଼ଖଣ୍ଡ ସୀମାନ୍ତରେ ହୋଇଥିବା ବେଳେ ଏଠାକାର ଘରୋଇ ବସଷ୍ଟାଣ୍ଡକୁ…

” ଭାଷା ମୋ ଓଡ଼ିଆ–ସବୁଠୁ ବଢିଆ” : ମା’ମାଟି ମାତୃଭାଷାର ବିକାଶ ହିଁ ଶୃଙ୍ଖଳିତ ସଂସ୍କୃତି

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୧ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ଭରଚ୍ୟୁଅଲ୍ ମାଧ୍ୟମରେ "ବିଶ୍ୱ ମାତୃଭାଷା ଦିବସ" ପାଳନ କରାଯାଇଛି।  ଓଡିଶା ସାହିତ୍ୟ…

ଆନ୍ତଃ ଜିଲା ପି.ସି ବେହେରା ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତା : ଭୁବନେଶ୍ବର(ଏ) ଦଳ ଚମ୍ପିଆନ

ଝାରସୁଗୁଡ଼ା/ ସୁବାସ ସାହାରେ : ଝାରସୁଗୁଡ଼ା ମିନି ଷ୍ଟାଡିୟମରେ ଚାଲିଥିବା ଆନ୍ତଃ ଜିଲା ପି.ସି ବେହେରା ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁବନେଶ୍ବର(ଏ) ଦଳ ଚମ୍ପିଆନ ହୋଇଛି । କଟକ ଓ ଭୁବନେଶ୍ବର ମଧ୍ୟରେ ରବିବାର ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ…

ତିନିଦିନିଆ ଜିଲ୍ଲା ଯୁବ ରେଡକ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍‌ଯାପିତ 

ଝାରସୁଗୁଡ଼ା(ସୁବାସ ସାହାରେ):  ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଅନୁଷ୍ଠିତ ତିନିଦିନିଆ ଜିଲ୍ଲା ଯୁବ ରେଡକ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ପ୍ରଧ୍ୟାପକ ବିଭୂତି ଭୂଷଣ ଦାଶ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ପୂର୍ଣ୍ଣମାମୟୀ…

ବିରୋଧୀ ଦଳ ନେତାଙ୍କ ସମେତ ବିଜେପି ନେତୃବୃନ୍ଦ ସହିଦଙ୍କୁ ଜଣାଇଲେ ଅନ୍ତିମ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର: ଓଡିଆ ଯବାନ ଲାନ୍ସନାଏକ ଶଶାଙ୍କ ଶେଖର ସାମଲ ଲଦାଖଠାରେ ସ୍ଥଳସେନାରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମନିବାସୀ ଶହୀଦ ସାମଲଙ୍କ ପାର୍ଥୀବ ଶରୀର ଆଜି ବିମାନ ଯୋଗେ ଭୂବନେଶ୍ୱରଠାରେ ପହଂଚିବା ପରେ ବିରୋଧୀ ଦଳ ନେତା…

ଭାଇ ଭାଇ ସମ୍ପର୍କର ନିଆରା ପ୍ରତିବେଦନ “ଦଦା”

ପଦ୍ମପୁର(ଶାସକପ୍ରଶାସକ)- ଜମିବାଡ଼ି ତଥା ଟଙ୍କା ପଇସା ପାଇଁ ଭାଇ ଭାଇ ମଧ୍ୟ କଲିକଜିଆ, ହଣାକଟା ଅବା କୋର୍ଟ ମୋକଦ୍ଦମା ଖବର ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଲିଥାଏ । ହେଲେ ଏଭଲି ଘଟଣାକୁ ଲୋକଙ୍କ ମନରୁ ଦୁରେଇ ଦେଇ ଭାଇ ଭାଇ ମଧ୍ୟରେ ଥିବା ଅଗାଢ଼ ପ୍ରେମ ସମ୍ପର୍କ ବିଷୟରେ ଉପସ୍ଥାପନା ର…

ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଜୁନିଅର କ୍ଲବ କ୍ରିକେଟ ମ୍ୟାଚ ଉଦ୍ଘାଟିତ ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଏସୋସିଏସନ ଭିଜନ 24 ଆନ୍ତ ଜିଲ୍ଲା କ୍ରିକେଟ ମ୍ୟାଚ ପୂର୍ବତନ ଓଡିଶା କ୍ରିକେଟ ଏସୋସିଏସନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାରୀ ବେହେରା ଙ୍କ ଦ୍ଵାରା…

ସଘନ ମିଶନ ଇନ୍ଦ୍ରଧନୁଷ୍ ୩.୦  ଫେବୃୟାରୀ ୨୨ରୁ : ଦୁଇଟି ପର୍ଯ୍ୟାୟରେ ଚାଲିବ ଅପ୍ରେଲ ୯ ତାରିଖ ପର୍ଯ୍ୟନ୍ତ 

http://www.youtube.com/watch?v=8VsWw3-X3KI  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାର ଓ ଓଡିଶା ସରକାରଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲାରେ ଆସନ୍ତା ୨୨ ଫେବୃଆରୀ ଦିନ ସଘନ ମିଶନ ଇନ୍ଦ୍ରଧନୁସ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଏହି ଅବସରରେ…

ମାତୃଗିରିରେ ଦର୍ଶନ ଦିବସ ଶ୍ରୀମା ଜୟନ୍ତୀ ପାଳନ

ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ପାଳିତ ଦର୍ଶନ ଦିବସମାନଙ୍କ ମଧ୍ୟରେ ଫେବୃୟାରୀ ୨୧, ଶ୍ରୀମାଙ୍କ ଜୟନ୍ତୀ ଅନ୍ୟତମ ଅଟେ ।ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଦର୍ଶରେ ସ୍ଥାପିତ ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ମାତୃଗିରି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ…