Sign in
Sign in
Recover your password.
A password will be e-mailed to you.
ଜାତି ଜାଲିଆତି କରି ଚାକିରୀ ହାତେଇଛନ୍ତି ଡ଼ିଏସପି !
ସମ୍ବଲପୁର /ରମାକାନ୍ତ ବିଶ୍ବାଳ- ନଗଦ ଉପରେ ପ୍ରମୋସନ ପାଇଥିବା ଜଣେ DSP ଙ୍କ ନାଁ ରେ ଆସିଛି ଜାତି ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ । ମୁଳ ଜାତି ତେଲେଙ୍ଗା ଯାହାକି OBC/SEBC ରେ ଆସୁଥିବା ବେଳେ ଶ୍ରୀ ଦୋରା ଚାକିରୀ ସମୟରେ ଦାଖଲ କରିଥିବା ଜାତି ସାର୍ଟିଫିକେଟ ରେ ନିଜକୁ କଣ୍ଡ ଯାହାକି ତଫସିଲ…
ସମ୍ବଲପୁରୀ ବନାମ ଓଡ଼ିଆ ଶୀର୍ଷକ ଆଲୋଚନା ଚକ୍ର।
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବେଚ୍ଛାସେବୀ ସୁଶ୍ରୀ ଶୀତଳ ଭଇଁଷା ଙ୍କ ସଂଯୋଜନା ରେ ସମ୍ବଲପୁରୀ ବନାମ ଓଡ଼ିଆ ଭାଷା ଶୀର୍ଷକ ଆଲୋଚନା ଚକ୍ର ରେ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା…
ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ ସମ୍ମାନିତ
ସସମ୍ବଲପୁର/ବରଗଡ,(ରମାକାନ୍ତ ବିଶ୍ବାଳ)-ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ ବରଗଡ ତରଫରୁ ଭେଡେନ ବ୍ଲକ ଡାଲବ ପଞ୍ଚାୟତର କନ୍ଧପଡ଼ା ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଯେଉଁ ସମୟରେ କରୋନା ୧୯ ପ୍ରଭାବ ବିସ୍ତାର କରି ସରକାରଙ୍କ ତରଫରୁ…
ସଡକ ସୁରକ୍ଷା କର୍ମଶାଳା
ଝାରବନ୍ଧ/ମନୋହର ଦାଶ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ଗ୍ରାମ ଠାରେ ମାସ୍ ଆନୁକୂଲ୍ୟ ରେ ସଡ଼କ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାସ ର ସଂଯୋଜକ ଆଦିକନ୍ଦ ବିଶ୍ୱାଳ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଜାତୀୟ ସଡ଼କ ନିରାପତ୍ତା ପାଳନ…
ଗ୍ରୀଣ୍ଟେକ୍ ଆୱାର୍ଡ-୨୦୨୦ ରେ ବେଦାନ୍ତ ଝାରସୁଗୁଡା ପୁରସ୍କୃତ
ଝାରସୁଗୁଡା/ସୁବାସ ସାହାରେ : ଭାରତର ସର୍ବବୃହତ ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦର ଉତ୍ପାଦକ ବେଦାନ୍ତ ଲିମିଟେଡ଼, ଝାରସୁଗୁଡ଼ାକୁ ଏହାର ନିରାପତ୍ତା, ସ୍ଥିରତା ଏବଂ କୋଭିଡ -୧୯ରୁ ସୁରକ୍ଷା ନିମନ୍ତେ ଆଦର୍ଶ ଉଦ୍ୟମ ପାଇଁ ସମ୍ମାନଜନକ ଗ୍ରୀଣ୍ଟେକ୍ ଆୱାର୍ଡ-୨୦୨୦ ରେ ତିନୋଟି ସମ୍ମାନଜନକ…
ଜାତୀୟ ରାଜପଥ ୪୯ ଅବରୋଧ କଲେ ଉତ୍ତ୍ୟକ୍ତ ଚାଷୀ
ଝାରସୁଗୁଡା ଜିଲ୍ଲାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା: ଟାର୍ଗେଟ କୁ ନେଇ ଆଶା ଆଶଙ୍କାରେ ହଜାର ହଜାର ଚାଷୀ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଝାରସୁଗୁଡା ଜିଲ୍ଲାର ଚାଷୀ । ଗୋଟିଏ ପଟେ ଚଳିତ ବର୍ଷ ଟାର୍ଗେଟ କୁ ନେଇ ଚାଷୀ ମାନେ ଦ୍ଵନ୍ଦ ରେ…
ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ
ଝାରସୁଗୁଡ଼ା :(ସୁଭାଷ ସହାରେ)-: କୋଭିଡର ଦ୍ଵିତୀୟ ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜିଲ୍ଲା ବ୍ୟାପୀ ଏନଫୋର୍ସମେଣ୍ଟ ପାଇଁ ମାଜିଷ୍ଟ୍ରେଟ , ପୁଲିସ ଓ ଅନ୍ୟ କର୍ମଚାରୀମାନଙ୍କୁ…
ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ:ପ୍ରଦୀପ ପୁରୋହିତ
ବରଗଡ/ଭୁବନେଶ୍ୱର,:ରାଜ୍ୟର ବିଭିନ୍ନ ମଣ୍ଡିରେ ପାଖାପାଖି ଚାଷୀଙ୍କ ୫ ଲକ୍ଷ ବସ୍ତା ଧାନ ପଡିରହିଛି, ସରକାରଙ୍କ ଠାରୁ ଟୋକନ ପାଇବା ପରେ ମଣ୍ଡିରେ ଚାଷୀ ଧାନ ପକାଇଥିଲେ ମଧ୍ୟ ରାଜ୍ୟ ସରକାର ଏକ ମାସ ସମୟ କାଳ ମଧ୍ୟରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇ ପାରିଲେ ନାହିଁ । ଏଥିପାଇଁ ରାଜ୍ୟ ସରକାର…
ପରୀ ହତ୍ୟାକାଣ୍ଡରେ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ୪ ସପ୍ତାହସମୟ ମାଗିଛନ୍ତି ରାଜ୍ୟ ସରକାର:ଲେଖାଶ୍ରୀ
୫ ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ନଦେବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି
ସିବିଆଇ ଆସିଲେ ସତ୍ୟର ଖୁଲାସା ହେବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ କ’ଣ ପାଇଁ?
ଭୁବନେଶ୍ୱର : ନୟାଗଡର ବହୁଚର୍ଚ୍ଚିତ ୫ ବର୍ଷର ଶିଶୁ ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ମାମଲାରେ ରାଜ୍ୟ ସରକାର ଅସଲି…
ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ୱର (ଶାସକ ପ୍ରଶାସକ) କୋଭିଡ୍ ମହାମାରୀ ସମୟରେ ରକ୍ତ ଅଭାବ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ବିଜୁଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ…