ଆମ ରାଜ୍ୟରେ ସରକାର ସତରେ ଅପାରଗ ନା ଉଦାସୀନ !!!

ପାରଳା ମହାରାଜାଙ୍କ ଜାଗାରେ ମଧ୍ୟ ଆନ୍ଧ୍ର ଅକ୍ତିଆର କରି ସ୍କୁଲ ଚଳାଇଛି   ସୀମା ବିବାଦ ନେଇ ଉତ୍କଳ ସମ୍ମିଳନୀର କ୍ଷୋଭ ଏ ସମସ୍ୟା ଆଜିର ନୁହେଁ | କେବେଠୁ ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଂଜି ଆନ୍ଧ୍ର ତାର କାରସାଦି କରିଚାଲିଛି | ଓଡିଶା ପକ୍ଷରୁ କୌଣସି କଂକ୍ରିଟ କାର୍ଯ୍ୟାନୁଷ୍ଠାନ…

“ଦେଶୀମାଲ”  କଲା କାଳ : ମାଷ୍ଟ୍ରେ ଗଲେ ଜେଲ 

କଳାହାଣ୍ଡି /ତୁଳମଣି ନାଗ ( ଶାସକ ପ୍ରଶାସକ) ଜୟପାଟଣା ଥାନା ଅନ୍ତର୍ଗତ ବିଜମରା ଗାଁର ଜୈନିକ ଶିକ୍ଷକ ମୋବାଇଲ ରେ ଏକ ଦେଶୀ ମାଲ  ଗୃପ ତିଆରି କରି ସେହି ଗୃପରେ ଜୈନେକା ମହିଳାଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲେ। ପରେ ଭିଡିଓଟି ଭାଇରାଲ ହୋଇଥିଲା।  ଖବର ଜାଣି ମହିଳା ଜଣକ   ଜୟପାଟଣା ପୋଲିସ…

ବିଚରା ବର, କି ହଟହଟା ଯୋଗ ଥିଲା ଯେ ତାଙ୍କର !!!

କନିଆଁ ଫେରାର ବୋଲି ଶାଳୀଙ୍କୁ ବାହା ହେଲେ, ହେଲେ ଶାଳୀ ବି .... କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଗତ ୧୬ ତାରିଖ ଦିନର ଘଟଣା। ୧୬ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳଖୁଣ୍ଟି ଗ୍ରାମର। ବର ଯାତ୍ରୀ ଯାଇଥିଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲା…

-କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ମନୋନୟନ 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ନୂତନ ସଭାପତି ଭାବେ ମନୋନୀତ ହେଲେ ସଞ୍ଜୟ ଧଙ୍ଗଡାମାଝୀ | ଜୁନାଗଡ଼ ବ୍ଲକ ହିଞ୍ଜିଲିବାହାଲି ଶିବ ମନ୍ଦିର ପରିସରରେ କଳାହାଣ୍ଡି ଜିଲ୍ଲା  ଯାଦବ ମହାସଭାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯାଦବ ମହାସଭା ସଭାପତି ଅରୁପାନନ୍ଦ…

ପଞ୍ଚଭୂତରେ ଲୀନ ହେଲା ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ପାର୍ଥିବ ଶରୀର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ୍ୟ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ I ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଦେବାନନ୍ଦ ଗୁପ୍ତା ଙ୍କ ଏକମାତ୍ର ଜ୍ୱାଇଁ ପ୍ରଫୁଲ୍ଲ ମାହାଣI ମୁଖାଗ୍ନି ଦେଇଥିବା…

ବିଶିଷ୍ଟ ଗାନ୍ଧିବାଦୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧିବାଦୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଗତକାଲି ବୁର୍ଲାସ୍ଥିତ ଭି.ଏସ.ଏସ.ମେଡଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସ୍ୱର୍ଗତଃ ଗୁପ୍ତାଙ୍କୁ ୯୫ ବର୍ଷ ହୋଇଥିଲା । ସ୍ୱର୍ଗତଃ ଗୁପ୍ତାଙ୍କ ପରଲୋକରେ ରାଜ୍ୟ…

ପାନୀୟଜଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :-ସ୍ୱଚ୍ଛ ଓ ନିର୍ମଳ ପାନୀୟଜଳର ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉପାୟରେ ଓ ଅନେକ ଯୋଜନାରେ  କ୍ରମାଗତ ଭାବରେ କାମ କରି ଆସୁଛନ୍ତି । ଏହିକ୍ରମରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ  ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ନିକଟସ୍ଥ…

ଜଳେଶପଟା ଆଶ୍ରମ ଅଭିମୁଖେ  ଗସ୍ତ କଲେ ବିଜେପି ପ୍ରତିନିଧି ମଣ୍ଡଳୀ 

 ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏକ ଅଜଣା ଫୋନ କଲରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ଆସିବା ପରେ ପୋଲିସ ଏ ନେଇ ଅନୁସନ୍ଧାନ ଚଳାଇଥିବେ ବେଳେ ରାଜ୍ୟ…

ଜୀବନମୁକ୍ତାନନ୍ଦ ପୁରୀ ବାବାଙ୍କୁ ହତ୍ୟା ଧମକ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନମୁକ୍ତାନନ୍ଦ ପୁରୀ ବାବାଙ୍କୁ ଆଜି ଏକ ଅଜଣା ଫୋନ କଲରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି I ଏ ନେଇ ତୁମୁଡ଼ିବନ୍ଧ ଥାନାରେ…

ୟୁଏଆଇଏଲ୍ ପକ୍ଷରୁ ଜାତୀୟ ସଡକ ନିରାପତ୍ତା ମାସ ପାଳିତ

ରାୟଗଡ(ସରୋଜ କୁମାର ସାହୁ) : ‘ଜାତୀୟ ସଡକ ନିରାପତ୍ତା ମାସ’ ୨୦୨୧ ଜାନୁଆରୀ ୧୮ରୁ ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ  ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ପାଳିତ ହୋଇଯାଇଛି । ‘ଜାତୀୟ ସଡକ ନିରାପତ୍ତା…