Sign in
Sign in
Recover your password.
A password will be e-mailed to you.
ନୂଆପଡାରେ ପୁଣି ମାଓବାଦୀଙ୍କ ସକ୍ରିୟ ପଦଧ୍ୱନି
ସୂନାବେଡା ଅଭୟାରଣ୍ୟର ଚେରେଚୁଆଁ ୨୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ସ ଠାବ
ନୂଆପଡା(ଅମିତ ପୁରୋହିତ): ଅନେକ ଦିନର ନିରବତା ପରେ ପୁଣି ଥରେ ନୂଆପଡା ଜିଲ୍ଲାରେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । ମାଓବାଦୀ ମାନଙ୍କ ଏକ ବଡଧରଣର ବିସ୍ଫୋରଣ ଘଟାଇବାର ଯୋଜନା କୁ ପଣ୍ଡ କରିଛି ୨୧୬…
ପୁଣି ବାହାହେଲେ ବିଧାୟକ ରାଜୁ ଢୋଲକିଆ
୨୦ ଯୋଡା ବରବଧୁଙ୍କ ସାମୁହିକ ବିବାହ
ନୂଆପଡା(ଅମିତ ପୁରୋହିତ ) : ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ କାଞ୍ଚନବେନ ରଷିକଲାଲ ଢୋଲକିଆ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ସଦରବ୍ଲକ ଆମସେନା ସ୍ଥିତ ଗୁରୁକୁଳ ଆଶ୍ରମରେ ସାମୁହିକ ବିବାହ ସମ୍ପର୍ନ୍ନ…
ନୂଆପଡାରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ନୂଆପଡା/ଅମିତ ପୁରୋହିତ : ସ୍ଥାନୀୟ ସହର ତେଲିପଡା ପୋଖରୀ ହିଡରେ ଜିଲ୍ଲା ପ୍ରଶାସନ ତରଫରୁ ଦେବା ସହ ଶୁକ୍ରବାର ଦିନ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସହ କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖା ଯାଇଥିଲା ଓ ଲୋକେ ଜାତିୟ ରାଜପପଥ…
ବାରିପଦା ପୌରପରିଷଦ ଦ୍ୱାରା “ସ୍ୱଚ୍ଛ ଚର୍ଚ୍ଚା” ଓ “ବଡା ଖାନା”
ବାରିପଦା- (ଦିଲ୍ଲୀପ ମହାନ୍ତି): ବାରିପଦା ପୌରପରିଷଦର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ଵଛ ଚର୍ଚ୍ଚା ଦିବସ ଉପଲକ୍ଷେ ପୌରପରିଷଦର ସମସ୍ତ ସଫେଇ କର୍ମଚାରୀ, ସଫେଇ ଜମାଦାର , ସ୍ଵଛ ସାଥି ,ସ୍ୱଚ୍ଛ ସୁପରଭାଇଜରଙ୍କ ନିମନ୍ତେ ଏକ “ବଡା ଖାନା” ର ଆୟୋଜନ କରାଯାଇଥିଲା ଓ ଉକ୍ତ ଉତ୍ସବରେ…
ଜିନା ଇସିକା ନାମ ହେ…
ରକ୍ତଦାନ ଏକ ମହତ ଦାନ, ଏହି ଉକ୍ତିର ଯଥାର୍ଥ ନିଦର୍ଶନ ଅମରେଶ
ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର: ମଣିଷ ଜନ୍ମ ଦୁର୍ଲ୍ଲଭ | ଆଉ ମଣିଷ ଭଳି ଜିଇଁବା ବି ଗୋଟେ କଳା | ବାଧା ଓ ପ୍ରତିବନ୍ଧକରେ ହାର ମାନି ବସି ପଡିବା ଜୀବନ ନୁହେଁ | ପ୍ରତିକୂଳ…
କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇବା ପ୍ରସଙ୍ଗ: କଟକ ଡିସିପିଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା
ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରୁ କମିଶନରେଟ ପୋଲିସ:ସ୍ମୃତି ପଟ୍ଟନାୟକ
ଭୁବନେଶ୍ୱର,:ଫେବୃଆରୀ ୨୫ ତାରିଖରେ କଟକ ସହର ଲାଲବାଗ ଥାନା ଅନ୍ତର୍ଗତ ମାନସିଂହା ପାଟଣା ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଇନଜେକ୍ସନ ଦେଇ ହାତ ଗୋଡ ବାନ୍ଧି ମାଡ ମାରିବା ସହ ନିଆଁ ଲଗାଇ ଜିଅନ୍ତା ଜାଳିଦେବା…
ବିଜେପି କାର୍ଯ୍ୟାଳୟରେ ସନ୍ଥ ଗୁରୁ ରବି ଦାସଙ୍କ ଜୟନ୍ତୀ ପାଳିତ
ସମାଜକୁ ମାର୍ଗଦର୍ଶନ ଦେଇ ସାଂସ୍କୃତିକ ଓ ସାମାଜିକ ଜାଗରଣ ସୃଷ୍ଟି କରିଥିଲେ ସନ୍ଥ ଗୁରୁ ରବିଦାସ :ବିଭୁ ତରାଇ
ଭୁବନେଶ୍ୱର: ମହାନ ସମାଜ ସଂସ୍କାରକ, ତେଜସ୍ୱୀ ଗୁରୁ ସନ୍ଥ ରବିଦାସ ଜୀଙ୍କ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସନ୍ଥ ଗୁରୁ ରବି ଦାସ ଜୀଙ୍କ…
ନିଲମ୍ବିତ ହେଲେ ପଦ୍ମପୁର ଆର ଏମ ସି ସମ୍ପାଦକ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଆରଏମସି ସମ୍ପାଦକ ଶ୍ରୀ ଧର୍ମେନ୍ଦ୍ର ଭୋଇଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି । ଉକ୍ତ ନିଲମ୍ବନ କାଳରେ ଶ୍ରୀ ଭୋଇଙ୍କୁ ଭୁବନେଶ୍ୱରସ୍ଥିତ ଅରସିଏସଙ୍କର ଅଫିସରେ ଯୋଗ ଦେବାପାଇଁ ଆଦେଶ କରାଯାଇଥିବା ବେଳେ ଆରସିଏସଙ୍କର ବିନା ଅନୁମତିରେ ମୁଖ୍ୟାଳୟ ଛାଡି…
ମୋଦିଙ୍କୁ ସ୍ୱାମୀଙ୍କ ଆହ୍ୱାନ : ନିଜ ନାମ କାଟି ପଟେଲଙ୍କ ନାଁ ପୁଣି ଅତୁଟ ରଖନ୍ତୁ
"ସଦ୍ଦାମ ଓ ଗଦାଫିଙ୍କ କ୍ଷେତ୍ରରେ ଏପରି ଘଟିଛି "
ନୂଆଦିଲ୍ଲୀ : ମୋଟରା ଷ୍ଟାଡିଅମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମକରଣ କରାଯିବା ପ୍ରସଙ୍ଗକୁ ନାପସନ୍ଦ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟମ ସ୍ୱାମୀ | ଏହାକୁ ଏକ ଅସୁସ୍ଥ ପରମ୍ପରା ବୋଲି କହିଛନ୍ତି ସ୍ୱାମୀ | ସେ ଆଜି ଏକ…
ସର୍ବକନିଷ୍ଠ ୱେବ ଡିଜାଇନର ଆୟୁଷ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଆଉ ସେମିତି ଏକ ପରିଚୟ ହେଉଛନ୍ତି ୱେବ ଡିଜାଇନର ଆୟୁଷ । ଗାଁ ରାସ୍ତାରେ ଥିବା ନାଳ ଗ୍ରାମବାସୀଙ୍କ ଗମନାଗମନରେ ବାଧାସୃଷ୍ଟି କରୁଥିଲା, ଯାହାଦ୍ୱାରା ଆୟୁଷଙ୍କ ବାପା ସେହି ନାଳର ଜଳସ୍ରୋତର ଶିକାର ହୋଇଥିଲେ ।…