Sign in
Sign in
Recover your password.
A password will be e-mailed to you.
ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗ ସମ୍ପର୍କରେ ସିଏମ୍ଇ
ଭୁବନେଶ୍ୱର : ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗର କାରଣ, ସମସ୍ୟା ଓ ନିରାକରଣ ସମ୍ପର୍କିତ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…
କାର୍ଯ୍ୟରତ ଅବସ୍ଥାରେ ଆଖି ବୁଜିଲେ ପ୍ରଧାନ ଶିକ୍ଷକ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ଗ୍ରାମର ଜଗନ୍ନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମକାନ୍ତ ସୁନାଙ୍କର ଆଜି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ସ୍କୁଲରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ଖବର…
ତାମିଲନାଡୁ ରାଜ୍ୟର କୋଏମ୍ବଟୁର୍ ରୁ ଦୁଇଟି ଶିଶୁଙ୍କୁ ଉଦ୍ଧାର କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାପା ମାଆଙ୍କୁ ହରାଇ ସୁଦୁର କୋଏମ୍ବଟୁର୍ ରେ ଫସି ରହିଥିବା ଦୁଇଟି ନାବାଳକ , ବୟସ ୪ ବର୍ଷ ଏବଂ ୬ ବର୍ଷଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଶୁକ୍ରବାର ଦିନ ପାରଳାଖେମୁଣ୍ଡି ଠାରେ ପହଞ୍ଚିଛନ୍ତି।
ସୁଦର୍ଶନ ନାୟକ , ଗ୍ରାମ-ଭାଲିଆ ସାହି…
ଜି ଏସ ଟି ର ସରଳୀକରଣ କରିବାପାଇଁ ଭାରତ ବନ୍ଦ ଡାକରା ସଫଳ।
ଟିଟିଲାଗଡ ,(ଗୌରବ ଦର୍ଜୀ ) : ଜି ଏସ ଟି ର ସରଳୀକରଣ କରିବା ଦାବି ନେଇ ସମଗ୍ର ଭାରତ କୁ ବନ୍ଦ କରିବା ପାଇଁ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ଦେଇଥିବା ବନ୍ଦ ଡାକରା ର ପ୍ରଭାବ ଟିଟିଲାଗଡ଼ ସହରରେ ମଧ୍ୟ ଦେଖିବାକୁ ମିଳିଥିଲା। ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ସର୍ବ ଭାରତୀୟ…
ଶ୍ରୀ ଶ୍ରୀ ଶବରୀ ନାରାୟଣ ମହାପ୍ରଭୁଙ୍କ ବାର୍ଷିକ ପୁଜା ମହୋତ୍ସବ।
ସମ୍ବଲପୁର/.ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ କେନ୍ଦୁଘାଟି ଠାରେ ଶ୍ରୀ ଶ୍ରୀ ଶବରୀ ନାରାୟଣ ମହାପ୍ରଭୁଙ୍କ ବାର୍ଷିକ ପୁଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଚତୁର୍ଥ ବର୍ଷ ପାଇଁ କେନ୍ଦୁଘାଟିରେ ବାର୍ଷିକ ପୁଜା ମହୋତ୍ସବ ଟି ଆୟୋଜିତ ହୋଇଥିଲା । ୮୦…
ବରଗଡ଼ ଜିଲ୍ଲାରେ ବନ୍ଦର ସଫଳତା ଅଭୁତପୂର୍ବ
ବରଗଡ :- ଭାରତ ସରକାର ଙ୍କର GST କର କୁ ସରଳୀ କରଣ କରିବା ଦାବିରେ ଆଜି ବରଗଡ଼ ଜିଲ୍ଲାରେ ଅଭୁତପୂର୍ବ ବନ୍ଦ ସଫଳତାର ସହ ପାଳିତ ହୋଇଯାଇଛି | ଧର୍ମଶାଳା ଛକରେ ଅନୁଷ୍ଠିତ ବୈଠକରେ ଜୟ ପ୍ରକାଶ ଲାଠ, ରୋହିତ ପିପିଲନି , ଘଷିରାମ ଅଗ୍ରୱାଲ, ହରି ଅଗ୍ରୱାଲ , ମହମ୍ମଦ ଆଶଲମ , ସଲିମ , ଅମିତ…
ଇମ୍ଫାରେ ଅନୁଷ୍ଠିତ ହେଲା ସମ୍ପୂର୍ଣ୍ଣ ସୁରକ୍ଷା ସଂପର୍କିତ ମକଡ୍ରିଲ
ରାୟଗଡ (ସରୋଜ କୁମାର ସାହୁ) -ରାୟଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷ କ୍ରାଇସିସ ଗ୍ରୁପ୍ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ପରାମର୍ଶ କ୍ରମେ , ଇମ୍ଫା କାରଖାନା ର ଉପ ସଭାପତିି ନିର୍ମାଣ ଶ୍ରୀ କେ ଭି ରାଓ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସ୍ଥାନୀୟ ଇମ୍ଫା କାରଖାନା ପରିସରରେ…
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ମୋ ପରିବାର ତରଫରୁ ଦୁଇ ଗୋଟି ଜୀବନବିନ୍ଦୁ ରକ୍ତଦାନ ଶିବର ବରିମୁଣ୍ଡ ସରପଞ୍ଚ ବିରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୂଆବନ୍ତ ସରକାରୀ ଚିକିତ୍ସାଳୟରେ ଓ ଅନ୍ୟଟି ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ କାଳୀ ସିଂ ଙ୍କ ନେତୃତ୍ୱରେ ନିଳାଦ୍ରୀ ବିହାର…
ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା, ସମ୍ବଲପୁର ରେ ମଧ୍ୟ ବନ୍ଦ ର ପ୍ରଭାବ ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-- ଜିଏସଟି ଆଇନରେ ଜଟିଳତା ବିରୋଧରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟକୁ ସମ୍ବଲପୁର ଜିଲ୍ଲା ଚାମ୍ଭର ଅପ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ସମର୍ଥନ କରାଯାଇଛି । ତେବେ ସମ୍ବଲପୁର ଠାରେ…
ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବତୀ ପାଇଲେ ନିଯୁକ୍ତି
ଓଏସ୍ଡିଏ ମାଧ୍ୟମରେ ୧୯ଜଣ ଯୁବତୀ ନିଯୁକ୍ତି ପାଇଁ ଗଲେ ବେଙ୍ଗାଲୁରୁ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍ଡିଏ) ଅଧୀନରେ କାର୍ଯ୍ୟ କରୁଥିବା ଡାଲ୍ମିଆ ଭାରତ ଫାଉଣ୍ଡେଶନ୍ ତରଫରୁ ପ୍ରଶିକ୍ଷଣ ଦିଆଯାଇଥିବା ୧୯ଜଣ ଯୁବତୀଙ୍କୁ ନିଯୁକ୍ତି…