Sign in
Sign in
Recover your password.
A password will be e-mailed to you.
ବାଏଫ ପକ୍ଷରୁ ଉନ୍ନତ ଛେଳି ପ୍ରଦର୍ଶନୀ
ଲେଫ୍ରିପଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ସହାୟତାରେ ବାଏଫ ସେଚ୍ଛାସେବୀ ସଂସ୍ଥା ପକ୍ଷରୁ ବାଢୁନ ଝରିଆ ଠାରେ ଛେଳି ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉନ୍ନତ ଛେଳି ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଦର୍ଶନୀ ରେ ମୁଖ୍ୟ ଅତିଥି ଭାବେ…
ବୁଗୁଡା ପଂଚାୟତ ସମିତିରେ ବିଜୁ ବାବୁ ଜୟନ୍ତୀ ପାଳିତ
ବୁଗୁଡ଼ା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ମାର୍ଚ୍ଚ ୦୫ ତାରିଖ ଦିନ ବୁଗୁଡା ପାଞ୍ଚାୟତ ସମିତିରେ ପାଳିତ ହୋଇ ଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
“ଖେଲୋ ଇଣ୍ଡିଆ ୱିଣ୍ଟର ନ୍ୟାସନାଲ”ର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶା ଆଇସ ଷ୍ଟୋକ ସ୍ପୋର୍ଟସ ଟିମର ବ୍ରୋଞ୍ଜ…
ଝାରସୁଗୁଡ଼ା :(ସୁଭାଷ ସହାରେ) -ଜମ୍ମୁ କାଶ୍ମୀରର ଗୁଲମାର୍ଗଠାରେ ଦ୍ବିତୀୟ ଖେଲୋ ଇଣ୍ଡିଆ ୱିଣ୍ଟର ନ୍ୟାସନାଲରେ ଓଡ଼ିଶା ଆଇସ୍ ଷ୍ଟୋକ ସ୍ପୋର୍ଟସ ଟିମ ଭାଗ ନେଇଥିଲେ। ଗତ ୨୪ ଫେବୃଆରୀରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ…
ପାଳିତ ହେଲା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ଗୃହରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ…
ବାଲ୍ୟ ବିବାହ ରୋକିବାରେ ସମର୍ଥ ହେଲା ଜିଲ୍ଲା ପ୍ରଶାସନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସରକାର ଯେତେ ଆଇନ ବା ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକଙ୍କ ଉପରେ ପ୍ରଭାବ ପଡ଼ିବା ଅନେକ କଷ୍ଟକର। ଯେତେ ପ୍ରକାରର ଆଇନ କାନୁନକୁ ଲୋକେ ମାନିବା ପାଇଁ ଯେପରି ପଣ କରିଛନ୍ତି। ବାଲ୍ୟ ବିବାହ କରିବା ପାଇଁ ବାରଣ କଲେ ମଧ୍ୟ ଝିଅକୁ ବୋଝ ମାନି ତାର ବିବାହ ଶୀଘ୍ର କରାଇ…
ଜିଲ୍ଲା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁବାବୁଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ସମସ୍ତ ନେତା ଓ କର୍ମୀଙ୍କ ଗହଣରେ ବିଜୁବାବୁଙ୍କ…
‘ମୋ ସେବାକେନ୍ଦ୍ର ‘ ର ଶୁଭାରମ୍ଭ
https://www.youtube.com/watch?v=hYHxRh4ivlY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲୋକ ସେବା ଦିବସ ଓ ପଞ୍ଚୟାତରାଜ ଦିବସରେ ରାଜ୍ୟ ସରକାରଙ୍କ ମୋ ସରକାର ଅଭିଯାନ ତରଫରୁ ମୋ ସେବା କେନ୍ଦ୍ର ପାରଳାଖେମୁଣ୍ଡି ସ୍ଥିତ ୫ ନମ୍ବର ୱାର୍ଡର…
ବିଜୁ ନିର୍ମାଣ ଶ୍ରମିକ ସଂଘର ବାର୍ଷିକ ଉତ୍ସବ ଓ ବିଜୁ ଜୟନ୍ତୀ ପାଳିତ, ଜ଼ିଲ୍ଲା ର ବିଜୁ ଅନୁରାଗୀ ଙ୍କୁ ସମ୍ବର୍ଦ୍ଧନା…
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଜଣେ ସାଲିସ ବିହୀନ ରାଷ୍ଟ୍ରନିତିଜ୍ଞ, ଚିନ୍ତାନାୟକ, ଓଡ଼ିଆ ମାନଙ୍କ ସ୍ବାଭିମାନର ପ୍ରତିକ ଭାବେ ଓଡିଶା ର ଘରେ ଘରେ ପରିଚିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ଓଡ଼ିଶାର ଗର୍ବ ଓ ଗୌରବ ନ ଥିଲେ ବରଂ ସେ ଆବାଳ ବୃଦ୍ଧବନିତାଙ୍କ ଅତି ପ୍ରିୟ ଥିଲେ । ସେହି…
ସମ୍ବଲପୁର ଜ଼ିଲ୍ଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ I
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ଓଡ଼ିଶା ସ୍ୱାଭିମାନ ର ପ୍ରତୀକ,ମହାନ ଜନନାୟକ, ରାଷ୍ଟ୍ରନୀତିଜ୍ଞ,ପ୍ରବାଦ ପୁରୁଷ, ଆଧୁନିକ ଓଡ଼ିଶା ର ନିର୍ମାତା,ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କର ୧୦୫ ତମ ଜନ୍ମଦିବସ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳନ…
କୁଚିଣ୍ଡା ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ବିଜୁ ଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ।
ସମ୍ବଲପୁର-କୁଚିଣ୍ଡା (ରମାକାନ୍ତ ବିଶ୍ବାଳ) -କୁଚିଣ୍ଡା ଆଦିବାସୀ ଭବନ ଠାରେ ଜନନେତା ଓ ଭୁମି ପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ଜୟନ୍ତୀ ଉତ୍ସବ ରେ ପୂର୍ବତନ…