Sign in
Sign in
Recover your password.
A password will be e-mailed to you.
ସମ୍ବଲପୁର ରେ ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-- ସମ୍ବଲପୁର ଜିଲ୍ଲା ପ୍ରସାସନ ପକ୍ଷରୁ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ ଯୋଗ ଦେଇ ପଞ୍ଚାୟତିରାଜ ଦିବସ ପାଳନର ଉଦ୍ଦେଶ୍ୟ ସହ…
କିଟରେ ୬୯ତମ ବରିଷ୍ଠ ଜାତୀୟ ଭଲବଲ୍ ଚାମ୍ପିଅନସିପ ଉଦଘାଟିତ
ସମସ୍ତ ମ୍ୟାଚ୍ କିଟ୍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ଖେଳାଯିବ
ଭୁବନେଶ୍ୱର: କିଟ୍ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ୍ଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ଭଲିବଲ୍ ସଂଘ (ଭିଏଫଆଇ)…
ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି
ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର – ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ଯ୍ୟରେ…
ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଗରୁ ଆହ୍ବାନ ଦେଇଛନ୍ତି : ପ୍ରତାପ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବିଧାନସଭାରେ ୨୭ ଫେବୃଆରୀ,୨୦୨୧ରେ ପ୍ରସ୍ତାବ ଆଗତ କରିବା ସମୟରେ କହିଥିଲେ କି ପୁରୁଷ ପୁରୁଷ ପରେ, ବହୁତ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ । ଆମେ ସମସ୍ତେ ସାରା ଓଡ଼ିଶାବାସୀ ମିଶି କରି କହିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।…
ଭଟଲି ଓ ବିଜେପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ୧୦୫ତମ ବିଜୁ ଜୟନ୍ତୀ
ଭଟଲି :- ( ସୁଧୀର ତ୍ରିପାଠୀ ) ବରଗଡ଼ ଜିଲ୍ଲା ଅମ୍ବାଭୋନା ଠାରେ ଭଟଲି ନିର୍ବାଚନମଣ୍ଡଳୀ ସ୍ତରୀୟ ୧୦୫ତମ ବିଜୁ ଜୟନ୍ତୀ ସମାରୋହର ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ…
ବିଜୁ ବାବୁଙ୍କ 105 ତମ ଜୟନ୍ତୀ ପାଳିତ
ବରଗଡ :- ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆଜି ପ୍ରବାଦ ପୁରୁଷ, କଳିଂଗପୁତ୍ର ଶ୍ରୀ ବିଜୁ ପଟ୍ଟନାୟକ ଙ୍କର 105 ତମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇ ଯାଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭେଙ୍ଗରାଜପୁର ଠାରେବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ…
ପଂଚାୟତ ଓ ବ୍ଲକରେ କର୍ମଚାରୀଙ୍କଘୋର ଅଭାବ, ‘ସଉଦା ଅଛି, ରୋଷେଇଆ ନାହିଁ’ : ସମୀର ମହାନ୍ତି
ମୋଦି ପଠାଇଥିବା ଅର୍ଥ ପଂଚାୟତରେ ଅଛି, ମାତ୍ର ଖର୍ଚ୍ଚ ହୋଇପାରୁନାହିଁ
ଭୁବନେଶ୍ୱର,(ଶାସକ ପ୍ରଶାସକ) :ଆଜି ରାଜ୍ୟ ସରକାର ପଂଚାୟତରାଜ ଦିବସକୁ ବହୁ ଆଡମ୍ବର ଭାବେ ପାଳନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟର ଗ୍ରାମାଂଚଳର ବିକାଶ ପାଇଁ ପଂଚାୟତରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା…
କଣ୍ଟାବାଞ୍ଜିରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀ ପାଳନ।
କଣ୍ଟାବାଞ୍ଜି:(ଚୁଡାମଣି ସୁନା) କଣ୍ଟାବାଞ୍ଜି ଠାରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଅଜୟ ଦାସଙ୍କ ନେତୃତ୍ୱ ପ୍ରଥମେ ବିଜୁବାବୁଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା | ଏ ଉପଲକ୍ଷେ ଆୟୋଜିତ ସଭାରେ ବିଜୁବାବୁଙ୍କ ସଚ୍ଚୋଟ ଏବଂ ସରଳ…
140 ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ କୋଭିଡ ଟୀକା
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ପ୍ରାୟ 140 ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ମାର୍ଚ୍ଚ ମାସ ୪ ତାରିଖ ଠାରୁ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ସମସ୍ତ…
ମହଙ୍ଗା ପଡିଲା ଅଦାଲତ ଙ୍କ ନକଲି ଆଦେଶ ଦେବା
ନକଲି ଆଦେଶ ଥାନା ରେ ଦେଇ ଓକିଲ ଗିରଫ।
ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନାରୁ ଜବତ ଗାଡି ବାହାର ବେଳେ ପଡିଲେ ଧରା।
ଓକିଲ ବ୍ରଜ ମୋହନ ପ୍ରଧାନ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର SDJM କୋର୍ଟ ର ନକଲି ଆଦେଶ ଥାନାରେ ଦେଇ…