Sign in
Sign in
Recover your password.
A password will be e-mailed to you.
ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ ଓଡିଶା ୱାନ ପୋର୍ଟାଲ
୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ- ମୁଖ୍ୟମନ୍ତ୍ରୀ
ଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ
ସେବା ଓ ସମ୍ମାନ ସରକାରଙ୍କର ମୁଳମନ୍ତ୍ର
ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର
ଭୁବନେଶ୍ବର(ଶାସକ ପ୍ରଶାସକ) : ଆଜି…
ସମ୍ବଲପୁର ରେ ବିଜୁଜୟନ୍ତୀ : ଉଠିଲା ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦାବି
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ବିଜୁଜନତା ଦଳ ସମ୍ବଲପୁର ବିଧାନସଭା ମଣ୍ଡଳି ପକ୍ଷରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରଵାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଲିତ ହୋଇଯାଇଛି । ସମ୍ବଲପୁର ରେମେଡ ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ରେ ସମ୍ବଲପୁର ବିଜେଡି…
ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ
ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବ ପାଇଁ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି | ନିଜ ସଜ୍ୱରଦ୍ଧାଞ୍ଚଳୀ ଜ୍ଞାପନପୂର୍ବକ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ " ପ୍ରବାଦ ପୁରୁଷ…
ଉପଖଣ୍ଡର ବିଭିନ୍ନ ସ୍ଥାନରେ ପଞ୍ଚାୟତିରାଜ ଦିବସ ପାଳନ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସମସ୍ତ ବ୍ଲକରେ ଆଜି ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ଉପଖଣ୍ଡ ର ଝାରବନ୍ଧ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ସମାରୋହରେ ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା…
ପାରଳାଖେମୁଣ୍ଡିରେ ସ୍ୱାମୀ ମୁକୁନ୍ଦାନନ୍ଦଜୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାଶ୍ଚାତ୍ୟ ଦେଶ ମାନଙ୍କରେ ବୈଦିକ ସାହିତ୍ୟର ପ୍ରଚାରକ ସଂକୀର୍ତ୍ତନ ଆନ୍ଦୋଳନ ମାଧ୍ୟମରେ ବିଶ୍ୱରେ ଚହଳ ସୃଷ୍ଟି କରିଥବା ଜଗତଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଅଦ୍ଵିତୀୟ ପ୍ରଚାରକ ସ୍ୱାମୀ ମୁକୁନ୍ଦା ନନ୍ଦ ଜୀ ପାରଳାଖେମୁଣ୍ଡି ସ୍ଥିତ…
ସଂଗୀତ ଆଲବମ୍ “ଝଡ଼ର ଇଗଲ ତୁମେ” ଲୋକାର୍ପିତ
ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ଆଧାର କରି ଚଣ୍ଡିଖୋଲର ବୀଣାପାଣି କଳାପୀଠ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ସଂଗୀତ ଆଲବମ୍ “ଝଡ଼ର ଇଗଲ ତୁମେ” ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ସାଂସଦ ଡ. ଅମର ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।…
ଆତ୍ମହତ୍ୟା କରିଛନ୍ତି ମୋନିକା ଯୋଶୀ : ଏସପି
ଝାରସୁଗୁଡା (ସୁବାସ ସାହାରେ) : ଗତ ୧୦ ଫେବୃଆରୀରେ ଝାରସୁଗୁଡ଼ା ଜିଲ୍ଲାର ଇବ ରେଳ ଷ୍ଟେସନ ପାଖରୁ ମିଳିଥିବା ମୋନିକା ଯୋଶୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ଆତ୍ମହତ୍ୟା ବୋଲି ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ…
ଭୁଲ ଅସ୍ତ୍ରୋପଚାର ଯୋଗୁଁ ଦାୟୀ କିଏ?
ଝାରସୁଗୁଡ଼ା :(ସୁଭାଷ ସହାରେ) -ଡାକ୍ତରଙ୍କୁ ଧରାରେ ଭଗବାନଙ୍କ ଅବତାର ମଣିଥାନ୍ତି ଲୋକେ। ଆଖିବୁଜି ବିଶ୍ୱାସ କରିଥାନ୍ତି। ଡାକ୍ତରଙ୍କ ଉପରେ ବିଶ୍ୱାସ ରଖି ନିଜର ରୋଗକୁ ଅଧା ଭୁଲି ଯାଆନ୍ତି ଲୋକେ। ମାତ୍ର ସେହି ଡାକ୍ତରଙ୍କ ଭୁଲ ପାଇଁ ଯଦି ସାଂଘାତିକ ପରିଣାମ ଲୋକଙ୍କୁ ଭୋଗିବାକୁ ପଡ଼େ, ତେବେ…
ବୁଗୁଡା ପଞ୍ଚାୟତ ସମିତି ପକ୍ଷରୁ ୧୦ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ
ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ପଞ୍ଚାୟତ ସମିତି ପକ୍ଷରୁ ମାର୍ଚ୍ଚ ୪ ତାରିଖରେ ୧୦ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ…
ଆମେ ବିଶ୍ୱର ସବୁ ଦେଶ ସହ ବାଣିଜ୍ୟିକ କାରବାର ପାଇଁ ଦ୍ୱାର ଉନ୍ମୁକ୍ତ ରଖିଛୁ : କ୍ୟାପଟେନ ମିଶ୍ର
ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଓଡ଼ିଶା ଗସ୍ତ: ଶିଳ୍ପମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଆଲୋଚନା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍ ଲେନାଇନଙ୍କ ସହ ଏକ ପ୍ରତିନିଧି ଦଳ ଚାରିଦିିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତିା ତାଙ୍କ…