ଭବାନୀପାଟଣାଠାରେ ନୂତନ ଜିଲ୍ଲା ଅଦାଲତ କୋଠା ଉଦଘାଟିତ ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ): ଆଜି ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି  ଡ଼ଃ. ଏସ, ମୁରଲୀଧରଙ୍କ ଦ୍ଵାରା ଭବାନୀପାଟଣା ଠାରେ ଜିଲ୍ଲା ଜଜ କୋର୍ଟ ର ନୂତନ ଭବ୍ୟ କୋଠା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଓଡିଶା ହାଇକୋର୍ଟର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ…

ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) :ମହାନ ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଦିବସ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ୱାରା ପାଳିତ ହୋଇଯାଇଛିା ଏହି ଉପଲକ୍ଷେ ୟୁନିଟ୍-୩ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନରେ ଆୟୋଜିତ…

ବରଗଡ ଜିଲ୍ଲାପାଳଙ୍କ ଉପାନ୍ତ ଅଂଚଳ ଗସ୍ତ

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ସୀମାନ୍ତବର୍ତୀ ଚରଦାପାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପ୍ରଥମେ ପଞ୍ଚାୟତ ର ଗୁଣ୍ଡିଚାଦିହି ଗ୍ରାମକୁ ପହଂଛି ସେଠାରେ ରାଜ୍ୟ ସରକାର ଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ବିଭିନ୍ନ ଯୋଜନା…

ପିଏମ କିସାନ : ଅରୁଣ ବୁଝେଇଦେଲା ପରେ ବୁଝିଗଲେ ଧର୍ମେନ୍ଦ୍ର, କେନ୍ଦ୍ରରେ ରହିଛି ବି କେଁ

କେନ୍ଦ୍ର ସ୍ତରରେ ଥିବା ସମସ୍ୟା ଦୂର କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଲେଖିଲେ ପତ୍ର , ସମସ୍ୟା ଦୂର କରିବାକୁ  ପ୍ରତିଶ୍ରୁତି ଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଭୁବନେଶ୍ୱର (ଗୌରାଙ୍ଗ ଚରଣ ଦାସ) : ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାରେ କାହିଁକି ଓଡ଼ିଶାର ଚାଷୀ ବଂଚିତ ହେଉଛନ୍ତି…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ତୁରନ୍ତ ପଦକ୍ଷେପ ନେଲେ କେନ୍ଦ୍ର କୃଷି ମନ୍ତ୍ରୀ

ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଇବା ନେଇ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରତିଶ୍ରୁତି - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,  – ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ…

ବଦଲି ଗ୍ରାମ ପଞ୍ଚାୟତ ରେ ବନ୍ୟପ୍ରାଣୀ ସପ୍ତାହ ଏବଂ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଆୟୋଜିତ ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ବନବିଭାଗ ତରଫରୁ ପଟେରୁ ସେକ୍ସନ ତଥା ବଦଲି ଗ୍ରାମପଞ୍ଚାୟତରେ ଏକ ବନ୍ୟପ୍ରାଣୀ ସୁରକ୍ଷା  ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ, ଚିତ୍ରାଙ୍ଗପଲ୍ଲୀ ସରପଞ୍ଚ, ବନପାଳ ଶ୍ରୀ ମୁରଲୀଧର…

ଜିଲ୍ଲାସ୍ତରୀୟ ଆଶା ଓ  ଗାଁ କଲ୍ୟାଣ ସମିତି ସମ୍ମିଳନୀ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ତପସ୍ବିନୀ ପେକ୍ଷାଲୟ ଠାରେ ଆୟୋଜିତ ସମାରୋହରେ ସମ୍ବଲପୁର ଜିଲ୍ଲା ର ୯ ଗୋଟି ବ୍ଳକର ୨୦୦ ଜଣ…

‘ସେରା ସପ୍ତାହ ବୈଶ୍ୱିକ ଉର୍ଜା ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ବ୍ୟବହାରରେ ପରିବର୍ତନ ଆଣିବା ହିଁ ଜଳବାୟୁ ପରିବର୍ତନ ସହିତ ଲଢ଼ିବାର ସବୁଠୁ ଅସ୍ତ୍ର - ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସେରା ସପ୍ତାହରେ ସମ୍ମାନିତ ହେବା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଖୁସିର ବିଷୟ-ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର- ବ୍ୟବହାରରେ ପରିବର୍ତନ ଆଣିବା ହିଁ…

ଶିମିଳିପାଳ ଅଭୟାରଣ୍ୟରେ ନିଆଁ :  ସୁରକ୍ଷା କ୍ଷେତ୍ରରେ ବନ ବିଭାଗର ବିଫଳତାକୁ ଉତ୍ତରଦାୟୀ କଲେ କଂଗ୍ରେସର…

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଘଟଣାରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସ, ପୂର୍ବତନ…

ଶିମିଳିପାଳର ନିଆଁ : କିଏ ସତ କିଏ ମିଛ ?

ପିସିସିଏଫ କହୁଛନ୍ତି ନିଆଁ ସମ୍ପୂର୍ଣ୍ଣ ଆୟତରେ ଅଛି ପରିବେଶବିତଙ୍କ ମତ କିନ୍ତୁ ଭିନ୍ନ ଠାକୁରମୁଣ୍ଡା ଓ ପୋଡ଼ାଡିହା ରେଞ୍ଜ୍ ସର୍ବାଧିକ ପ୍ରଭାବିତ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି ୧ହଜାର କର୍ମଚାରୀ କୌଣସି ବଡ଼ ଗଛ କିମ୍ବା ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ…