Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି ।
ପ୍ରଥମେ ସେ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପାରଳା ମହାରାଜା ଶ୍ରୀ…
କି ଖେଳ ମ, ସବୁ ମେନ ଖେଳାଳି ମୈଦାନରେ : ସବୁ ଓପିଏଲ ଖେଳାଳି ଏମପିଏଲରେ !!!
ବବିଙ୍କ ଧୂଆଁଧାର ବ୍ୟାଟିଂ , ଜିତିଲା ବିଧାୟକ ଏକାଦଶ
ସଞ୍ଜୟ ଓ ଅତନୁଙ୍କ ଦ୍ୱାରା ରୋଚକ ଧାରା ବିବରଣୀ
ବାରିପଦା : ଏକୁ ଆରେକ ବଳି ଖେଳାଳିଙ୍କ ସମାଗମ | ମାନେ ସବୁ ଇଣ୍ଟରନ୍ୟାସନାଲ ଖେଳାଳି ସତେ ଯେମିତି ପଂଚାୟତ ସ୍ତରରେ ମ୍ୟାଚ ଖେଳିବାକୁ ଆସିଛନ୍ତି | ଯେମିତି…
ବିଜେଡ଼ି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ୨୦୩ ୟୁନିଟ ରକ୍ତ ସଂଗୃହୀତ ।
ବାରିପଦା (ଦିଲ୍ଲୀପ ମହାନ୍ତି)-- ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୨୦୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ…
ସମ୍ବଲପୁର ଗ୍ରାମାଞ୍ଚଳରେ ପାନୀୟଜଳ ପାଇଁ ୧୮୮ କୋଟି ଟଙ୍କା
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ରାଜ୍ୟ ସରକାରଙ୍କ ଫୋକସରେ ଏବେ ପଶ୍ଚିମ ଓଡିଶାର ବିକାଶ । ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲା ରେ ପିଇବା ପାଣି ସୁବିଧା ପାଇଁ ରାଜ୍ୟ ସରକାର ୧୮୮ କୋଟି ଟଙ୍କା ମଞ୍ଚୁର କରିଛନ୍ତି । ସମ୍ବଲପୁର ଜିଲ୍ଲାର ଧନକଉଡା ,ରେଙ୍ଗାଲୀ,…
ମଡେଲ ଶୌଚାଳୟ ଉଦଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା :(ସୁଭାଷ ସହାରେ) :ଆଜି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଦ୍ଵାରା ଝାରସୁଗୁଡ଼ା ମନମୋହନ ଏମ ଇ ସ୍କୁଲ କ୍ୟାମ୍ପସରେ ଏକ ମଡେଲ ଶୌଚାଳୟର ଉଦଘାଟନ ହୋଇ ଯାଇଛି। ଏହାଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତଥା ବିଭିନ୍ନ ସମୟରେ ଉକ୍ତ ପଡ଼ିଆରେ ଜିଲ୍ଲା ସ୍ତରୀୟ ଓ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାବେଶ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଝାରସୁଗୁଡ଼ା ବିଧାୟକ ତଥା…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାବେଶ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଝାରସୁଗୁଡ଼ା ବିଧାୟକ ତଥା…
‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର
ଚୌଧୁରୀ ଜୟପ୍ରକାଶ ଦାସ ଓ ପ୍ରତିଭା ପଣ୍ଡା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ପ୍ରଥମ ଥର ପାଇଁ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଶୁକ୍ରବାର ଏହି…
ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ରାଜ୍ୟସ୍ତରୀୟ ଆଶାକର୍ମୀ ସମ୍ମିଳନୀ
ଭୁବନେଶ୍ୱର (ମାନସୀ ମିଶ୍ର) : ଆଜି ଭୁବନେଶ୍ୱର ୟୁନିଟ୍-୬ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଆଶାକର୍ମୀ ମାନଙ୍କର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ପଙ୍କଜିନି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରାଜ୍ୟର ୬ଶହ ଆଶାକର୍ମୀ ଏହି ସମ୍ମିଳନୀ ରେ ଯୋଗଦେଇଥିଲେ ।
ଏହି…
ମହିଳା ଦିବସ ସ୍ବତନ୍ତ୍ର : କୋଭିଡ ଯୋଦ୍ଧା ମନୋରମା, କର୍ତ୍ତବ୍ୟ ଆଗରେ ହାର ମାନିଥିଲା ଅସୁସ୍ଥତା।
ନାରୀ, ନା ସେ ଅବଳା ନା ସେ ଦୁର୍ବଳା । ସେ ଜାଣିଛି ତା ସାମର୍ଥ୍ୟ ଓ ସୀମାରେଖା । ଦିନ ଥିଲା ନାରୀ ତା ପରିଚୟ ପାଇଁ ପ୍ରତିପାଦରେ ସଂଘର୍ଷ କରୁଥିଲା, ହେଲେ ଏବେ ସେ ନିଜ ପାରଦର୍ଶିତା ଓ ଦକ୍ଷତା ବଳରେ ପୁରୁଷଙ୍କ ସମତୁଲ୍ୟ ହୋଇ ଆଗେଇ ଚାଲିଛି । ଏହାର ଜ୍ଜଳନ୍ତ ଉଦାହରଣ ହୋଇ ସମାଜ ପାଇଁ ପ୍ରେରଣା…