Sign in
Sign in
Recover your password.
A password will be e-mailed to you.
ବିପୁଳ ମାତ୍ରାରେ କଫ ସିରଫ ଜବତ
ବରଗଡ :- ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ଗ୍ରାମ ଓ ସହର ମାନଙ୍କରେ ଧୀରେ ଧୀରେ ଅବୈଧ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ସାମାନ୍ୟ କିଛି ଅର୍ଥ ଲୋଭରେ କିଛି ଖଳ ପ୍ରକୃତିର ବ୍ୟବସାୟୀ ମାନେ ମୁଖ୍ୟତଃ ଯୁବ ସମାଜକୁ ନିଶାଶକ୍ତ କରାଇ ଅର୍ଥ ରୋଜଗାର କରିବାରେ ବ୍ୟସ୍ତ । ଜିଲ୍ଲା…
ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳନ
ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ରେ ବିଜୁ ବାବୁଙ୍କ ଟ୍ରେନିଂ ଦେଶର ବିମାନ ଚାଳନା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଥିଲା - ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ବିଜୁ ବାବୁଙ୍କ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ,
ଦେଶର ଜଣେ ଦକ୍ଷ…
ସମଲେଶ୍ବରୀ ମନ୍ଦିର ଦୋକାନୀଙ୍କ ଆନ୍ଦୋଳନ ପରେ ଖୋଲିଲା ମନ୍ଦିର ମୁଖ୍ୟ ଫାଟକ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଥିବା ଦୋକାନ ଖୋଲିବା ପାଇଁ ପ୍ରସାସନର କଟକଣାକୁ ନେଇ ବିବାଦ ଥମିବାର ନା ଧରୁନାହିଁ । ଆଜି ପୁଣି ଥରେ ସମଲେଶ୍ବରୀ ମନ୍ଦିର ର ପୁଜକ ଙ୍କ ସହ ଦୋକାନୀ ମାନେ ମନ୍ଦିର ବାହାରେ ରାସ୍ତାରୋକ…
ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ପଦକ୍ଷେପ
ବ୍ଲକ ସ୍ତରର ଓ ପଞ୍ଚାୟତ ସ୍ତରର କମିଟି ଗୁଡିକୁ ମଜବୁତ କରିବା ପାଇଁ ତାଲିମ ଶିବିର
ରାୟଗଡା(ସରୋଜ କୁମାର ସାହୁ) : ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ନିମନ୍ତେ ବ୍ଲକ ସ୍ତରର ଓ ପଞ୍ଚାୟତ ସ୍ତରର କମିଟି ଗୁଡିକୁ ମଜବୁତ କରିବା ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଆବାହିକା…
ଚିଲିଗୁଡା ଠାରେ ଦିବାରାତ୍ରୀ ସି.ପି.ଏଲ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
କୋକସରା /ଦେବେନ୍ଦ୍ର ସାଗର (ଶାସକ ପ୍ରଶାସକ): କୋକସରା ବ୍ଲକ ଚିଲିଗୁଡା ଠାରେ ସୁପରଷ୍ଟାର ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ଦ୍ବି ଦିବସିୟ ସି ପି ଏଲ ଭଳିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଉଦଯାପନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଜେପି ଯୁବମୋର୍ଚା ସଭାପତି ତଥା…
ବିମାନବନ୍ଦରରେ ଜାତୀୟ ବୀରଙ୍କ ମୂର୍ତ୍ତି ଉନ୍ମୋଚିତ , ଗତ ୪ମାସ ମଧ୍ୟରେ ଏହା ହେଉଛି ତୃତୀୟ ମୂର୍ତ୍ତି ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିସରରେ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଆବକ୍ଷ ପ୍ରତିମା ଉନ୍ମୋଚିତ ହୋଇଯାଇଛି । ଗତ ୪ମାସ ମଧ୍ୟରେ ବିମାନବନ୍ଦରରେ ଜାତୀୟ ବୀରଙ୍କ ଉନ୍ମୋଚିତ ହୋଇଥିବା ଏହା ହେଉଛି ତୃତୀୟ ମୂର୍ତ୍ତି । ରବିବାର ଅପରାହ୍ନ ୩ଟାରେ…
ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ନିଷ୍ପତ୍ତି ସ୍ଥଗିତ , ହାଇକୋର୍ଟଙ୍କ ଆଦେଶକୁ ଅପେକ୍ଷା
ଭୁବନେଶ୍ୱର : ସରକାର ଶେଷରେ ରାଜଧାନୀରେ ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ଆଦାୟ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି | ଆଜି ଏ ବିଷୟରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା |
ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବର୍ଦ୍ଧିତ…
ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଏକ ଆଇସିୟୁ, ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଲୋକାର୍ପିତ
ଆଗାମୀ ଦିନରେ ଜିଲାର ସମସ୍ତ ବ୍ଲକରେ ଆମ୍ବୁଲାନ୍ସ ଯେମିତି ରହିବ ସେଥିପାଇଁ ଆମେ ଚେଷ୍ଟିତ ଅଛୁ : ନବ ଦାସ
ଝାରସୁଗୁଡ଼ା :(ସୁଭାଷ ସହାରେ): ଏଣିକି ବୁର୍ଲା ବଡ଼ଡାକ୍ତରଖାନା କିମ୍ବା କଟକ, ଭୁବନେଶ୍ବରକୁ ଗୁରୁତର ରୋଗୀ ସ୍ଥାନାନ୍ତର କଲାବେଳେ ଅଣନିଃଶ୍ବାସୀ ହୋଇ ବାଟରେ ପ୍ରାଣ ଯିବ ନାହିଁ ।…
ପ୍ରଦୀପ ପଣ୍ଡାଙ୍କ “ଯାହା ମୁଁ ଚାହୁଁ ନ ଥିବି” ଲୋକାର୍ପିତ I
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): କଳା ନନ୍ଦିନତତ୍ତ୍ଵ ଓ ବାସ୍ତବିକତା ସହ ଯଥାସମ୍ଭବ ଭାରସାମ୍ୟ ରକ୍ଷାକରି କବିତା ରଚନା କରିବା ସାମ୍ପ୍ରତିକ କବିଙ୍କ ସକାଶେ ଏକ ଆହ୍ବାନା ବାହ୍ୟ ବାସ୍ତବତା ଅପେକ୍ଷା ମାନବର ଅନ୍ତ ର୍ନିହିତ ବାସ୍ତବତାକୁ ଶବ୍ଦ ମାଧ୍ୟମରେ କବିତାର ରୂପଦେଇ ସର୍ଜନା କରିବା କବି…
ଚଳିତ ସଂସ୍କରଣର ସମଲେଶ୍ବରୀ ପଞ୍ଜିକା ଉନ୍ନୋଚନ ।
ରମାକାନ୍ତ ବିଶ୍ବାଳ/.ସମ୍ବଲପୁର-ପଶ୍ଚିମ ଓଡିଶାରୁ ପ୍ରଥମ କରି ପ୍ରକାଶିତ ସମଲେଶ୍ବରୀ ପଞ୍ଜିକା ର ଷୋଡଶାଧାରୀ ସଂସ୍କରଣ (2021 ଓ 2022) ଉନ୍ମୋଚିତ ହୋଇଛି । 2006 ମସିହାଠାରୁ କ୍ରମାଗତ ଭାବରେ ପ୍ରକାଶିତ ହୋଇ ପଶ୍ଚିମାଞ୍ଚଳର ଆଶା ଆକାଂକ୍ଷାକୁ ପୁରଣ କରିବାର ପ୍ରୟାସ ଅବ୍ୟାହତ ରଖିଛି । …