ଶ୍ରୀମନ୍ଦିରରେ ନାଗାସାଧୁଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି 

ପୁରୀ,: ପୁରୀର ଚର୍ଚ୍ଚିତ ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଭିତରେ ଆକ୍ରମଣ କରାଯାଇଥିବା ନାଗାସାଧୁ କହିଛନ୍ତି । ଆହତ ନାଗାସାଧୁ ଏବେ ମୁଖ୍ୟ  ଚିକିତ୍ସାଳୟରେ ଚିକିତ୍ସିତ । ଭକ୍ତଙ୍କୁ ରୋହିଣୀକୁଣ୍ଡ ଦର୍ଶନ କରିବାର ସୁଯୋଗ ଦେଇ ନାଗାସାଧୁ ଶ୍ରୀ ପୁରୀ ଜଗନ୍ନାଥ ପୋଲିସର…

 ବେଳ ଥାଉ ବନ୍ଧ ବାନ୍ଧ…ଚରଦାପାଲି ବାସୀ କଣ ସରକାରଙ୍କ ସାବତ ସନ୍ତାନ 

ଶୋଇ ରହିଥିବ ପ୍ରଶାସନ, ଏମିତି କଣ ଖଣ୍ଡେ ଖଣ୍ଡେ ଚାଲିଯିବ !!! ପ୍ରଶାସନର ଅପାରଗତା ହେଉ କି ଉଦାସୀନତା, ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ କି !!  ଲୋକଙ୍କ ଅସନ୍ତୋଷର ନିଆଁରେ ଘିଅ ଢାଲୁଛନ୍ତି ଛତିଶଗଡ଼ ବିଧାୟକ   ଛତିଶଗଡ଼ରେ ମିଶିବା ପାଇଁ   ଚର୍ଦାପାଲିବାସୀ ଭେଟିଲେ ସରେଇପାଲି…

ପ୍ରକୃତିର ସନ୍ତାନ “ବଣ୍ଡା”ଙ୍କ ନିଆରା ବିବାହ ପରମ୍ପରା : “ଡୋଜିଂ” ପାଇଁ ଦେବାକୁ ପଡିଥାଏ…

  ବଣ୍ଡା ମହିଳାମାନେ ନିଜଠାରୁ  ୧୦ ରୁ ୧୨ ବର୍ଷ ସାନ ପୁଅମାନଙ୍କୁ ବିବାହ କରନ୍ତି | ତେଣୁ ଜଣେ ବଣ୍ଡା ସମ୍ପ୍ରଦାୟର ଝିଅକୁ ୨୦ ରୁ ୨୫ ବର୍ଷ ହୋଇଯିବା ପରେ ସେ ତାଙ୍କ ଠାରୁ ଜଣେ ୧୦ ରୁ ୧୨ ବର୍ଷର  ସାନ ପୁଅକୁ ବିବାହ କରନ୍ତି | ପିତାମାତାଙ୍କ ସମ୍ମତି କ୍ରମେ ବିବାହକୁ (ସାଲାକ୍-ବୋଇ-ଡୋଜିଂ)…

ଯୁବ ସମାଜ ସ୍ୱାସ୍ଥ୍ୟ ଓ ଶରୀର ପ୍ରତି ସଚେତନ ହେବା ଆବଶ୍ୟକ 

ସୋହେଲା :- ପ୍ରତ୍ୟେକ ଆଉଟଡୋର ଗେମ ମଣିଷକୁ ସୁସ୍ଥ ସବଳ କରିଥାଏ । ଖୋଲା ପଡିଆରେ ଖେଳା ଯାଉଥିବା ସବୁ ଖେଳ ଖେଳାଳି ମାନଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ସବଳ କରିଥାଏ । ଆଜିକାର ଆଧୁନିକ ଓ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ଭିତରେ ଯୁବ ସମାଜ ପଡିଆ ଠାରୁ ଦୂରେଇ ଯାଇଛନ୍ତି । ଯାହାକି ଯୁବ ସମାଜ…

ସୋଲାର୍ ପମ୍ପ ଅଚଳ, ସଜାଡ଼ିବାକୁ ପ୍ରଶାସନକୁ ଅନୁରୋଧ  

କଳାହାଣ୍ଡି /ତୁଳମଣି ନାଗ (ଶାସକ ପ୍ରଶାସକ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୂଟ୍ରୁଖମାର ଗ୍ରାମପଂଚାୟତ ଗୋବରା ଗାଁ ର ସୋଲାର ପମ୍ପ ଅଚଳ ହୋଇ ପଡିଛି l ଆଜକୁ  ଦୁଇମାସରୁ ଉର୍ଦ୍ଧ ଦିନହେ ବ ଅଚଳ ହୋଇ ପଡିଛି l ପାଖରେ  ଥିବା ନଳକୂପ ରୁ ମଇଳା ପାଣି ବାହାରୁଛି ଯାହା ପିଇବା ପାଇଁ ମଧ୍ୟ ଉପଯୁକ୍ତ…

ଜଙ୍ଗଲ ନିଆଁ ଲିଭା ଉପରେ ୱେବିନlର ମାଧ୍ୟମରେ  ସମୀକ୍ଷା କଲେ ଜିଲ୍ଲାପାଳ l

ନିଆଁ ଲଗାଇବା ଅଭିଯୋଗରେ ଦୁଇଜଣବ୍ୟକ୍ତିଙ୍କୁ ଗିରଫ କରାଯାଇଛି  ରାୟଗଡ଼ :(ସରୋଜ କୁମାର ସାହୁ)- ଜିଲ୍ଲାର  ବିଭିନ୍ନ ଜଙ୍ଗଲରେ ଗତ କିଛିଦିନ ହେବ  ନିଆଁ ଲାଗି ଖବର ପାଇ ରାୟଗଡ଼  ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ବନ କର୍ମଚାରୀ, ଓ ଅଗ୍ନିଶମ୍ମ…

ଆଇଏଫଏଚଡ଼ି  ସଂସ୍ଥା ପକ୍ଷରୁ ଏସଏଚଜି  ମା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ।

କଳାହାଣ୍ଡି/ତୁଳମଣି ନାଗ:ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାଗୁଡା, କାମଠଣା ଓ ସଗଡା  ଠାରେ  ଆଇଏଫଏଚଡ଼ି (India Foundation for Humanistic Development)  ତରଫରୁ Aditya Birla ସହାୟତା ରେ  ସ୍ଵଂୟ ସହାୟକ ଗୋଷ୍ଠୀର  ମା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ…

 ଜିଲ୍ଲାସ୍ତରୀୟ କଳାହାଣ୍ଡି  ଚିତ୍ରଶିଳ୍ପୀ କଳାକାର ସଙ୍ଘ ସମ୍ମିଳନୀ l

କୋକସରା -ଦେବେନ୍ଦ୍ର ସାଗର(ଶାସକ ପ୍ରଶାସକ ) : କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଙ୍ଘ ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆଜି କୋକସରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l କୋକସରା ବ୍ଲକ କଳାକାର ସଙ୍ଘ ର ବିଶିଷ୍ଟ ଚିତ୍ରଶିଳ୍ପୀ ଆନନ୍ଦ କୁମାର ସିଂ ମୁଖ୍ୟ ଅତିଥି…

କେବଳ ଭୋଟ ପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ବର୍ବାଦ କରିଦେଲେ ମୁଖ୍ୟମନ୍ତ୍ରୀ:ଇରାସିସ

  ଭୁବନେଶ୍ୱର,:ବିଜେଡି ସରକାର ଓଡିଶାର ଯୁବକ ମାନଙ୍କୁ ବୋକା ବନେଇ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁଯୁବ ବାହିନୀ ଗଠନ କରିଥିଲେ । କିନ୍ତୁ ଏହି  ଯୁବ ବାହିନୀକୁ ରାଜ୍ୟ ସରକାର…

କେବେ ମିଳିବ ଆବାସ ଓ ଭତ୍ତା, ଦୃଷ୍ଟି ଦେବ କି ପ୍ରଶାସନ 

ଧର୍ମଗଡ ସୁଶାନ୍ତ ରାଉତ: ଅତି ନିରୀହ ଗରିବ ବାସହୀନ ବ୍ୟକ୍ତିଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇବା ପାଇଁ ତିଆରି ହୋଇଛି ଆବାସ ଯୋଜନା  | ଏବେବି  ପ୍ରକୃତ ହିତାଧିକାରୀ ବହୁ ସଂଖ୍ୟାରେ ବଂଚିତ | ପ୍ରଶାସନିକ କର୍ମଚାରୀମାନଙ୍କ ଅବହେଳା,ମନମୁଖୀ କାର୍ଯ୍ୟ ଯୋଗୁଁ ଏବେବି ଅବହେଳିତ ହୋଇ…