ସୁନାବେଡାରେ ଆଦିବାସୀ ମେଳି : କହିଲେ ଅଞ୍ଚଳର ବିକାଶ ନହେଲେ ଛତିଶଗଡ଼ରେ ମିଶିବୁ

ବିକାଶ ନ ହେବା କଥାକୁ ଖଣ୍ଡନ କଲେ ସ୍ଥାନୀୟ ବିଧାୟକ   ଲୋକଙ୍କ ମୌଳିକ ସୁବିଧାସୁଯୋଗକୁ ପ୍ରାଥମିକତା ଦେଇଛି : ଢୋଲକିଆ  ନୂଆପଡା(ଅମିତ ପୁରୋହିତ) -ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ସୁନାବେଡା ଓ ସୋସେଙ୍ଗ ପଂଚାୟତର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ, ପହରିଆ…

ମାର୍ଚ୍ଚ ୧୭ଠାରୁ ଚାଲିବ ବାଲେଶ୍ୱର-ବାଙ୍ଗିରିପୋଷି ଡେମୋ ଟ୍ରେନ

ବାରିପଦା(ଦିଲ୍ଲୀପ ମହାନ୍ତି)- ପ୍ରଥୀକ୍ଷାର ଅନ୍ତ ଘଟିଛି । ଶେଷରେ ମାର୍ଚ୍ଚ ୧୭ଠାରୁ ବାଲେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ଡେମୋ  ଟ୍ରେନଟି ପୁନଃ ଚଳାଚଳ କରିବ । ଏ ନେଇ ଦକ୍ଷିଣ-ପୂର୍ବ ତଟ  ରେଳ ବିଭାଗର କୋଲକାତା ଗାର୍ଡେନରିଚ୍ ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି…

ଜାତିଆଣ ଆକ୍ଷେପ: ମହିଳାଙ୍କ ଥାନା ଘେରାଉ

ହାଟଡିହି (ମକରଧ୍ବଜ ଜେନା) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନନ୍ଦିପଦା ଗ୍ରାମର ଏସଏଚଜି ଗ୍ରୁପ ର  ମହିଳା ମାନେ ରବିବାର ଏକ ମିଟିଙ୍ଗ ରେ ଯୋଗ ଦେବାକୁ ଓରାଳି ପଞ୍ଚାୟତ କୁ ଯାଇଥିଲେ l ଉକ୍ତ ମିଟିଙ୍ଗ ଏସଏଚଜି ମହାସଂଘ ର ସମ୍ପାଦକ ସାବିତ୍ରୀ ସା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଉଥିଲା…

ରେଡ ଟେନିସ କ୍ରିକେଟ ଟୁର୍ନାମେଣ୍ଟ, ପୂଝାରୀ ଗୁଡା  ଚମ୍ପିୟାନ

କୋକସରା ଧର୍ମଗଡ ସୁଶାନ୍ତ ରାଉତ :ରାଧାମାଧବ କ୍ରିକେଟ ଅନୁଷ୍ଠାନ ଖଲିଆଭଟା ଆନୁକୂଲ୍ୟରେ   ଆୟୋଜିତ ହୋଇଥିବା ରେଡ ଟେନିସ  ବଳ କ୍ରିକେଟ ଟୁର୍ନାମେଣ୍ଟ ଆଜି ମୋଟେର ମଣ୍ଡି ଖେଳ ପଡିଆ ଠାରେ ଉଦଯାପିତ ହୋଇଯାଇଛି l ଉଦଯାପନୀ ସମାରୋହ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା…

ପଶ୍ଚିମ ଓଡ଼ିଶା ଆଶା କର୍ମୀ ଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ।   

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-   ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ୱରେ କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା କର୍ମୀ ଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଆବାହକ…

କୋଇଲା ଚୋରା ଚାଲାଣ ଅଭିଯୋଗରେ ୯ ଜଣ ଗିରଫ।

ଝାରସୁଗୁଡ଼ା:(ସୁଭାଷ ସହାରେ)- କୋଇଲା ଚୋରା ଚାଲାଣ ଅଭିଯୋଗରେ ବଡ଼ମାଲ ପୋଲିସ ଆଜି ୯ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏକ ଗୁପ୍ତ ସୂଚନା ପାଇ ପୋଲିସ ଏକ ଚଢ଼ାଉ କରି ୯ ଜଣଙ୍କୁ ଉକ୍ତ ଅଭିଯୋଗରେ ଗିରଫ କରିଛି। ଏହାସହ ପୋଲିସ ସେମାନଙ୍କଠାରୁ ୨ କୁଇଣ୍ଟାଲ କୋଇଲା ଓ ୯ଟି ମୋଟର ସାଇକେଲ ମଧ୍ୟ…

ଝାରସୁଗୁଡ଼ାରୁ ଦୁବାଇକୁ ବିମାନ ଉଡ଼ାଣ ପାଇଁ ଯୋଜନା ଅଛି :ସାଂସଦ ପୁଜାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ ଝାରସୁଗୁଡ଼ା ବିମାନବନ୍ଦରରୁ ଆସନ୍ତା ସମୟରେ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଦୁବାଇକୁ ବିମାନ ସେବା ଯୋଗାଇ…

 “ଲେଖାଶ୍ରୀ ପିପିଲି ଟିକେଟ୍ ପାଇଁ ଆଜେବାଜେ କଥା କହୁଛନ୍ତି”

୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟ୍ ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ! ଭୁବନେଶ୍ୱର:ବିଜେପି ବିଧାୟକ ଓଡ଼ିଶା ବିଧାନ ସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି, ତାହା ଉପରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃତ୍ୱ ମତ ରଖିବା ଉଚିତ୍ ଥିଲା ବୋଲି ବିଜେଡ଼ି ପ୍ରବକ୍ତା…

ଏବେ ସ୍ଥାନୀୟ ଅଧିବାସୀଙ୍କ ଉପରେ ସମସ୍ତଙ୍କ ନଜର

ମଙ୍ଗଳବାର ଶିମିଳିପାଳ ଆସି ସ୍ଥିତି ଅନୁଧ୍ୟାନ କରିବେ ଟାସ୍କଫୋର୍ସ ସଦସ୍ୟ ନିଆଁ ସମ୍ପୂର୍ଣ୍ଣ ଆୟତରେ ଥିବା ଟାସ୍କଫୋର୍ସର ଦାବି ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ମିଶିବେ, ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ  ବାରିପଦା/ଦିଲ୍ଲୀପ ମହାନ୍ତି : ଶିମିଳିପାଳରେ ନିଆଁ…

ଭାରତର ପ୍ରଥମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ସ୍ୱୀକୃତି ପାଇଲା ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍…

ଭୁବନେଶ୍ୱର : ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ । ୧୯୯୩…