ସମ୍ବଲପୁର ଫାଟକ ଷ୍ଟେସନ ବନ୍ଦ, ବିରୋଧ ସ୍ୱତ୍ୱେ ସିଲ୍ I 

  ସମ୍ବଲପୁର (ରମାକାନ୍ତ ବିଶ୍ବାଳ) : ପୂର୍ବତଟ ରେଳବାଇ କର୍ତ୍ତୁପକ୍ଷ  ଏକ ବିଜ୍ଞପ୍ତି ଜାରି ପୂର୍ବକ ସମ୍ବଲପୁର ଫାଟକ  (ସମ୍ବଲପୁର ରୋଡ଼ ଷ୍ଟେସନ) କୁ ସବୁ ଦିନ ପାଇଁ ବନ୍ଦ ଘୋଷଣା କରିଛି ।  ଅନୁଗୋଳ-ସମ୍ବଲପୁର ରେଳଲାଇନ ଦୋହାରୀକରଣ ପାଇଁ ଏହି ଷ୍ଟେସନ ମୁଖ୍ୟ ପ୍ରତିବନ୍ଧକ ହୋଇଥିବାରୁ…

ସାମାଜିକ କର୍ମୀ କୁମାରୀ ସାହୁ ସମ୍ମାନିତ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):   ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ  ଓ ଓମେନ୍ସ ଏମ୍ପାୱାରମେଣ୍ଟ ତଥା ଉତ୍କଲୀୟ ଫାଉଣ୍ଡେସନ ପକ୍ଷରୁ ଆଜି ଭଟିଲି ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମର ସାମାଜିକ କର୍ମୀ ତଥା ସମ୍ମାନୀତ ଶିଶୁ ବିକାଶ ବିଭାଗର  ଜଣେ ଦକ୍ଷ କର୍ମଚାରୀ ଭଟଲିର…

କୃଷି ଓଡ଼ିଶା-୨୦୨୧ କାର୍ଯ୍ୟକ୍ରମର ସିଧାପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) 

ଭୁବନେଶ୍ୱର : ଆଜିଠାରୁ ବରମୁଣ୍ଡା ପଡିଆ ଠାରେ ଆୟୋଜିତ ହେବାକୁ ଯାଉଥିବା ‘କୃଷି ଓଡ଼ିଶା’ର ଉଦଘାଟନୀ ସମାରୋହ, ଉଦଯାପନୀ ସମାରୋହ ସହ ୧୦ଟି ‘ପାଠଶାଳା’ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସିଧାପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) ସଂପୃକ୍ତ କାର୍ଯ୍ୟକ୍ରମର ସମୟ…

ପୂର୍ବତନ ସରପଞ୍ଚ ଗଙ୍ଗାଧର ପଟେଲଙ୍କ ପରଲୋକ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ର ଲଉଡିଦରହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଙ୍ଗାଧର ପଟେଲ ଙ୍କ ରବିବାର ରାତ୍ର ୮ଘଣ୍ଟା ସମୟ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ପଟେଲ ସରପଞ୍ଚ ଥିବା ସମୟରେ…

ଭାଡ଼ିକିଳା ଓ ରାବରାରେ  ନୂତନ ପଂଚାୟତ ଗୃହ ଉଦଘାଟିତ

୨ ପଂଚାୟତରେ ଖର୍ଚ୍ଚ ହୋଇଛି ୩କୋଟି ୪୮ଲକ୍ଷ ୨୪ହଜାର ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : : ଓଡ଼ିଶା ସରକାରଙ୍କ ୨୦୧୬ ମସିହାରେ ନୂତନ ପଂଚାୟତ ଗଠନ ପ୍ରକ୍ରିୟା ଦ୍ୱାରା ଓଡ଼ଗାଁ ବ୍ଲକରେ ଭାଡ଼ିକିଳା ଓ ରାବରାକୁ ନୂତନ କରି ପଂଚାୟତର ମାନ୍ୟତା ମିଳିଥିବା ବେଳେ ଉଭୟ ପଂଚାୟତର ବିକାଶ ପାଇଁ…

ମାନବସେବା କଲେ ମାଧବ ପ୍ରାପ୍ତି ହୋଇଥାଏ 

  ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଭୁବନେଶ୍ୱର ୬ନମ୍ବର ହସ୍ପିଟାଲର ହୃଦରୋଗ ବିଭାଗ ନିର୍ଦ୍ଦେଶକ  ତଥା ଶ୍ରୀ ସତ୍ୟସାଇ ସୁପର ହସ୍ପିଟାଲ ପ୍ରାକ୍ତନ ହୃଦରୋଗ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଭାତ କୁମାର ଦାସ ଓଡ଼ଗାଁ ଠାରେ ଶ୍ରୀସତ୍ୟସାୟୀ ଆଧ୍ୟାତ୍ମୀତ ଶିକ୍ଷା ଓ ସାମୁହିକ ସେବାକେନ୍ଦ୍ର…

“ଏବେବି ରହିଛି ବନାଗ୍ନି, ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ”

କ୍ଷେତ୍ର ଅନୁଧ୍ୟାନ କରି ସ୍ଥିତି ପରଖିଲା ବିଜେପିର ୧୨ ଜଣିଆ ପ୍ରତିନିଧି ଦଳ ବାରିପଦା,(ଦିଲ୍ଲୀପ ମହାନ୍ତି):ଏଥର ଶିମିଳିପାଳ ନିଆଁରେ ତାତିପାରେ ବିଧାନସଭା ଅଧିବେଶନ। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ୧୨ଜଣିଆ ପ୍ରତିନିଧି ଦଳ ବାରିପଦା ପଟୁ ଶିମିଳିପାଳକୁ…

ମାତ୍ର ୨ଟି ସ୍ଥାନରେ ରହିଛି ନିଆଁ: ଆରସିସିଏଫ୍

ବାରିପଦା, ୧୪/୩: ଗତ ଏକ ସପ୍ତାହ ମଧ୍ୟରେ ଶିମିଳିପାଳ ନିଆଁସମ୍ପୂର୍ଣ୍ଣ ଆୟତକୁ ଆସିଛି। ଆଜି ସୁଦ୍ଧା ଶିମିଳିପାଳରେ ମାତ୍ର ୨ଟି ସ୍ଥାନରେ ଫାୟାର୍ ପଏଣ୍ଟ୍ ରହିଛି। ନିଆଁ ଏକପ୍ରକାର ନିୟନ୍ତ୍ରଣକୁ ଆସିଥିବା ପ୍ରକାଶ କରିଛନ୍ତି ଆରସିସିଏଫ୍ ଯୋଗ ଜୟାନନ୍ଦ। ଆଜି ସକାଳୁ ବିଜେପି ପ୍ରତିନିଧି…

ଓଭର ବ୍ରିଜ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଜେପି ର ଦାବି। 

ଟିଟିଲାଗଡ,  (ଗୌରବ ଦର୍ଜୀ )- ଟିଟିଲାଗଡ଼ ସହର ର ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଉଥିବାରୁ ତଥା ରେଲ ଫାଟକ ଯୋଗୁଁ ଅନେକ ସମସ୍ୟା ଦେଖା ଦେଉଥିବାରୁ ଅନେକ ଆନ୍ଦୋଳନ, ଦାବୀ ପରେ ବ୍ରିଜ ନିର୍ମାଣ ପାଇଁ ୧୯୯୨ ମସିହାରେ ପ୍ରଥମ ଶୁଭ ପଡ଼ିଥିଲା ।  ହେଲେ ରାଜନୈତିକ ଛକା ପଞ୍ଝା ଭିତରେ ରହି ୨୦୨୧…

ଶ୍ରୀମନ୍ଦିରର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା

ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ବଡ ଜନଆନ୍ଦୋଳନ ରୂପ ଦେବା ପାଇଁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର  ନୂଆଦିଲ୍ଲୀ/ଭୁବନେଶ୍ୱର  – ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦିଗ୍ଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ବଡ ଜନଆନ୍ଦୋଳନର ରୂପ ଦେବା ପାଇଁ ଆଲୋଚନା…