୪୫୦ କିଲୋଗ୍ରାମ ଗଞ୍ଜେଇ ଜବତ 

ନଗଦ ୫.୯୨ ଲକ୍ଷ ଟଙ୍କା ସହ ୨ କାର, ୫ ମୋବାଇଲ ଫୋନ, ଏଟିଏମ କାର୍ଡ  ଜବତ ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ପହିଲା ଅପରାହ୍ନ ପ୍ରାୟ ୪ଟା ସମୟରେ ମୟୂରଭଞ୍ଜ ଏସପି ସ୍ମିଥ ପି ପାରମାର କପ୍ତିପଦା ଥାନା ଅଞ୍ଚଳର ଶରତ କୁମାର ନାଏକ(୪୫) ଚୋରା ଗଞ୍ଜେଇ ବ୍ୟବସାୟ ଚଳାଇଥିବାର ଖବର ପାଇଥିଲେ ।…

ଶୁଖୁନି ମା ଦେବକୀ ଆଖିର ଲୁହ : ପୁଅ ରୋଗୀଣା, ସ୍ୱାମୀ ଦାଦନରେ 

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାର ଦୟା କରନ୍ତେନି !! କଣ୍ଟାବାଞ୍ଜି:(ଚୁଡାମଣି ସୁନା): ଖପ୍ରାଖୋଲ ବ୍ଲକ ମାଲପଡା ପଂଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମ ର ଦେବରାଜ ଶବର ନିହାତି ଗରିବ ଶ୍ରେଣୀର।।ପୁଅ ଝିଅ ମିଶି ଛ ପରିବାର।ଦି ପଇସା ଅଧିକ ରୋଜଗାର ଆଶା ରେ ସୁଦୂର ତେଲେଙ୍ଗାନା କୁ ଦାଦନ…

ବିଦ୍ୟୁତ  ଶକ୍ତିର ଖୋଲମଖୋଲା ଅପଚୟ : ଦିନରେ ଜଳୁଛି ଷ୍ଟ୍ରୀଟ ଲାଇଟ

ପୌରପରିଷଦର ଚେଇଁଛି କି ଶୋଇଛି କେଜାଣି  ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରେ ପ୍ରତ୍ୟେକ ଦିନ ଦିନତମାମ ଜଳୁଛି ଷ୍ଟୀ୍ରଟ ଲାଇଟ ।  ବିଦୁ୍ୟତ୍ ଶକ୍ତିର ଖୋଲମଖୋଲା ଅପଚୟ କରାଯାଉଥିବା ବେଳେ ଏହାର କାରଣ ଓ ନିରାକରଣ ଦିଗରେ ପୌରପରିଷଦ ପକ୍ଷରୁ ନିଘା ନାହିଁ କି ପଘା ନାହିଁ ନୀତି…

୨୦୨୧‘ମିସେସ ଫେମିନା ପରସନାଲିଟି’ ବିଜେତା ଓଡ଼ିଆ ଝିଅ |

 ଭଦ୍ରକ(ସତ୍ୟଭୂଷଣ ସ୍ବାମୀ): ଓଡିଆ ଝିଅ ଇପ୍ସିତା ପ୍ରିୟଦର୍ଶନୀ ‘ମିସେସ ଫେମିନା ପର୍ସନାଲିଟି’ ୨୦୨୧ ଟାଇଟେଲ ବିଜେତା ହେବାର ସମ୍ମାନ ଅର୍ଜ୍ଜନ କରିଛନ୍ତି । ପ୍ରତିଯୋଗୀତାରେ ଶିର୍ଷ ଚାରି ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଫାଇନାଲ ରାଉଣ୍ଡରେ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ।…

୪୫ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକାଦାନ ଆରମ୍ଭ , ବୁଗୁଡ଼ାରେ ଦୁଇ ଦିନରେ ୨୮୧୫ ଜଣଙ୍କୁ ଟିକା 

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :ବୁଗୁଡା ବ୍ଳକରେ ଏପ୍ରିଲ ୧ ଓ ୨ ତାରିଖ ଦୁଇଦିନରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଓ ଦ୍ଵିତୀୟ ଟିକା ମିଶି ମୋଟରେ ୨୮୧୫ ଜଣଙ୍କୁ କୋଭିଡ଼ି ଟିକା ଦିଆଯାଇଛି। କୋଭିଡ଼ି ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ସାହିତ୍ୟିକ ମାର୍ଗଦର୍ଶନ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ କଟକ– ଆଜିକୁ ଠିକ୍ ୧୫ ବର୍ଷ ପରେ ୨୦୩୬କୁ ଓଡ଼ିଶାକୁ ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରିବ ଏବଂ ୨୬ ବର୍ଷ ପରେ ୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତି ହେବ । ତେଣୁ ଏହି ସମୟରେ ଓଡ଼ିଆ ଭାଷାର…

ଅଭିମନ୍ୟୁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ମେଲନ ମେସନ

ବରଗଡ :- ଆଜି ବରଗଡ ଜିଲା ସୋହେଲା ବ୍ଲକ ଘେଁସଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ମେଲନ ମେସନ-୨୦୨୧ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ। । ଏହି  କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ ଲେଖକ ଯୋଗ ଦେଇଥିଲେ ।…

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

ଝାରସୁଗୁଡ଼ା :(ସୁଭାଷ ସହାରେ)- ଭାଷା ଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ । ଯେଉଁ ମହାମନିଷୀମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା ସେମାନଙ୍କ ସମୃଦ୍ଧ ଓଡିଶା ଗଠନ ସ୍ୱପ୍ନ ପୂରଣ ପାଇଁ ସମସ୍ତେ ଆନ୍ତରିକତାର ସହ ଉଦ୍ୟମ କରିବା ଉଚିତ ବୋଲି ଜିଲ୍ଲା…

ପୁଣି କାୟା ବଢ଼ାଉଛି କରୋନା :  ରାଜରାସ୍ତାରେ ଉପଜିଲ୍ଲାପାଳ 

ବରଗଡ଼ :- ଅତି ଭୟଙ୍କର ଭାବରେ ବଢି ଚାଲିଛି କୋରୋନା ମହାମାରୀ ର ଦ୍ବିତୀୟ ଲହର । ମୁଖ୍ୟତଃ ଛତିଶଗଡ଼ ସୀମାକୁ ଲାଗିରହିଥିବା ଜିଲ୍ଲା ଗୁଡିକରେ ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଛତିଶଗଡ଼ ସରକାର ଆସନ୍ତା ଛଅ ତାରିଖରୁ ଦୁର୍ଗ ସହର ଓ ଆଖପାଖ ଅଞ୍ଚଳରେ ଲକଡାଉନ ଘୋଷଣା…

“ଲୁଲୁବାବୁଙ୍କ ସହ କାର୍ଯ୍ୟ କରି ଦଳକୁ ସରକାରକୁ ଆଣିଥିବା କର୍ମୀମାନେ ଆଜି କଂଗ୍ରେସରେ ଅଣଦେଖା” 

ରାଜ୍ୟସ୍ତରୀୟ ଲୁଲୁ ମହାପାତ୍ର ସ୍ମୃତି କମିଟିର କାର୍ଯ୍ୟକାରିଣୀ ବୈଠକ, ଚାରିସୁତ୍ରୀ ପ୍ରସ୍ତାବ ଗୃହୀତ  ଭୁବନେଶ୍ୱର – ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତିକମିଟି ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନ ଠାରେ ଏକ ସାଧରଣ ବୈଠକ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ…