କ୍ରୀଡା, ପର୍ଯ୍ୟଟନ, ବନ୍ଧ, ପୋଖରୀ  ପାଇଁ ଅନୁଦାନ ମାଗିଲେ ନରସିଂହ

ପୃଥ୍ୱୀରାଜ ହାଇସ୍କୁଲ ଷ୍ଟଡିୟମ ପାଇଁ ଅଧିକ ଅନୁଦାନ ଦରକାର - ନରସିଂହ ବଲାଙ୍ଗିର ଓ ଦେଓଗାଁ ବ୍ଲକ ପାଇଁ ଦାବି କଲେ ଦୁଇଟି ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବଲାଙ୍ଗିର(ନିରୋଜ ମିଶ୍ର)- ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ସମୟରେ  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୮୬ତମ ଉତ୍କଳ ଦିବସ ପାଳିତ

କୋଲକାତା :   ଓଡ଼ିଶାରେ ଜନ୍ମ ହୋଇ ପଶ୍ଚିମବଙ୍ଗକୁ କର୍ମଭୂମି ଭାବେ ଗ୍ରହଣ କରି ଓଡ଼ିଆ ଭାଇଭଉଣୀମାନେ ମାତୃଭୂମି ଓ ମାତୃଭାଷାର ପ୍ରଚାର, ପ୍ରସାର ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ବୋଲି କୋଲକାତାର ନ୍ୟାସନାଲ ଲାଇବ୍ରେରୀ ଭାଷାଭବନଠାରେ ଆୟୋଜିତ ୮୬ତମ ଉତ୍କଳ…

ରାୟଗଡ ବ୍ଳକର ବିଭିନ୍ନ ଗ୍ରାମରେ ‘ମୋ ଗାଁ ସ୍ୱଚ୍ଛ ଗାଁ ସୁସ୍ଥ ଗାଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ/ସରୋଜ କୁମାର ସାହୁ : ରାୟଗଡ ଜିଲ୍ଳା ବିଭନ୍ନ  ବ୍ଳକରେ ଥିବା ଗ୍ରାମ ପଂଚାୟତଗୁଡିକର ବିଭିନ୍ନ ଗ୍ରାମରେ ‘ମୋ ଗାଁ ସ୍ୱଚ୍ଛ ଗାଁ ସୁସ୍ଥ ଗାଁ’କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ…

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ 

ଅବକାରୀ ରାଜସ୍ୱ ଠିକ ଭାବରେ ପୈଠ  ନକରିବା ଅଭିଯୋଗ: କାଶୀପୁର  ଅବକାରୀ ଟିମର ଦ୍ୱାରା ଅଭିଯୁକ୍ତ ଗିରଫ l ରାୟଗଡ/ସରୋଜ କୁମାର ସାହୁ : ରାୟଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଭିନ୍ନ ସମୟରେ…

ମାଆ, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି

‘ମାଇଁ ମଦର- ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ ଭୁବନେଶ୍ୱର : ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡୁ କହିଛନ୍ତି । ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର - ମାଇଁ ହିରୋ’ ଇଂରାଜୀ…

ପ୍ରବାଦ ପୁରୁଷଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଉତ୍କଳ ଦିବସ ଅବସରରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ବଳଦେବ ସ୍ୱାମୀ ବସଷ୍ଟାଣ୍ଡ ସମ୍ମୁଖ ପାର୍ଶ୍ୱରେ ଓଡ଼ିଶାର ବରପୁତ୍ର, ପ୍ରବାଦ ପୁରୁଷ  ବିଜୁବାବୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼…

 ପୋଲିସ ପ୍ରଶାସନ ର ୮୬ ତମ ପ୍ରତିଷ୍ଠା ଦିବସ 

ବଲାଙ୍ଗୀର(ନିରୋଜ ମିଶ୍ର ) ; ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ଜିଲ୍ଲା ପୋଲିସ ପ୍ରଶାସନ ର ୮୬ ତମ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି।ତେବେ ଏପ୍ରିଲ ୧ ତାରିଖ ରେ ସମଗ୍ର  ଓଡ଼ିଶା ପୋଲିସ ତାର ସ୍ୱତନ୍ତ୍ର ପରିଚୟ ପାଇ ଥିଲା ଯାହାକୁ ନେଇ ଆଜିର…

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡା।

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ହୀରାକୁଦ ଜଳଭଣ୍ଡାର କୁ ରାଜ୍ୟ ତଥା ରାଜ୍ୟ ବାହାର ର ପର୍ଯ୍ୟଟକ ମାନଙ୍କୁ ଆକୄଷ୍ଠ କରିବା ପାଇଁ  ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ହିରାକୁଦ ଜଳଭଣ୍ଡାର ଠାରେ ଉଦଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ ଜଳକ୍ରିଡା । ଏହି ଜଳକ୍ରିଡା ହୀରାକୁଦ  ରେ  ଆରମ୍ଭ…

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଲ୍ ର ଏକତା ଦିନ୍ ପାଲିତ

 ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ- ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଜି ଏପ୍ରିଲ ପହିଲା ରେ  ପଶ୍ଚିମାଞ୍ଚଲ୍ ର ଏକତା ଦିନ୍ ପାଳନ କରାଯାଇଛି ।  ପଶ୍ଚିମାଞ୍ଚଳ ର ଜିଲ୍ଲା ଗୁଡିକ ମଧ୍ୟରେ ଏକତା ପ୍ରଦର୍ଶନ  ସହ …

ସାମାଜିକ ଅନୁଷ୍ଠାନ “ସେବା” ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହୀତ I

ସମ୍ବଲପୁର/ରମାକାନ୍ତ ବିଶ୍ବାଳ:  ସମ୍ବଲପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "ସେବା" ଓ ଆମ ଓଡିଶା  ପକ୍ଷରୁ ଏକ  ରକ୍ତଦାନ ଶିବିର ଗୁରୁବାର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଧନକଉଡା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ "ସେବା" ଅନୁଷ୍ଠାନ ର ଅଧ୍ୟକ୍ଷ  ଅମର ତାଣ୍ଡିଆ ଙ୍କ…