Sign in
Sign in
Recover your password.
A password will be e-mailed to you.
୮୬ତମ ଉତ୍କଳ ଦିବସ ଅବସରରେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ ଦହିପାଣି, ତରଭୂଜ ଓ ମାସ୍କ ବଣ୍ଟନ
ରାୟଗଡ(ସରୋଜ କୁମାର ସାହୁ) : ୮୬ତମ ଉତ୍କଳ ଦିବସ ଅବସରରେ ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗରର ବାଲାଜି ସୁଇଟ ଷ୍ଟାଲ ନିକଟ ଜାତୀୟ ପଥରେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଦେଖି ପଥଚାରୀଙ୍କ ପାଇଁ ଦହିପାଣି, ତରଭୂଜ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ …
୮୬ତମ ଉତ୍କଳ ଦିବସ ଅବସରରେ ପ୍ରେସ ୟୁନିଅନ ରାୟଗଡର ଓଡିଆରେ ପଦେ କାର୍ଯ୍ୟକ୍ରମ
ରାୟଗଡ(ସରୋଜ କୁମାର ସାହୁ) : ୮୬ତମ ଉତ୍କଳ ଦିବସ ଅବସରରେ ପ୍ରେସ ୟୁନିଅନ ରାୟଗଡର କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଓଡିଆରେ ପଦେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମେ ରାଜ୍ୟସଭା ସାଂସଦ ଏନ. ଭାସ୍କର…
ଓଡିଶା ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମ ଶୁଭlରମ୍ଭ କଲେ ରାୟଗଡ ଜିଲ୍ଲାପାଳ
ରାୟଗଡ/ସରୋଜ କୁମାର ସାହୁ : ରାୟଗଡ ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଲୋକମାଙ୍କର ପୁଷ୍ଟି ଉନ୍ନତି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି l ବିଷମ କଟକ ବ୍ଲକ ଅନ୍ତର୍ଗତ କୁରଲି ଓ ଖମ୍ଭେସି ଠାରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜି ଏହି…
ଜିଲ୍ଲାସ୍ତରୀୟ 86ତମ ଓଡିଶା ଦିବସ ପାଳିତ l
ରାୟଗଡ/ସରୋଜ କୁମାର ସାହୁ - ରାୟଗଡ ଜିଲ୍ଲାସ୍ତରୀୟ 86ତମ ଓଡିଶା ଦିବସ ପାଳିତ ହୋଇ ଯାଇଛି l ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସେଠାରୁ ଶୋଭାଯାତ୍ରାରେ ବାହାରି ଡ. ବି. ଆର ଆମ୍ବେଦକର,ଓଡ଼ିଶାର…
ଉତ୍କଳ ହିତୈଷିଣୀ ସମାଜ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ୮୬ ତମ ଉତ୍କଳ ଦିବସ-୨୦୨୧ ପାଳିତ
https://www.youtube.com/watch?v=wx7l0tl3K9o
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମ ମାଟି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଉତ୍କଳ ସମ୍ମିଳନୀ , ଉତ୍କଳ ହିତୈଷିଣୀ ସମାଜ ଏବଂ ଜିଲ୍ଲା…
ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ
ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଓଡ଼ିଶା ଦିବସ -୨୦୨୧ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି lଏ ଉପଲକ୍ଷେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଆୟୋଜିତ ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି…
ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପରିସରରେ ଉତ୍କଳ ଦିବସ
ପାଇକମାଲ :- ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର , ପାଇକମାଳ ପରିସରରେ ଉତ୍କଳ ଦିବସ ପାଳନ ହୋଇଯାଇଅଛି । ଏହି ଅବସର ରେ ମହାବିଦ୍ୟାଳୟର ପ୍ରାଚୀରପତ୍ର ଅମୃତାର ଉତ୍କଳ ଦିବସ ବିଶେଷାଙ୍କ ଉନ୍ମୋଚନ ହେଲା । ପ୍ରାଚୀର ପତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା…
ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା
ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ କରାଇଲେ ଥଇଥାନ
ପଦ୍ମପୁର( ଶାସକ ପ୍ରଶାସକ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା…
ଭୀମସାର ବୁର୍ଲା ଟିମର ଫାଇଲେରିଆ ସାମୂହିକ ଔଷଧ ସେବନ ସ୍ଥିତିର ଅନୁଧ୍ୟାନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ପ୍ରତ୍ୟେକ ବର୍ଷ ଫାଇଲେରିଆ ନିରାକରଣ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ଦିନରେ ସାମୁହିକ ଔଷଧ ବିତରଣ ଓ ସେବନ କରାଯାଇଥାଏ। ଗୁରୁତର ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି ଔଷଧ ଦିଆଯାଉ ନଥିବା ବେଳେ ଅନ୍ୟ ସମସ୍ତ…
କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଆସିଲେ ରାଜ୍ୟ ବାହାରର ଟାଣୁଆ ନେତା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସାରା ଦେଶରେ କଂଗ୍ରେସର ଅବସ୍ଥା ଶୋଚନୀୟ। ୧୫୦ ବର୍ଷ ପୁରୁଣା ଓ ଏକଦା ସର୍ବଶକ୍ତିମାନ କଂଗ୍ରେସ ଦଳ ଆଜି ସାରା ଦେଶରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ବେଳେ ଓଡ଼ିଶାରେ ଗତ ୨୨ ବର୍ଷ ଧରି କ୍ଷମତାରୁ ଦୂରରେ କଂଗ୍ରେସ ଦଳ। କେନ୍ଦ୍ରୀୟ ସଂଗଠନର ଓଡ଼ିଶା…