ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀଙ୍କ ଦ୍ବାରା କମ୍ୟୁନିଟି ହଲ ଉଦ୍ଘାଟନ 

ବାରିପଦା,ବାରିପଦା,(ଦିଲ୍ଲୀପ ମହାନ୍ତି): :  ସ୍ଥାନୀୟ ବାରୁଣେଶ୍ୱର ଦୁର୍ଗା ମଣ୍ଡପ ଠାରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ରମ୍ଙ୍କ ସାଂସଦ ପାଣ୍ଠିରୁ ନିର୍ମିତ ସର୍ବସାଧାରଣ ପାଇଁ ଏକ କମ୍ୟୁନିଟି ହଲର ଉଦ୍ଘାଟନ ହୋଇଯାଇଅଛି । ମଧୁବନ ଉନ୍ନୟନ ପରିଷଦର ଉପସଭାପତି ରଘୁନାଥ…

ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ କରୋନା

୭୨ ଘଣ୍ଟା ପାଇଁ ବନ୍ଦ ରହିଲା ଶିକ୍ଷାନୁଷ୍ଠାନ ପୁଣି ୨ ଅଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ଚିହ୍ନଟ ବାରିପଦା,(ଦିଲ୍ଲୀପ ମହାନ୍ତି): ବାରିପଦାରେ ପୁଣି କରୋନା ଲେଉଟାଣିର ଆଶଙ୍କା ପ୍ରକାଶ ପାଇଛି। ଆଜି ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି।…

ମାତିଛନ୍ତି ସାଇବର୍ ଲୁଟେରା, ଆମାଜନରୁ ଗିଫ୍ଟ କାର୍ଡର ଲୋଭ 

ଯୁବତୀଙ୍କ ଠାରୁ ଲୁଟିଲେ ୧ଲକ୍ଷ ୧୮ହଜାର ବାରିପଦା,(ଦିଲ୍ଲୀପ ମହାନ୍ତି): ଲୋଭର ମାୟାଜାଲ ଦେଖାଇ ଲୁଟ୍ର ନେଟୱର୍କ ମେଲାଇଚାଲିଛନ୍ତି ସାଇବର୍ ଲୁଟେରା। ଆଉ ଏହାର ଶିକାର ହେଉଛନ୍ତି ଯୁବପିଢ଼ୀ। ବିଭିନ୍ନ ନାମୀଦାମୀ ଅନଲାଇନ୍ ସଂସ୍ଥାରୁ ସପିଂ କରୁଥିବା ଯୁବପିଢ଼ୀଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର…

୩୦ମିନିଟ ବିଜୁଳି ବନ୍ଦ କରି ଦରବୃଦ୍ଧିର ପ୍ରତିବାଦ କରିବା ପାଇଁ ପିସିସି ସଭାପତିଙ୍କ ଆହ୍ୱାନ 

ଭୁବନେଶ୍ୱର - ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।  କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ…

ଏପ୍ରିଲ୫ ରୁ ଆଇଡିଏସରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଂଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ । ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଂଚି…

ବନବିଭାଗ ନର୍ଥ ଡିଭିଜନ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି/ତୁଳମଣି ନାଗ:  ନର୍ଥ ଡିଭିଜନ ବନ ବିଭାଗ ଭବାନୀପାଟଣା ପକ୍ଷରୁ ଶୁକ୍ରବାର ଦିନ ନର୍ଥ ଡିଭିଜନ ଡି.ଏଫ୍.ଓ.ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ହେରାଟେକା, ଗଣ୍ଡ ବନ୍ଦୋପଲା, ଆମପଡ଼ା, ଡ଼ାଳଗୁମା , ଡାକିବଣ୍ଡେଲ ଗ୍ରାମ ମାନଙ୍କ ଠାରେ ଜଙ୍ଗଲ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶଟି ସେତୁ ନିର୍ମାଣ କରାଯିବ : ମୁଖ୍ୟମନ୍ତ୍ରୀ 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଆସ୍କା ସେତୁ  ଭୁବନେଶ୍ୱର :  ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶ ଟି ସେତୁ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆସ୍କା ସେତୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି " ଆଜି…

ଚିନ୍ମୟ ସାହୁଙ୍କ ନେତୃତ୍ୱରେ ପିପିଲି ବିଜେଡିରେ ମିଶିଲେ ବିଜେପି କର୍ମୀ

ଭୁବନେଶ୍ବର: ପିପିଲିରେ ନିର୍ବାଚନୀ ବାତାବରଣରେ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ଆଜି(ଶନିବାର) ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ପିପିଲି ବ୍ଳକର ପୁରୁଖା ନେତା । ପିପିଲି ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ବାରି ହୋଇପଡୁଛି । ଦଳ ଡିଆଁ ନେତା ଓ କର୍ମୀଙ୍କ…

ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ସଦର ବ୍ଲକ ଉପାଧ୍ୟକ୍ଷ

କଳାହାଣ୍ଡି / ତୁଳମଣି ନାଗ: ଭବାନୀପାଟଣା ମୁଖ୍ୟାଳୟ ଠାରୁ ୧୨ କି.ମି ସ୍ଥିତ କୁଟ୍ରୁଖମାର ପଞ୍ଚାୟତ ଅଞ୍ଚଳରେ  ଅବସ୍ଥିତ ବ୍ଲକ ଗ୍ରାଣ୍ଟ ପ୍ରାପ୍ତ  ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠକୁ ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ମହାଖୁଡ଼ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ଲ ଶ୍ରୀ…

ଜଳୁଛି ଶିମିଳିପାଳ : ବନ ବିଭାଗର ପାରିବା ପଣିଆ ଉପରକୁ ଉଠିଛି ଅଙ୍ଗୁଳି

ଶିମିଳିପାଳ ସାଉଥରେ ସର୍ବାଧିକ ୩୯ ଓ ନର୍ଥରେ ୧୩ଟି ସ୍ଥାନରେ ନିଆଁ ଜଳୁଛି । ବାରିପଦା(ଦିଲ୍ଲୀପ ମହାନ୍ତି)-  ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଥିବାର ଜଣାପଡ଼ିଛି । ଶିମିଳିପାଳ ସାଉଥ ଅଧୀନରେ ଥିବା ଉପର ବରାହାକାମୁଡ଼ା ୱାଇଲଡ଼ ଲାଇଫର…