ଜ଼ିନ୍ଦଲ ଷ୍ଟିଲ ଅଧିଗ୍ରହଣ ପରେ ଇସ୍ତଫା ଦେଲେ  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀନେଶ କୁମାର  ଯାଦବ 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ସମ୍ବଲପୁର ଜ଼ିନ୍ଦଳ ଷ୍ଟିଲ (ଜେଏସ୍‌ଡବ୍ଲୁ) ଅଧିଗ୍ରହଣ ପରେ ଠେଲକୁଲି ସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ ଲିମିଟେଡ୍(ବିପିଏସ୍ ଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀନେଶ କୁମାର ଯାଦବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି I ସେ କଂପାନିର ଅକୋପାୟର୍…

ଲିଙ୍ଗରାଜ ବେହେରା କଳାହାଣ୍ଡି ଯୁବ କଂଗ୍ରେସ ଉପ ସଭାପତି ମନୋନୀତ 

କଳାହାଣ୍ଡି/ତୁଳମଣି ନାଗ: କଳାହାଣ୍ଡି ଯୁବ କଂଗ୍ରେସ ଉପ ସଭାପତି ମନୋନୀତ  ହୋଇଛନ୍ତି ଶ୍ରୀ ଲିଙ୍ଗରାଜ ବେହେରା।ଏହିଁ ନିଯୁକ୍ତି ପରେ ଶ୍ରୀ ବେହେରା  କଂଗ୍ରେସ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।  ସେ ଏହି ନିଯୁକ୍ତି ପାଇଁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ 

ବୁଗୁଡା ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ପାଞ୍ଚାୟତ ର ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୦୩ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ କୁମାର ବେହେରା ଏହି…

୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ୨୬ଟି ଟୀକାଦାନ କେନ୍ଦ୍ରରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ:ଗଜପତି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୧ ତାରିଖ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍ ଟୀକାକରଣର ଶୁଭାରମ୍ଭ ହୋଇଛି। (ଶନିବାର ଦିନ) ୩ୟ ଦିନରେ ଜିଲ୍ଲାର ୭ଟି ବ୍ଲକର ୨୬ ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ…

 ହୋମିଓପ୍ୟାଥିକ ମେଡିକାଲ କଲେଜରେ ଛାତ୍ରୀଙ୍କୁ ରାଗିଂ!

ସମ୍ବଲପୁର / ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ରୁ ପୁଣି ଆସିଲା ମେଡିକାଲ କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ଏଥର କିନ୍ତୁ ଛାତ୍ର ନୁହେ ବରଂ ଛାତ୍ରୀ ଙ୍କୁ ରାଗିଂ କରାଯାଇ  ନିର୍ଯାତନ ଦିଆ ଯାଇଥିବା ଅଭିଯୋଗ ହୋଇଛି  । ପ୍ରଥମେ ବୁର୍ଲା  ଭିମସାର ପରେ ଭିସୁଟ ଏବେ ମାଝୀପାଲି ସ୍ଥିତ…

ଆୟକର ବିଭାଗର ଅଧିକାରୀ କହି ଠକି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ଓମ ସାଇ ସୁନା ଗହଣା ଦୋକାନରୁ ନିଜକୁ ଆୟକର ବିଭାଗର ଅଧିକାରୀ ଭାବରେ ପରିଚୟ ଦେଇ ଜଣେ ବ୍ୟକ୍ତି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା।  ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଝଣ୍ଡାଛକରେ ଥିବା ଓମ ସାଇ ଦୋକାନକୁ ଆଜି ଜଣେ ବ୍ୟକ୍ତି ଗ୍ରାହକ…

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଦୁର୍ଲଗା ଗ୍ରାମ ରାସ୍ତାକଡ଼ରୁ ଜଣେ ମୃତ ବ୍ୟକ୍ତିଙ୍କ ଦେହ ଠାବ କରିଛି ପୋଲିସ। ମୃତଦେହକୁ ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତବ୍ୟକ୍ତି ଜଣକ ଦୁର୍ଲଗା ଗ୍ରାମର ଇନ୍ଦ୍ରମଣି ସାହୁ ଓ ତାଙ୍କର ବୟସ ୪୨ ବର୍ଷ ବୋଲି…

କୋରୋନା ସଂକ୍ରମଣର ଭୟ। କଡ଼ାକଡ଼ି ହେଲା ଛତିଶଗଡ଼ ସୀମାନ୍ତ। 

ଛତିଶଗଡ଼ରେ କୋରୋନାର ଭୟାବହତାକୁ ନେଇ ଝାରସୁଗୁଡ଼ା ପ୍ରଶାସନ ସଜାଗ।  ବନ୍ଦ ହେଲା ଜିଲ୍ଲାର ୭୭ଟି ସାପ୍ତାହିକ ହାଟ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଛତିଶଗଡ଼ରେ କୋରୋନାର ଦ୍ବିତୀୟ ଲହରୀର ଭୟାବହତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ…

କୋରୋନା ସଂକ୍ରମଣର ଭୟ। କଡ଼ାକଡ଼ି ହେଲା ଛତିଶଗଡ଼ ସୀମାନ୍ତ। 

ଛତିଶଗଡ଼ରେ କୋରୋନାର ଭୟାବହତାକୁ ନେଇ ଝାରସୁଗୁଡ଼ା ପ୍ରଶାସନ ସଜାଗ।  ବନ୍ଦ ହେଲା ଜିଲ୍ଲାର ୭୭ଟି ସାପ୍ତାହିକ ହାଟ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଛତିଶଗଡ଼ରେ କୋରୋନାର ଦ୍ବିତୀୟ ଲହରୀର ଭୟାବହତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ…

 ଦୁଇ ଘଣ୍ଟା ନୁହେଁ, ତିନି ଦିନ ପାଳନ ହେଉ ଚୈତ୍ର ପର୍ବ

ଦାବି ଜଣାଇଲା ଛଉ କଳାକାର ସଂଘ  ବାରିପଦା,(ଦିଲ୍ଲୀପ ମହାନ୍ତି): ରାଜା ରାଜୁଡା ଅମଳରୁ ମୟୂରଭଞ୍ଜରେ ଗଣପର୍ବ ଭାବେ ପାଳିତ ହୋଇ ଆସୁଥିବା ଚୈତ୍ରପର୍ବକୁ ମାତ୍ର ଦୁଇ ଘଣ୍ଟା ପାଇଁ ନୁହେଁ, ତିନି ଦିନ ପାଳନ ହେଉ। ଛଉ କଲାକାର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଏପ୍ରକାର ଦାବି ଉପସ୍ଥାପନ…