ସମ୍ବଲପୁର ବିଶ୍ୱବିଦ୍ୟାଳୟର  କୁଳପତିଙ୍କ  ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର…

ବରଗଡ :- ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର  କୁଳପତି ପ୍ରଫେସର ଶ୍ରୀ ସଂଜୀବ ମିତ୍ତଲ୍ ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର ପରିଦର୍ଶନରେ  ଆସିଥିଲେ । ଶ୍ରୀ ମିତ୍ତଲ  ସକାଳୁ  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କର  ଦର୍ଶନ କରି…

ବିନା ବିଦ୍ୟୁତ୍ ଆଲୁଅରେ ଦିଆଯାଉଛି ଭାକ୍ସିନ : ଦୃଷ୍ଟି ଦେବେ କି ପ୍ରଶାସନ 

ଟିଟିଲାଗଡ, (ଗୌରବ ଦର୍ଜୀ  )-କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣ ସାରା ଦେଶ ରେ ଆରମ୍ଭ ହୋଇଛି। ପ୍ରଥମେ ୬୦ ବର୍ଷ ରୁ ଅଧିକ ନାଗରିକଙ୍କୁ ଦେବା ପରେ ବର୍ତ୍ତମାନ ସରକାରଙ୍କ ଦ୍ଵାରା ୪୫ ବର୍ଷ ରୁ ଅଧିକ ନାଗରିକ ମାନଙ୍କୁ ଟୀକାକରଣ କରାଯାଉଛି। ଟିଟିଲାଗଡ ର ଉପଖଣ୍ଡିୟ ମୁଖ୍ୟ ଡାକ୍ତରଖାନା ରେ…

ସିଇଓଙ୍କୁ ଭେଟି ଅଭିଯୋଗ କଲା ବିଜେଡି : ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ଖର୍ଚ କରୁଛି ବିପୁଳ ଟଙ୍କା

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ସେ ଅଂଚଳର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିପୁଳ ଅର୍ଥ ଖର୍ଚ କରିବା ଉଦ୍ୟମ ଜାରି ରଖିଛି | ଆଜି ବିଜେପିର ଦୁଇଜଣ ନେତାଙ୍କ ଠାରୁ ୫୦ ଲକ୍ଷ ତାଙ୍କ ଜବତ ହେବ ଏହାର ଜ୍ୱଳନ୍ତ ଉଦାହରଣ | ତେଣୁ ଅବାଧ, ନିରପେକ୍ଷ ତଥା…

ଆଦର୍ଶ ଶିକ୍ଷକ ତଥା ସାରସ୍ୱତ ସାଧକ ରବୀନ୍ଦ୍ର ସାହୁଙ୍କ ଦେହାନ୍ତ 

ମାହାଙ୍ଗା ମାଟି ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା : ମନ୍ତ୍ରୀ ଶ୍ରୀ ଜେନା  ମାହାଙ୍ଗା ( ଶାସକ ପ୍ରଶାସକ): ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ଶିକ୍ଷାବିତ୍ ତଥା ମାହାଙ୍ଗାରେ ସାରସ୍ୱତ ଆନ୍ଦୋଳନର ଅନ୍ୟତମ ପୃଷ୍ଠପୋଷକ ଏବଂ ପୂର୍ବତନ…

ଅଳ୍ପବିଦ୍ୟା ଭୟଂକରୀ, ବିଧି ବିଧାନ ନଜାଣି ବିଜେପି ଲୋକହସା: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଧି ବିଧାନ ସଂକ୍ରାନ୍ତରେ ଅବହିତ ନହୋଇ ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେପି ନେତ୍ରୀ ସିଏଜି ରିପୋର୍ଟ ଉପରେ ଆଜି ଯେଭଳି ପୁଳାଏ ଅସତ୍ୟ କହିଛନ୍ତି ଯାହା ସମ୍ପୂର୍ଣ୍ଣ, ଅବାସ୍ତବ, କପୋଳକଳ୍ପିତ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର…

ପାନୀୟ ଜଳ  ପାଇଁ ହାହାକାର, ୧୨ ଘଂଟିଆ ବନ୍ଦ ଡାକରା ଦେଲା ଭାରତୀୟ ଜନତା ପାର୍ଟି ୟୁବା ମୋର୍ଚ୍ଚା। 

ଟିଟିଲାଗଡ(ଗୌରବ ଦର୍ଜୀ )-ଟିଟିଲାଗଡ଼ ସହରରେ ଏବେ ପାନୀୟ ଜଳ ଯୋଗାଣକୁ ନେଇ ତେଜୁଛି ଅସନ୍ତୋଷ। ଅଧିକାଂଶ ୱାର୍ଡ ରେ ଉତ୍କଟ ରୂପ ନେଉଛି ପାନୀୟ ଜଳ।  କେଉଁଠି ସାତ ଦିନକୁ ଥରେ ତ କେଉଁଠି ଦଶ ଦିନରେ ଥରେ ପାଇପ ଯୋଗେ ଆସୁଛି ପାଣି। ଯାହାକୁ ନେଇ ବଢ଼ିବାରେ ଲାଗିଛି ସହର ରେ ଅସନ୍ତୋଷ। ପାଇପ…

ପାଣି  ସମସ୍ୟାକୁ ନେଇ ଗରିବ ସେନାର ସର୍ବଦଳୀୟ ବୈଠକ। 

ଟିଟିଲାଗଡ଼ (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଥିବା ବେଳେ ସାଧାରଣ ଜନତା ଅତିଷ୍ଠ ହୋଇପଡିଲେଣି । ତେବେ ସ୍ଥାନୀୟ ପ୍ରଶାସନ ପାନୀୟ ଜଳ ସମସ୍ୟା ର ସମାଧାନ ରେ ବିଫଳ ଥିବା ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି।   ଶେଷ ଥର ପାଇଁ ଗତ ୧୨…

ଟ୍ରେନ୍ ଲୁଟେରା କୁ କାବୁ କଲା ଆରପିଏଫ  ସ୍ପେଶାଲ ଟାସ୍କ ଫୋର୍ସ । 

ଲୁଟ ସାମଗ୍ରୀ ଉଦ୍ଧାର କଳା ଏସଟିଏଫ୍।  ଟିଟିଲାଗଡ ( ଗୌରବ ଦର୍ଜୀ )-ଟ୍ରେନ୍ ଲୁଟେରା କୁ କାବୁ କରିଛି ଟିଟିଲାଗଡ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ । ଆଜମେର - ପୁରୀ ସୂପରଫାଷ୍ଟ ଟ୍ରେନ ରେ ଜଣେ ମହିଳା ତାଙ୍କ ବାପା - ମା ଓ ଛୁଆ ସହ  ମାର୍ଚ୍ଚ ୨୪ ତାରିଖ ରେ  ସୁରଟ ରୁ ଭୁବନେଶ୍ୱର ଯାଉଥିବା…

ବେରବୋଇ ପଂଚାୟତରେ ରୁଦ୍ରଙ୍କ ପ୍ରତି ବୃଦ୍ଧି ପାଉଛି ସମର୍ଥନ 

ବିଶାଳ ମଟର ସାଇକେଲ ରାଲିରେ ବିଜେଡି ପାଇଁ ଭୋଟ ଭିକ୍ଷା କଲେ ବିଧାୟକ ଦେବୀରଞ୍ଜନ   ପିପିଲି ( ଶାସକ ପ୍ରଶାସକ) : ପିପିଲି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାରକୁ ଜୋରଦାର ଚଳାଇଛି | ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଂଚାୟତରେ ଯୁବଛାତ୍ର…

ଝାରସୁଗୁଡ଼ା ପୋଲିସର ଶକ୍ତ କାର୍ଯ୍ୟାନୁଷ୍ଠାନ : କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ ଅଭିଯୋଗରେ ଦୁଇଟି ଦୋକାନ ସିଲ୍। 

  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୋଲିସ ଓ ପ୍ରଶାସନ ତରଫରୁ କୋଭିଡ ଗାଇଡଲାଇନ୍ ପାଳନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ ଅପରାଧରେ ଗତକାଲି ଦୁଇଟି ଦୋକାନ ସିଲ୍ କରିଛି ପ୍ରଶାସନ। ଝାରସୁଗୁଡ଼ାରେ କୋରୋନାର ଦ୍ବିତୀୟ ଲହରୀ ଯୋଗୁଁ ସଂକ୍ରମଣ…