Sign in
Sign in
Recover your password.
A password will be e-mailed to you.
ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଉତ୍ତରପିଢି ଅନୁଶୀଳନ କରନ୍ତୁ–ମନ୍ତ୍ରୀ ରଘୁନନ୍ଦନ
ଶହୀଦ୍ ରଘୁ-ଦିବାକରଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ): ପରାଧୀନ ଭାରତ ବର୍ଷରେ ତତ୍କାଳୀନ ପ୍ରଜା ଆନ୍ଦୋଳନ ସମୟରେ ଓଡିଶାରେ ରଣପୁରର ଦୁଇ ମହାନ୍ ମୁକ୍ତି ଯୋଦ୍ଧା ଶହୀଦ ରଘୁନାଥ ମହାନ୍ତି ଓ ଶହୀଦ୍ ଦିବାକରଙ୍କ ପରିଡାଙ୍କର ଆମ ଜାତି, ରାଜ୍ୟ ତଥା ଦେଶ…
ପ୍ରଗତିଶୀଳ ମହିଳା ସଙ୍ଗଠନ ” ଅନନ୍ୟା” ଆନୁକୂଲ୍ୟରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରଗତିଶୀଳ ମହିଳା ସଙ୍ଗଠନ " ଅନନ୍ୟା" ଆନୁକୂଲ୍ୟରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣରୁ ନିଜକୁ କିଭଳି ସତର୍କ ରହି ସରକାରଙ୍କ କରୋନା ନିୟମାବଳୀ ତଥା…
ନଜର ହଟାଇବାକୁ ନାଟକ କରୁଛି ବିଜେପି: ବିଜେଡି
"ଲୋକସଭା ବା ରାଜ୍ୟସଭାରେ ବିଧାୟକ କିମ୍ବା ସାଂସଦମାନେ ବାଚସ୍ପତି ବା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ସହିତ ସହମତ ନାହାନ୍ତି ତାହେଲେ, ସେମାନେ ତାଙ୍କ ଉପରକୁ ଚପଲ ଫୋପାଡିବେ ? ସିଏଏ, କୃଷକ ବିଲ୍, ଦିଲ୍ଲୀ ଏନ୍ସିଟି ଭଳି ଅନେକ ସ୍ପର୍ଶକାତର ବିଲ୍ ସଂସଦରେ ଆସିଥିଲା ଓ ଅନେକ ସଦସ୍ୟ ଏହାକୁ ନେଇ…
ପୁଣି ଏକ ଅନଲାଇନ ଠକେଇ: ଫ୍ଲାଇଟ ଟିକଟ ବାତିଲ କରିବାକୁ ଯାଇ ଠକେଇର ଶିକାର ହେଲେ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଜଣେ ବାସିନ୍ଦା ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ଶୀକାର ହୋଇଥିବା ନେଇ ବ୍ରଜରାଜନଗର ଥାନାରେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ବ୍ରଜରାଜନଗରର ଜଣେ ବାସିନ୍ଦା ମୂଲାନନ୍ଦ ଝା ଅନଲାଇନ ମାଧ୍ୟମରେ ପୂର୍ବରୁ ଫ୍ଲାଇଟ…
ନୃସିଂହନାଥ ପୀଠ ରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ।
ଝାରବନ୍ଧ/ମନୋହର ଦାଶ-ପଶ୍ଚିମ ଓଡ଼ିଶା ୱେବ ମିଡ଼ିଆ ସଙ୍ଘ ପକ୍ଷରୁ ସାଧାରଣ ବୈଠକ ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ପଶ୍ଚିମ ଓଡିଶା ୱେବମିଡ଼ିଆ ସଙ୍ଘ ର ସଭାପତି ଆସିତକୁମାର ସ୍ୱାଇଁ ଙ୍କ…
ବାଚସ୍ପତି ବିଧାନସଭାର ଗାରିମା ରକ୍ଷା କରିବା ପାଇଁ ନୁହେଁ, ଦଳୀୟ ଆଭିମୁଖ୍ୟର କାମ କରୁଛନ୍ତି:ପ୍ରଦୀପ୍ତ ନାଏକ
ଭୁବନେଶ୍ୱର,: ବିଧାନସଭାରେ ବିଧେୟକ ପାରିତ ହେବା ସମୟରେ ସାଧାରଣ ବିଧାୟକର କହିବାର ଅଧିକାର ରହିଛି । କିନ୍ତୁ ୨ଟି ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭା ଗୃହରେ ଛିଡା ହେବା ପରେ ମଧ୍ୟ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଲେ ନାହିଁ । ଏଥିପାଇଁ ବିଜେପି…
ପଶ୍ଚିମବଙ୍ଗର କମାରହାଟିରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା ବାନାର୍ଜୀ – ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗ – ଜୟ ଶ୍ରୀରାମ୍ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ…
ବିଜେପି ବିଧାୟକଙ୍କ ଆଚରଣ ସଇତାନର ବେଦପାଠ ଭଳି : ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ): ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ । ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ…
୧୮ କିଲୋ ବାର୍ହା ମାଂସ ଓ ବନ୍ଧୁକ ଜବତ, ୨ ଶିକାରୀ ଗିରଫ।
ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ବଡରମା ରେଞ୍ଜ ଅନ୍ତର୍ଗତ ଉଷାକୋଠି ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଅବାଧରେ ବନ୍ୟ ଜନ୍ତୁ ଶିକାର୍ ନିୟମିତ ଚାଲିଛି । ଅନେକ ସମୟରେ ବନବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଉଥିଲେ ମଧ୍ୟ ସଫଳତା ମିଳୁନଥିଲା । ହେଲେ ଗତକାଲି ସର୍ଡା ବିଟ ଅଞ୍ଚଳରେ ଏକ…
ନାଇଟ କର୍ଫ୍ୟୁ ନେଇ ଲୋକଙ୍କୁ ଏସପିଙ୍କ ଚେତାବନୀ
ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ଜିଲ୍ଲା ରେ ନାଇଟ କର୍ଫ୍ୟୁକୁ ନେଇ ସମ୍ବଲପୁର ଏସପିଙ୍କ ବଡ ଚେତାବନୀ । ସମ୍ବଲପୁର ଜିଲ୍ଲା ରେ ଲାଗୁ ହେବାକୁ ଥିବା ନାଇଟ କର୍ଫ୍ୟୁ ସମୟରେ ରାତି ୧୦ ଟା ପରେ ରାସ୍ତାରେ ବୁଲିଲେ ପୋଲିସ ଗ୍ରହଣ କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଥିସହ ଯେଉଁମାନେ…