ପ୍ରତାପ ବାଦ : ଅଶ୍ୱିନୀ କ୍ୟାବିନେଟ, ବିଶ୍ୱେଶ୍ୱର ରାଷ୍ଟ୍ର 

ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଯାଇଛି ପେଟ୍ରୋଲିଅମ ମନ୍ତ୍ରଣାଳୟ  ଅଶ୍ୱିନୀ ବୈଷ୍ଣବଙ୍କ ମିଳିଛି ଗୁରୁତ୍ୱପୂର୍ଣ୍ଣ ରେଳମନ୍ତ୍ରୀ ପଦ ସହ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ  ବିଶ୍ୱେଶ୍ୱର ଆଦିବାସୀ  ବ୍ୟାପାର  ସହ ଜଳଶକ୍ତି ମନ୍ତ୍ରଣାଳୟର  ରାଷ୍ଟ୍ରମନ୍ତ୍ରୀ ୪୩ ମନ୍ତ୍ରୀ…

ତୈଳଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ 

ଘୁ.ଉଦୟଗିରି(ଶାସକ ପ୍ରଶାସକ) : ସାରା ରାଜ୍ୟ ଦୀର୍ଘ ୧୭ ମାସ ଧରି କରୋନା ମହାମାରୀ ସହିତ ଲଢୁଛି I ଏହି ୧୭ ମାସ ଭିତରେ ଜନସାଧାରଣ ନିଜର ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କୁ ହରାଇ ସାରିଛନ୍ତି I ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିଲା ବେଳେ ଆଜି ବହୁ ଲୋକ ଜୀବିକା ହରାଇ…

ଗୁଦେରପାଲି ହାଇସ୍କୁଲ ରେ ବନମହୋତ୍ସବ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ବାବଧାନରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ସମାଜସେବୀ କିଶୋର ଚନ୍ଦ୍ର ଦେବତା ଯୋଗଦେଇଥିବା ବେଳେ,…

 ୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ପ୍ରତ୍ୟେକ ପରିବାର ଆକାଉଣ୍ଟରେ  ୫୦୦୦ ଟଙ୍କା  ୬୦ ହଜାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଛାତ୍ର ବୃତ୍ତି । କୋଭିଡ଼ ସମୟରେ ଉତ୍ତମ ଚିକିତ୍ସା ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପିଭିଟିଜି  ଜନଜାତି   ଏ ବିପଦ ସମୟରେ ସରକାର ଆପଣଙ୍କ…

ବନ ବିଭାଗ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ  ହୋଇଯାଇଛି। ବନମହୋତ୍ସବ ସପ୍ତାହ ର  ଶେଷ ଦିନରେ ବନ ବିଭାଗ ପକ୍ଷରୁ  ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବନଖଣ୍ତ…

ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ ବ୍ଲକ ଘେରାଓ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଟିଟିଲାଗଡ଼, ( ଗୌରବ ଦର୍ଜୀ)- ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦ୍ବାରା ଯୋଗାଇ ଦେଇଥିବା ୨୬ ଲକ୍ଷ ରୁ ଉର୍ଦ୍ଧ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଟିଟିଲାଗଡ ଭାଜପା । ଆଜି ଟିଟିଲାଗଡ଼…

ପେଟ୍ରୋଲ ଏବଂ ଡିଜେଲ ସହ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତ୍ୟାହାର ସହ ଧାନର ମୁଲ୍ୟ ବୃଦ୍ଧି ନେଇ  କଂଗ୍ରେସର  ଧାରଣା

ଟିଟିଲାଗଡ, ( ଗୌରବ ଦର୍ଜୀ)-କେନ୍ଦ୍ର  ବିଜେପି ନେତୃତ୍ଵ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ  ଭାବରେ ବୃଦ୍ଧି କରିବା ଦ୍ୱାରା ଦେଶରେ ପ୍ରାୟ ୧୫୦…

ମହିଳା ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନଙ୍କ ତତ୍ୱ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। …

ସମସ୍ତ ଯୋଗ୍ୟ ହିଁତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ୩ ଦିନିଆ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ୧୦୦୦ କୋଟି ଟଙ୍କାର ଦୁର୍ନୀତିି : ବିଜେପି  ଭୁବନେଶ୍ୱର, :୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସରପଞ୍ଚଙ୍କ ବିରୋଧରେ ହେଲା ଅନାସ୍ଥା ଭୋଟ : ଉଚ୍ଚ ନ୍ୟାୟାଳୟଙ୍କର ଆଦେଶ କ୍ରମେ ଗଣତି ସ୍ଥଗିତ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିରୂପା ସିଂ ଙ୍କର ନାମରେ ଗତ 22 ତାରିଖ ଦିନ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ନିକଟରେ ପଞ୍ଚାୟତ ର ଆଠ ଜଣ ୱାର୍ଡ ସଭ୍ୟ ବିଭିନ୍ନ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ପାଇଁ ନିବେଦନ କରିଥିଲେ । ଉପଜିଲ୍ଲାପାଳ ଙ୍କର…