Sign in
Sign in
Recover your password.
A password will be e-mailed to you.
ରେଙ୍ଗାଲି ତହସିଲ ଛକରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଉଦଘାଟିତ।
ଦୁଇ ବର୍ଷ ଭିତରେ ରେଙ୍ଗାଲି ଅଞ୍ଚଳର ଘରେ ଘରେ ପାନୀୟଜଳ ବ୍ୟବସ୍ଥା ହେବ-: ବିଧାୟକ ନାୟକ
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ପାର୍ଶ୍ବ ରେଙ୍ଗାଲି ତହସିଲ ଛକରେ ମଙ୍ଗଳବାର ରେଙ୍ଗାଲି ଶ୍ୟାମ ମିତ୍ର ମଣ୍ଡଳ ସୌଜନ୍ୟରୁ ସ୍ବର୍ଗତ ଶ୍ରୀ ମଙ୍ଗଳ ମିଶ୍ର, ରମେଶ…
ଅଶାନ୍ତ ଜ୍ୟୋତି ବିହାର : ଛାତ୍ରଙ୍କ ଆନ୍ଦୋଳନକୁ ପୋଲିସର ପାହାର
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ମାନଙ୍କ ତୁମୁଲକାଣ୍ଡ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଅଫଲାଇନ ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ କରିବା ସହ ଏନେଇ ବିଶ୍ୱବିଦ୍ୟାଳୟ ରେ ଭଙ୍ଗାରୁଜା…
ବିଦ୍ୟୁତ ଶୁଳ୍କକୁ ବିରୋଧ କରି ରେଙ୍ଗାଲି ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଦାବୀ ପତ୍ର ପ୍ରଦାନ।
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ତିବ୍ର ବିରୋଧ କରାଯାଇଛି l ଏ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ କଂଗ୍ରେସ…
ସମ୍ବଲପୁରରେ ନାଇଟ୍ କର୍ଫ୍ୟୁ ଆରମ୍ଭ।
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ସାରା ରାଜ୍ୟରେ ହୁ ହୁ ହୋଇ ବଡୁଥିବା ମହାମାରୀ କୋଭିଡ ରେ ବ୍ରେକ ଦେବା ପାଇଁ ରାଜ୍ୟ ର ୧୦ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିଛି । ତେବେ ସମ୍ବଲପୁର ଜିଲ୍ଲା ଠାରେ ମଧ୍ୟ ନାଇଟ୍…
ପିପିଲି ଏନଏସି ଅଂଚଳରେ ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ଅନ୍ୟ ପରି ଠକିବି ନାହିଁ,ପିପିଲି-ଡେଲାଙ୍ଗ ସେବାରେ ଥକିବି ନାହିଁ: ଆଶ୍ରିତ ପଟ୍ଟନାୟକ
ପିପିଲି-ଡେଲାଙ୍ଗ: ହିଂସା ଓ ଭୟର ଭାବମୂର୍ତୀକୁ ବଦଳାଇ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳକୁ ବିକାଶର ଏକ ମଡେଲ ଭାବେ ଗଢି ତୋଳିବାକୁ ମୁଁ ବଦ୍ଧ ପରିକର ଏବଂ ରାଜ୍ୟର ଏକ ନମ୍ବର ନିର୍ବାଚନ କ୍ଷେତ୍ର ଭାବେ…
ଶବ ରଖି ଥାନା ଆଗରେ ଧାରଣା
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ରେ କାର୍ଯ୍ୟରତ ସଞ୍ଜୟ ପଧାନ(୩୫)ଗତ ରବିବାର ଦିନ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ |ତାଙ୍କ ଆତ୍ମହତ୍ୟା ପାଇଁ ଝାରବନ୍ଧ ର କିଛିଲୋକଙ୍କୁ ଦାୟୀ କରି ସେମାନଙ୍କୁ ଗିରଫ ଦାବିରେ ସୋମବାର ମୃତକଙ୍କ ସ୍ତ୍ରୀ ଆସିକା…
ବୁଗୁଡ଼ାରେ ପୋଷାକ ଓ ଜୋତା ବଣ୍ଟନ ମେଳା
ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା :ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପ୍ରକଳ୍ପ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୫ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ…
ଫେରାର ପୁଅ ଓ ଝିଅ ଝାରସୁଗୁଡ଼ାରୁ ଉଦ୍ଧାର
ବୁଗୁଡା ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଡେଙ୍ଗାବାଡ଼ି କଲୋନୀ ଅଞ୍ଚଳର ଜଣେ ଝିଅ ପୋଲସରା ଥାନା ଅନ୍ତର୍ଗତ ଭିକାରୀ ସେଠୀଙ୍କ ସହ କେଉଁଆଡ଼େ ଚାଲିଯାଇଥିବା ନେଇ ଝିଅ ଘର ପରିବାର ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ପ୍ରକାରେ ବୁଗୁଡା ପୋଲିସ ଥାନାରେ…
ଅସହାୟ ଅବସ୍ଥାରେ ବଞ୍ଚୁଛନ୍ତି ଅନି ବରିହା, ସରକାର ଟିକେ ହେବେ କି ସାହା !
ଅନ୍ତ୍ୟୋଦୟ ରାସନ କାର୍ଡ ଯୋଗେଇଦେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଦାବୀ
ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଅନି ବରିହା ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି | ତାଙ୍କର କେହି ନ ଥିବାରୁ ଏକ ମାଟି କୁଡ଼ିଆ ଘରେ ବହୁ କଷ୍ଟରେ ରହୁଛନ୍ତି | ସରକାରୀ ସହାୟତା କହିଲେ…
ଟୀକା ନାହିଁ, ଟିକାଦାନ ବନ୍ଦ : ଆସିଲେ ଦିଆ ହେବ
ବୁଗୁଡା ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଳକରେ ଏପ୍ରିଲ ୬ ତାରିଖ ମଙ୍ଗଳବାର ଠାରୁ ଟିକାଦାନ ବନ୍ଦ ରହିବ ବୋଲି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।
ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୋଭିଡ଼ି ଟିକା ଆସିପାରି ନଥିବା ବେଳେ…