ମଇ ୧୫ରୁ ପରୀକ୍ଷାରେ ବସିବେ ମନ୍ତ୍ରୀ

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ  । ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର (ଶାସକ ପ୍ରଶାସକ) :  "ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ 'ଏହି ଉକ୍ତିକୁ ମନ୍ତ୍ର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ମୋଦୀ ଟୀକା କହି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଲେଖାଶ୍ରୀ

ଭୂବନେଶ୍ବର,:  କୋଭିଡ ଭ୍ୟାକ୍ସିନକୁ ମୋଦୀ ଟୀକା ବୋଲି କହି ଟ୍ରୋଲ ହୋଇଛନ୍ତି ବିଜେପି ନେତ୍ରୀ  ଡ଼ ଲେଖାଶ୍ରୀ ସାମନ୍ତସିଂହାର । କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେବା ଅବସରରେ ଲେଖାଶ୍ରୀ  ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ "ମୋଦୀ-ଟିକା" ନେଲେ ବୋଲି ଉଲ୍ଲେଖ…

ସମ୍ବଲପୁର ପୋଲିସ ଦ୍ୱାରା ଏଟିଏମ ଠକେଇ ଦଳ ଗିରଫ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ -  ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ପୋଲିସ କୁ ମିଲିଛି ବଡ ସଫଳତା। ମହୁଲପାଲି ଥାନା ପୋଲିସ ଏଟିଏମ ଠକେଇ ଲୁଟେରା  ରାକେଟ ର କରିଛି ପର୍ଦ୍ଦାଫାଶ  । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୁଚନା ଦେଇଛନ୍ତି । ଏସପି କହିଛନ୍ତି ଯେ ସମ୍ବଲପୁର ଜିଲ୍ଲା ର…

ମୁଖ୍ୟମନ୍ତ୍ରୀଙ୍କ  ସମଲେଇ ଯୋଜନା ଘୋଷଣା ପରେ ପୂଜକଙ୍କ ପ୍ରତିକ୍ରିୟ।

ସମ୍ବଲପୁର / ରମାକାନ୍ତ ବିଶ୍ୱାଳ -  ସମଲେଇ ଯୋଜନା ଥଇଥାନ ଓ ପୁନର୍ବାସ୍ କୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। କୁହାଯାଇଛି ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଏବଂ ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ କୁହାଯାଇଛି। ହେଲେ…

ଗଜପତି ଜିଲ୍ଲା ବିଜେପିର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ  ଶୁକ୍ରବାର ଦିନ ଗଜପତି ଜିଲ୍ଲା ବିଜେପିର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଭାଜପା: ଦଳୀୟ ସଂଗଠନ ସ୍ଥିତିକୁ କିଭଳି…

ବିଜୁ ଯୁବ ଛାତ୍ର ଜନତା ଦଳ ଓ ଅମରଦୀପ ଯୁବକ ସଂଘର ଦ୍ଵାରା  ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବିଜେପୁର: ଆଜି ବିଜେପୁର ବ୍ଲକ୍ ଏମ ଗଣ୍ଡପାଲି ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଅମରଦୀପ ଯୁବକ ସଂଘର ଦ୍ଵାରା ଆୟୋଜିତ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ  ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁ ଯୋଗ ଦେଇ…

ସିଲହେଲା ଛତିଶଗଡ଼ ବର୍ଡ଼ର

ପ୍ରବଳ ଖରାରେ ସୀମାରେ ମୁତୟନ ଅଛନ୍ତି ପୋଲିସ ଯବାନ,ଚାଲିଛି ଜୋରଦାର ଚେକିଂ ବରଗଡ :-ଏପଟେ ପ୍ରବଳ ଖରା ସେପଟେ ମହାମାରୀ ତାଣ୍ଡବ। ଦିନକୁ ଦିନ କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ । ମୁଖ୍ୟତଃ ଓଡ଼ିଶାକୁ ଭୟଭୀତ କରୁଛି ପଡୋଶୀ ଛତିଶଗଡ଼ ରେ ପ୍ରତ୍ୟେକ ଦିନ ବ୍ୟାପୁଥିବା ହଜାର…

ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ପିତୃ ବିୟୋଗ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ ଓ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପିତା ବାବାଜୀ ଚରଣ ନାୟକଙ୍କର ପରଲୋକ ହୋଇ ଯାଇଛି । ଏପ୍ରିଲ ୯ ତାରିଖ ଶୁକ୍ରବାର ରାତି 3ଟା 20 ମିନିଟ ସମୟରେ…

ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଘର ଘର ବୁଲି ପ୍ରଚାର କଲେ ରାଜ୍ୟ ସଭାପତି 

ମୋଦିଜୀଙ୍କ ବିକାଶ ଧାରାରେ ସାମିଲ ହେବେ ପିପିଲିବାସୀ: ସମୀର ମହାନ୍ତି ଭୁବନେଶ୍ୱର,ପିପିଲି- ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ପିପିଲିର ବିଭିନ୍ନ ପଂଚାୟତକୁ ଯାଇ ଘର ଘର ବୁଲି ପ୍ରଚାର କରିଛନ୍ତି । ଶ୍ରୀ ମହାନ୍ତି ବ୍ୟକ୍ତିଗତ ଭାବେ…

ଜଗଦଲପୁର ପୋଲିସ ତରଫରୁ କରୋନା ସଚେତନତା

ଝାରବନ୍ଧ-ମନୋହର ଦାଶ: ଜିଲ୍ଲା ପ୍ରଶାସନ ଓ ବରଗଡ଼ ଏସ ପି ପଦ୍ମିନୀ ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ତତ୍ତ୍ୱାବଧାନରେ ଧଉରାଭଟା ଛକ ଲଉଡିଦରହା ଛକ ,ନିଲଜିପତ୍ରା ଛକ ପ୍ରଭୁତି ସ୍ଥାନ ରେ ଦୋକାନ ବଜାର ଦୋକାନ ଖୋଲିବା ଉପରେ ଦୃଢ଼ ଭାବରେ ଧ୍ୟାନ…