ସାଧନା ସାହିତ୍ୟ ଏକାଡେମୀର ପଥପ୍ରାନ୍ତ ସାହିତ୍ୟ ଆସର 

ଭଦ୍ରକ( ସତ୍ୟ ଭୂଷଣ ସ୍ୱାମୀ)  - ସାହିତ୍ୟ ହିଁ ଜୀବନର ମାନଦଣ୍ଡ । ସାଧାରଣ, ହିତାହିତ ଓ ତତ୍ତ୍ୱବତ୍ୱ ଜ୍ଞାନକୁ ସାହିତ୍ୟ କୁହାଯାଏ । ଯାହା ଅନ୍ୟର ହିତ ସାଧନ କରେ, ତାହା ହିଁ ସାହିତ୍ୟ । ସାହିତ୍ୟ ସର୍ବଦା ଅନ୍ୟର ମଙ୍ଗଳ କରିବା ସହିତ   ବସୁଧେଵ  କୁଟୁମ୍ବକମ୍କୁ ସଫଳ କରିଥାଏ । ଏହାରି…

ପଣ୍ଡିତ ଦୈତ୍ୟାରି ମହାପାତ୍ର ପାଇଲେ ସାହିତ୍ୟ ସମ୍ରାଟ ସମ୍ମାନ 

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ)- ଜୀବନବ୍ୟାପୀ ସାରସ୍ୱତ ସାଧନାରେ ବ୍ରତୀ ହୋଇ ଓଡ଼ିଆ ଭାଷା ସାହିତ୍ୟରେ ଅନେକ ପୁସ୍ତକ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବାରୁ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ଭଦ୍ରକ ଜିଲା ଲେଖକ ସାମ୍ମୁଖ୍ୟ ଓ ଜଗତ୍ ଜନନୀ ପରିବାର ପକ୍ଷରୁ ଭଦ୍ରକ…

କୋଭିଡ଼ ପରିଚାଳନା ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ସଂପ୍ରତି କୋଭିଡ଼ ସଂକ୍ରମର ଦୃତ ଗତିରେ ବୃଦ୍ଧି ପାଉଥିବା କାରଣରୁ ଭଦ୍ରକ ଜିଲ୍ଲାର କୋବିଡ଼ ପରିଚାଳନା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲା କୋବିଡ଼ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଭଦ୍ରକ ଜିଲ୍ଲା…

ସରପଞ୍ଚ ବିରୋଧରେ ଅନାସ୍ଥା ପାଇଁ ଉପଜିଲ୍ଲାପାଳଙ୍କ ପାଖରେ ଆବେଦନ କଲେ ଓ୍ବାର୍ଡ ସଭ୍ୟ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୁପା ସିଂ ବିରୁଦ୍ଧରେ ୱାର୍ଡ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ଉପ ଜିଲ୍ଲାପାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଟେମରୀ ବଜାର ପ୍ରାଗଂଣରେ ନାଏବ ସରପଞ୍ଚ ଶଶି ବନଛୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…

ଉମାକାନ୍ତ ସାହୁ ହେଲେ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି

ବଲାଙ୍ଗିର/ନିରୋଜ ମିଶ୍ର .- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୂର୍ବତନ ସରପଂଚ ତଥା ଆଇନଜିବୀ ଉମାକାନ୍ତ ସାହୁ ଙ୍କୁ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । ତାଙ୍କ ନିଯୁକ୍ତିରେ ପୁଇଁନ୍ତଲା ବ୍ଲକ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ…

ରକ୍ତଦାନ କରି ନିଜ ଝିଅର ଜନ୍ମଦିନ ପାଳିଲେ ମାତା ପିତା

ବରଗଡ :- କ୍ରମାଗତ ଭାବରେ ରକ୍ତ ଅଭାବକୁ କିଛିକାଂଶରେ ଦୁର କରିବା ପାଇଁ  ବରଗଡର ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବାଲ ଗୋପାଳ ଫୁଡ ପ୍ରଡକ୍ଟ ପ୍ରା:ଲିଃ,ଚକରକେନ୍ଦ, ବରଗଡ ଠାରେ ଆୟୋଜନ କରାଯାଇଥିଲା  ।ଏଥିରେ ମୁଖ୍ୟ ଅତିଥି…

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମହତାବଙ୍କ ଲିଖିତ ଓଡିଶା ଇତିହାସର ହିନ୍ଦୀ ଅନୁବାଦ ପୁସ୍ତକ ଲୋକାର୍ପଣର ସିଧା ପ୍ରସାରଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଡ଼ଃ ହରେକୃଷ୍ଣ ମହତାବ  ଫାଉଣ୍ଡେସନର ତତ୍ତ୍ଵାଧାନରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ କାଳଜୟୀ ଓଡିଶା ଇତିହାସର ହିନ୍ଦୀ ଅନୁବାଦ ପୁସ୍ତକକୁ ଲୋକାର୍ପଣ ଉତ୍ସବର…

ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଏମ୍ ସି ଏଲର ଇବ ଭ୍ୟାଲି , ଓରିଏଣ୍ଟ ଓ ଲଖନପୁର ଏରିଆ ପାଇଁ ପୁନର୍ବାସ ଓ  ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ତଥା କମିଟିର ଅଧ୍ୟକ୍ଷ ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ମନ୍ତ୍ରୀ ତୁଷାରକାନ୍ତିଙ୍କ ଜିସିପିଇ କଲେଜ ନୂଆ କ୍ୟାମ୍ପସ ପରିଦର୍ଶନ

ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ କଲେ ସମୀକ୍ଷା ଭୁବନେଶ୍ୱର(ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ)ର ନୂଆ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ବିଭିନ୍ନ…

ଯୋଜନାରେ ବରାଦ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରିବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ଦ୍ରାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ ଭୁବନେଶ୍ୱର, (ଶାସକ ପ୍ରଶାସକ) -ଉଦ୍ୟାନ କୃଷି ନିମନ୍ତେ ବିଭିନ୍ନ ଯୋଜନାରେ ବରାଦ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଏହାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବା କୃଷକମାନଙ୍କ ଆୟ ଦ୍ୱିଗୁଣିତ…