ପଦ୍ମପୁର ଆଦର୍ଶ ଥାନା ପରିସରରେ ପୁଲିସ ଅତିଥି ଭବନ ଉଦଘାଟିତ ।

0 2

ପଦ୍ମପୁର(ଶାସକପ୍ରଶାସକ)- ପଦପୁର ଆଦର୍ଶ ଥାନା ପରିସରରେ କେବଳ ପୁଲିସ ଅଧିକାରୀମାନଂକ ପାଇଁ ଉଦ୍ଦିଷ୍ଟ ପୁଲିସ ଅତିଥି ଭବନକୁ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ଉଦଘାଟନ କରିଛନ୍ତି ।ଉଦଘାଟନ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ ମିଶ୍ର,ଉପ ଖଣ୍ତ ପୁଲିସ ଅଧିକାରୀ ପ୍ରଦୀପ ସାହୁ ,ଆଦର୍ଶ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ସମେତ ଉପ ଖଣ୍ତର ସମସ୍ତ ଥାନା ଅଧିକାରୀ ଯୋଗଦାନ କରିଥିଲେ ।ବିଭିନ୍ନ କାମରେ ପୁଲିସ ଅଧିକାରୀମାନେ ଆସି ରହଣୀ କରୁଥିବା ବେଳେ ସହରରେ ପୁଲିସ ପ୍ରାଇଭେସି ସହ ରହିବା ଅସୁବିଧା ହେଉଥିଲା ।ବର୍ତ୍ତମାନ ପୁଲିସ ଅତିଥି ଭବନ ହେବା ଦ୍ବାରା ବିଶେଷ ସୁବିଧା ହେବ ।

Leave A Reply

Your email address will not be published.