ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ମା ମଙ୍ଗଳା ମନ୍ଦିର ଉଦ୍ଘାଟିତ 

0 2

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କେଣା ଗ୍ରାମରେ ମା ମଙ୍ଗଳା ମନ୍ଦିର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ମଙ୍ଗଳା ମନ୍ଦିର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବିଜେଡ଼ି ସଂଗଠକ ତଥା ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ବିଜେଡ଼ି ସଭାପତି ସନାତନ ସାମଲ,ସରପଞ୍ଚ ରଞ୍ଜୁଲତା ଦେଇ,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରସନ କୁମାର ପଢ଼ିଆରି, ଯୁବ ସମାଜ ସେବୀ ମାନସ ରଞ୍ଜନ ବିଶ୍ଵାଳ, ସମିତି ସଭ୍ୟା ତମିଳା ବିଶୋଇ  ,ଗ୍ରାମ ସଭାପତି ସନାତନ ପ୍ରଧାନ , ପୂର୍ବତନ ସମିତି ସଭ୍ୟା ସୁବ୍ରତ କୁମାର ମିଶ୍ର, ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.