ଟିଟିଲାଗଡରେ ରେଲ୍‌ ଓଭରବ୍ରିଜର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

୧୦୪୨ ମିଟରର ROB  ପାଇଁ  ବିନିଯୋଗ ହୋଇଛି ୭୧.୫୯ କୋଟି ଟଙ୍କା ଟିଟିଲାଗଡ ସହରର ସମନ୍ଵିତ ବିକାଶ ଆମର ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରୁ ଗୌରବ ଦର୍ଜୀ/ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି  ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର…

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ବରଗଡ :- ଗତ କିଛିଦିନ ହେଲା ପଦ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି । ଗ୍ରୀଷ୍ମପ୍ରବାହ କାରଣରୁ ଗୋଟେ ପଟେ ରକ୍ତର ଆବଶ୍ୟକତା ବୃଦ୍ଧି ପାଇଥିବା ବେଳେ ପ୍ରବଳ ଗରମ କାରଣରୁ ରକ୍ତ ସଂଗ୍ରହରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ରକ୍ତ ଭଣ୍ଡାରର ଆବଶ୍ୟକତାକୁ ଦେଖି ଆଜି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲହଙ୍ଗେର ଗ୍ରାମରେ ଆଜି ଦୀପହରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଲହଙ୍ଗେର ଗ୍ରାମର ବିକ୍ରମ ପ୍ରଧାନ (25) ଓ ଈଶ୍ୱର ସେଠ (୩୯) ଉଭୟ ଏକ ବାଇକ ରେ ସାପଲହର ଆଡକୁ ଯାଉଥିବା ସମୟରେ ଭାରସାମ୍ୟ…

ଓଡ଼ିଶାକୁ ଆସୁଛନ୍ତି ଯଦି ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍…

ଭୁବନେଶ୍ୱର (ଶାସକ ପ୍ରଶାସକ) ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ, ଯେଉଁମାନେ 10 ଏପ୍ରିଲ, ୨୦୧୧ ଠାରୁ ଯାତ୍ରା ଆରମ୍ଭ କରୁଥିବେ ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ 72 ଘଣ୍ଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର…

ଚିଲିକାରେ ହେବ ଫିଲ୍ମ ସିଟି, ରହିବେ ମୁମ୍ବାଇ ସେଲିବ୍ରିଟି !

ସୁଟିଂରୁ ପୋଷ୍ଟ ପ୍ରଡକ୍ସନ୍, ଗୋଟିଏ ଜାଗାରେ ସବୁ ସୁବିଧା ଭୁବନେଶ୍ୱର(ଶାସକ ପ୍ରଶାସକ ): ଏଣିକି ଆଉ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଖୋଜିବାକୁ ପଡୁବନି ମନମୁତାବକ ସୁଟିଂ ସେଟ୍ । ଫିଲ୍ମ ସୁଟିଂଠାରୁ ଆରମ୍ଭ କରି ପୋଷ୍ଟ ପ୍ରଡକ୍ସନ୍ ଯାଏ ସବୁ ସୁବିଧା ମିଳିବ ଗୋଟିଏ ଜାଗାରେ । କେବଳ ଏତିକି…

ସମଲେଇ ଯୋଜନା : ଥଇଥାନ ଓ ପୁନର୍ବାସ ପ୍ୟାକେଜ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥା ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଓ ଘର ପାଇଁ ସହାୟତା ପ୍ରକଳ୍ପ କୁ ଆଗେଇ ନେବା  ପାଇଁ ସମସ୍ତ ଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର(ଶାସକ ପ୍ରଶାସକ) :  ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ…

“ସଖୀ” ୱାନଷ୍ଟପ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ "ସଖୀ" ୱାନଷ୍ଟପ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ଅଭିଯାନ ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ସଭା କାର୍ଯ୍ୟରେ ୱାନଷ୍ଟପ କେନ୍ଦ୍ର “ସଖୀ”ର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ…

ସୁବାସ ନାୟକ ପାଇବେ ବାଣୀପୀଠ ପୁରସ୍କାର I

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ:  ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଠାରେ ରାଜ୍ୟ ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ "ବାଣୀପୀଠ" ର ୬୧ ତମ ବାର୍ଷିକ ମହୋତ୍ସବ ତଥା ରାଜ୍ୟ ସ୍ତରୀୟ କବି, କଳାକାର ସମ୍ମିଳନୀ ରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ବାଣୀପୀଠ ପୁରସ୍କାର ଚଳିତ ବର୍ଷ ରାଜ୍ୟ ର ଜଣେ ଅଗ୍ରଣୀ…

ମଧୁସୁଦନ ଆଇନ ମହାବିଦ୍ୟାଳୟ ପାଲଟିବ ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ସର୍ବ ପୁରାତନ ତଥା ପ୍ରମୁଖ ଆଇନ ମହାବିଦ୍ୟାଳୟ ଭାବେ ଜଣାଶୁଣା  ମଧୁସୁଦନ ଆଇନ ମହାବିଦ୍ୟାଳୟ  ଆନୁଷ୍ଠାନିକ ଭାବରେ 28 ଏପ୍ରିଲ 2021 ରୁ ଏକ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ…