କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକ 

ଭୁବନେଶ୍ୱର (ଶାସକ ପ୍ରଶାସକ) -କରୋନାରେ ପ୍ରାଣ ହରାଇଲେ ଆଉଜଣେ ବରିଷ୍ଠ ସାମ୍ବାଦିକ  | କରୋନାରେ ସମ୍ବାଦର  ପାଟଣାଗଡ଼ ପ୍ରତିନିଧି ଯତୀଶ ଖମାରୀଙ୍କ ଦେହାନ୍ତ ହୋଇଛି |  କୋଭିଡ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରରେ ଚାଲିଥିଲା ତାଙ୍କର ଚିକିତ୍ସା | 

‘ହାଇଡ୍ରୋଜେନ୍ ଅର୍ଥନୀତି-ନୂଆଦିଲ୍ଲୀ ଡାଏଲୋଗ୍ ୨୦୨୧’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ

ହାଇଡ୍ରୋଜେନ୍ ପରିସଂସ୍ଥାନର ବିକାଶ ପାଇଁ ପଦକ୍ଷେପ ନେଉଛି ଭାରତ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, – ହାଇଡ୍ରୋଜେନର ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ଭାରତ ପଦକ୍ଷେପ ନେଉଅଛି ବୋଲି ଗୁରୁବାର ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ‘ଦ…

ଶିକ୍ଷକ କରିବେ  ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ

ଜିଲ୍ଲା ପ୍ରସାସନର ନିଷ୍ପତ୍ତିକୁ ନେଇ  ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ଜିଲ୍ଲାରେ ଏଣିକି  ଶିକ୍ଷକଙ୍କୁ ଦିଆଯାଇଛି ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରିବାପାଇଁ ସରକାରୀ ନିଦ୍ଦେର୍ଶାନାମା।   ଜିଲ୍ଲା ପ୍ରସାସନର ନିଷ୍ପତ୍ତି କୁ ନେଇ …

ଅଲ୍ ଓଡ଼ିଶାରେ ନାଇଟ୍ କର୍ଫୁ, ସୀମାନ୍ତ ଜିଲ୍ଲାରେ ଦି-ଦିନିଆ ସଟଡାଉନ୍

ରାଜ୍ୟରେ ବୃଦ୍ଧି ପାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ଆସନ୍ତା କାଲିଠାରୁ ଛତିଶଗଡ଼ ନିକଟବର୍ତ୍ତି ଓଡିଶାର ୧୦ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ…

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଅଛି I  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ…

ନରସିଂହ ସେନା ଦ୍ୱାରା ପଣା ସଂକ୍ରାନ୍ତି ପାଳିତ

ବଲାଙ୍ଗୀର(ନିରୋଜ ମିଶ୍ର) : ନରସିଂହ ସେନା ପକ୍ଷରୁ ଓଡ଼ିଆ ନବ ବର୍ଷ,ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ତଥା ଆମ୍ବେଦକର ଜୟନ୍ତୀ ଛତାମଖନା ଠାରେ ପାଳିତ ହୋଇଯାଇଛି। ସବୁ ଓଡ଼ିଆ ପାଇଁ ଏହା ଏକ ମହାନ ପର୍ବ। କିନ୍ତୁ କରୋନା ମହାମାରୀ ଏବଂ ସାରା ଦେଶରେ କରୋନା କଟକଣା ଯୋଗୁଁ କେବଳ ନିରାଡ଼ମ୍ବର…

ସ୍ଥଗିତ ହେଲା ଦଶମ ଓ ଦ୍ୱାଦଶ ପରୀକ୍ଷା : ଆସନ୍ତା ୧୯ରୁ ସମସ୍ତ  ସ୍କୁଲ ଓ ହଷ୍ଟେଲ ବନ୍ଦ 

ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଚଳିତ ବର୍ଷ ନବମ ଓ ଏକାଦଶ ରେ ପଢ଼ୁଥିବା ସମସ୍ତେ ପାସ୍ ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସିବିଏସଇ ଅଧିନସ୍ଥ ଦଶମ ଶ୍ରେଣୀ ପରୀକ୍ଷାକୁ…

ଛୋଟ ପିଲା ବୁଝିପାରିଲା ଆବଶ୍ୟକତା, ହେଲେ ସ୍ଥାନୀୟ ନେତାଙ୍କ ମଗଜରେ ପଶିନି !

ପଂଚମ ଶ୍ରେଣୀ ଛାତ୍ରର ସ୍ମାରକ ପତ୍ର ଆଧାରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ମନ୍ତ୍ରୀଙ୍କୁ ଚିଠି ପୁରୀ କୃଷ୍ଣପ୍ରସାଦ ବ୍ଲକର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,–ପୁରୀ ଜିଲ୍ଲା…

ମାଡାମଙ୍କୁ କରୋନା : ପିଲାଙ୍କ ମନରେ ଛନକା !

ପରୀକ୍ଷା ଅଫ ଲାଇନ ପରିବର୍ତ୍ତେ ଅନ ଲାଇନରେ କରିବା ନେଇ କଲେଜରେ ଉତ୍ତେଜନା । ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ କରୋନା ସଂକ୍ରମଣ…

ଭଦ୍ରକ ପୁଲିସ ହାତରେ ଡ୍ରଗ୍ସ ବେପାରୀ : ୧୦ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ ।

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ : ଗତକାଲି ଭଦ୍ରକ ରାଣୀତାଲ ଛକ ନିକଟରେ କୋଭିଡ କଟକଣାକୁ ନେଇ ଗାଡି ଯାଞ୍ଚ କରୁଥିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ଏହି ଯାଞ୍ଚ ଚାଲିଥିବା ବେଳେ ବାଲେଶ୍ଵର ରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ବିନା ନମ୍ବର ସୁଇଫ୍ଟ ଗାଡିକୁ ପୁଲିସ ଅଟକାଇବାରୁ ସେ ହଟାତ ସେଠାରୁ ଫେରାର…