ବିଜେଡିରେ ଯୋଗଦାନ କଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ 

0 1

ପାଟଣାଗଡ଼ (ଯତୀନ୍ଦ୍ର ନନ୍ଦ )-ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ମରୁଆଁ ଠାରେ ଆଜି ଶତାଧିକ  ବିଜେପି ଓ କଂଗ୍ରେସ ବିଜେଡିରେ ଯୋଗଦାନ କରିଛନ୍ତି | ବିଜେଡିର ସ୍ଵଚ୍ଚ ଓ ନିର୍ମଳ ଶାସନରେ ପ୍ରଭାବିତ ହୋଇ ପାଟଣାଗଡ଼  ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି  ବିଧାୟକ ଶ୍ରୀ ମେହେରଙ୍କ ଉପସ୍ଥିତିରେ ଆର୍ତ୍ତ ସାହୁଙ୍କ ନେତୃତ୍ୱରେ ମରୁଆଁ ଗ୍ରାମପଞ୍ଚାୟତର ୯୭ ଜଣ ତାଳପଦର ଗ୍ରାମର ୨୬ ଜଣ ପଣ୍ଡରୀପାଣି ୨୩ ଜଣ ପଢେଲର ୧୮ ଜଣ ମୋଟ ୧୬୪ ଜଣ କର୍ମୀ  ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁଜନତା ଦଳରେ ରେ ସାମିଲ ହୋଇଛନ୍ତି। ଏହି କର୍ମୀ ସାମିଲ ଅବସରରେ ପାଟଣାଗଡ଼ ବିଧାୟକ ନମିନି ସିମାଞ୍ଚଳ ପଧାନ, ଡିଙ୍ଗର ନାଗ, କରୁଣା ମେହେର, ପ୍ରଦୀପ ମେହେର, ବୁଲୁ ଠାକୁର, ଦୁର୍ଯ୍ୟୋଧନ ସାହୁ, ଯୁଧିରଷ୍ଠିର ସିଂ ଓ ଅନ୍ୟାନ୍ୟ ବିଜେଡି କର୍ମୀ ବୃନ୍ଦ ମଧ୍ୟ ଉପସ୍ଥିତ ଥଲେ ।!

Leave A Reply

Your email address will not be published.