Sign in
Sign in
Recover your password.
A password will be e-mailed to you.
ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ବି:ଆର: ଆମ୍ବେଦକରଙ୍କ ୧୩୦ତମ ଜନ୍ମଜୟନ୍ତୀ ପାରଳାଖେମୁଣ୍ଡି ଓ ଲିଙ୍ଗିପୁର ଠାରେ ଅଖିଳ ଭାରତୀୟ ଅନୁସୂଚିତ ଜାତି ଓ ଜନଜାତି , ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଙ୍ଘ , ଗଜପତି ଜିଲ୍ଲାଶାଖା ଆନୁକୂଲ୍ୟରେ…
ସରପଞ୍ଚଙ୍କ ଦ୍ବାରା ଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭୂମିପୂଜନ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମୀର ଗ୍ରାମ ପଞ୍ଚାୟତ ଲେରଗାଁ ଗ୍ରାମ ଠାରେ ଆଜି ସରପଞ୍ଚ ଶ୍ରୀ କ୍ଷୀରସାଗର ସାହୁଙ୍କ ଦ୍ୱାରା ଜଳ ଯୋଗାଣ ପ୍ରକଳ୍ପ "ବସୁଧା"ର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ୱାର୍ଡମେମ୍ବରଙ୍କ ସମେତ…
ଶତାଧିକ ବର୍ଷର ଧାର୍ମିକ ପରମ୍ପରା:-ସାଳଡ ଗ୍ରାମରେ ପୂଜା ପାଇଲେ ପଥର ହନୁମାନ।
ସମ୍ବଲପୁର/ରମାକାନ୍ତ ବିଶ୍ୱାଳ- ଶତାଧିକ ବର୍ଷର ଧାର୍ମିକ ପରମ୍ପରା ରୁଦ୍ଧିମନ୍ତ ଜ୍ଜଳନ୍ତ ଆତ୍ମ ବିଶ୍ୱାସର ପ୍ରତିକ ସମ୍ବଲପୁର ଜିଲ୍ଲା ସାଳଡ ଗ୍ରାମର ପଥର ହନୁମାନଙ୍କୁ ଗ୍ରାମର ଅଧିବାସୀ ମାନେ ବୁଧବାର ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ରୀତି ନୀତି ଅନୁଶାରେ…
ମହୁଲଫୁଲ ଚୋରା ଚାଲାଣ ସମୟରେ ଧରିଲା ଅବକାରୀ ବିଭାଗ
ପଦ୍ମପୁର-(ଶାସକପ୍ରଶାସକ)ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଧୁମାଭଟା ଛକ ନିକଟରେ ବେଆଇନ ଭାବରେ ମହୁଲଫୁଲ ଚୋରା ଚାଲାଣ ସମୟରେ ଧରିଲା ଅବକାରୀ ବିଭାଗ। ସରକାରୀ ଅନୁମତି ନ ନେଇ ବେଆଇନ ଭାବରେ ଗୋଟିଏ ପିକଅଫରେ (OD-11-P-3716) ମହୁଲଫୁଲ ଚୋରା ଚାଲାଣ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ…
ସୋଆ ପକ୍ଷରୁ “ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ
ଭୁବନେଶ୍ୱର, : ପଂଚଦଶ ଶତାବ୍ଦୀର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ "ସାରୋଳଦାସ ମହାଭାରଥ' ମହାକାବ୍ୟର ଦୁଇଟି ପର୍ବର ପାଠ ଆଧାରିତ ସଂସ୍କରଣ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ୟୁନିଭର୍ସିଟି) ଦ୍ୱାରା ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ ହୋଇଯାଇଛି ।
ଆଦିକବି ଭାବେ ପରିଚିତ…
ୱେବିନାର ମାଧ୍ୟମରେ କୋଭିଡ ସ୍ଥିତ ସମୀକ୍ଷା କଲେ ଜିଲ୍ଲାପାଳ l
ରାୟଗଡ/ସରୋଜ କୁମାର ସାହୁ -ଜିଲ୍ଲାରେ ଦିନକୁ ଦିନ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା କରିବାନିମନ୍ତେ ଜ୍ଜରସର ଉଦ୍ଧ୍ୟମ ଜାରିରଖିଛନ୍ତି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସୀମା ଚେକ ପଏଣ୍ଟ ଗୁଡିକରେ କଡାକଡି ଯାଞ୍ଚ କରାଯାଉଛି l…
ୱେବିନାର ମାଧ୍ୟମରେ କୋଭିଡ ସ୍ଥିତ ସମୀକ୍ଷା କଲେ ଜିଲ୍ଲାପାଳ l
ରାୟଗଡ/ସରୋଜ କୁମାର ସାହୁ -ଜିଲ୍ଲାରେ ଦିନକୁ ଦିନ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା କରିବାନିମନ୍ତେ ଜ୍ଜରସର ଉଦ୍ଧ୍ୟମ ଜାରିରଖିଛନ୍ତି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସୀମା ଚେକ ପଏଣ୍ଟ ଗୁଡିକରେ କଡାକଡି ଯାଞ୍ଚ କରାଯାଉଛି l…
ଚନ୍ଦନଭାଟିରେ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମ : ପାଠପଢା ପାଇଁ ସମସ୍ତ ଅଭାବ ପୂରଣ କରାଯିବ
ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଚନ୍ଦନଭାଟି ପଞ୍ଚାୟତ ହାଇ ସ୍କୁଲ ରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଛିା ସ୍କୁଲରେ ଥିବା ସମସ୍ତ ଅଭାବ ଅସୁବିଧାକୁ ନେଇ ତା ପୁର୍ବରୁ ଏକ ବୈଠକ ବସିଥିଲା ।…
ହାତୀ ଆକ୍ରମଣରେ ମୄତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପଦ୍ମପୁର ବିଧାୟକ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଘେସ ରେଂଜ ଜ୍ଞାନ ଗ୍ରାମପଞ୍ଚାୟତ ଖଲିଆମୁଣ୍ଡା ଗ୍ରାମରେ ମହୁଲଫୁଲ ସଂଗ୍ରହ କରୁଥିବା ସମୟରେ ହାତୀ ଆକ୍ରମଣରେ ଜଣକର ମୄତ୍ୟୁ ହୋଇଛି । ଖଲିଆମୁଣ୍ଡା ଗ୍ରାମର ଦେବେନ୍ଦ୍ର ବଢେଇ ଆଜି ସକାଳୁ ନିଜ ବିଳକୁ ମହୁଲଫୁଲ ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ…
ବିଜେପିରେ ସାମିଲ ହେଲେ ସ୍ମୃତି
ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ: ସମୀର ମହାନ୍ତି
ଆଗାମୀ ଦିନରେ କାର୍ଯ୍ୟକର୍ତାଙ୍କ ଦୃଢ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଓଡିଶାର ରାଜନୈତିକ ପରିବର୍ତନ ଅବଶ୍ୟ ହେବ:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ…