ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ସ୍ଥଗିତ ରହିଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାହାଇଛି | ପିପିଲି ଉପ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ଯୋଗୁ ଏହି ନିର୍ବାଚନ ସ୍ଥଗିତ ରହିଲା ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଲ…

ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ ତରଫରୁ ଓଡିଆ ନବବର୍ଷ ଓ ମହା ବିଷୁବ ପଣା ସଂକ୍ରାନ୍ତି ପାଳିତ

ରାୟଗଡ(ସରୋଜ କୁମାର ସାହୁ)  ରାୟଗଡ ସଦର ମହକୁମା ସ୍ଥିତ ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ ତରଫରୁ ଓଡିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା…

ଆମ୍ବେଦକର ସଙ୍ଘ ପକ୍ଷରୁ ପଦ୍ମପୁରରେ ଡ଼ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)-ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ଼ ଭିମ ରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପଦ୍ମପୁର ସହରରେ ମଧ୍ୟ ପାଳିତ ହୋଇ ଯାଇଛି । ଆମ୍ବେଦକର ସଙ୍ଘ ପକ୍ଷରୁ ପଦ୍ମପୁର ସହରର ଆରଏମସି ମାର୍କେଟ ନିକଟରେ ଥିବା ଡ଼ ଭିମ ରାଓ…

କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ : ପିପିଲି ନିର୍ବାଚନ ହୋଇପାରେ ବାତିଲ

ଭୁବନେଶ୍ୱର : କରୋନା ଆକ୍ରାନ୍ତ ହୋଇ ଚି଼କିତ୍ସିତ ହେଉଥିବା କଂଗ୍ରେସ ନେତା ତଥା  ପିପିଲି ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ (କାବୁ)ଙ୍କ ପରଲୋକ ହୋଇଯାଇଛି | କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। …

ମାନବିକତାର ପରିଚୟ ଦେଲେ କନେଷ୍ଟବଲ, ପାଇଥିବା ଟଙ୍କା ଏବଂ କାଗଜପତ୍ର ଫେରାଇଲେ ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ  : ମଣିଷପଣିଆ ଦେଖାଇଛନ୍ତି କନେଷ୍ଟବଳ | ପାଇଥିବା ଟଙ୍କା ଓ କାଗଜପତ୍ର ଫେରାଇ ଦେଇଛନ୍ତି  ହଜେଇଥିବା ଯୁବକଙ୍କୁ |  ନକ୍ସାପାଲି ଗ୍ରାମର ଜଣେ ଯୁବକ ଭରତ ବେହେରା ଯିଏକି ରିଜର୍ଭ ପୋଲିସ ରେ କନେଷ୍ଟବଲ ଭାବେ କାମ କରନ୍ତି ଗତ ୧୩ ତାରିଖ ସେ ଖଳିଆବନ୍ଧ ସ୍ଥିତ ତେଲ…

ନନ୍ଦିନୀ ଶତପଥୀ ସୃତି ସଂସଦ ପକ୍ଷରୁ କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା 

କୋରନା ସଚେତନତାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  ଭଞ୍ଜନଗର /ନିଲୁ ବିଷୋୟୀ: ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଠାରେ ମଙ୍ଗଳବାର ନନ୍ଦିନୀ ଶତପଥୀ ସୃତି ସଂସଦ ପକ୍ଷରୁ  ନନ୍ଦିନୀ ଶତପଥୀ ଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ଏଥିରେ…

ଆମ୍ବେଦକରଙ୍କ ସାମାଜିକ ଏବଂ ରାଜନୈତିକ ଦୃଷ୍ଟିକୋଣ ଆଜି ବି ଉପଯୋଗୀ – ଧର୍ମେନ୍ଦ୍ର ପ୍ରଧାନ

ଡ.ଭିମରାଓ ଆମ୍ବେଦକରଙ୍କ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି  ଭୁବନେଶ୍ୱର - ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ. ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି…

ବାବା ସାହେବଙ୍କ ୧୩୦ତମ ଜୟନ୍ତୀ ପାଳିତ l

ରାୟଗଡ:(ସରୋଜ କୁମାର ସାହୁ) :  ଭାରତର ସମ୍ଭିଧାନ ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ 130ତମ ଜୟନ୍ତୀ ଅବସରରେ  ମାଲ୍ୟାର୍ପଣ ଓ ପୂଜ୍ୟପୂଜା ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ସ୍ଥାନୀୟ ବସ ଷ୍ଟାଣ୍ଡ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା…

ନଦୀ ପଠାରୁ ମାଟି ଚୋରୀ କରୁଛନ୍ତି ଇଟା ମାଫିଆ , ନିଘୋଡ଼ ନିଦରେ ପ୍ରଶାସନ । 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ତହସିଲ ବରିକେଲ ନଦୀ ପଠାରେ ମାତିଛନ୍ତି ଇଟା ମାଫିଆ । ବରିକେଲ ନିକଟସ୍ଥ ନଦୀ ପଠା ଇଟା ମାଫିଆଙ୍କ ପାଇଁ ପାଲଟିଛି ଭୂସ୍ବର୍ଗ । ନଦୀ ପଠାର ମାଟିକୁ ଅବାଧରେ ଇଟା ମାଫିଆ ମାନେ ଜେସିବି ସାହାଯ୍ୟରେ ଖୋଲି ଲକ୍ଷ ଲକ୍ଷ ଇଟା ତିଆରି କରୁଛନ୍ତି । ଜେସିବି…

ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ  ଆରାଧନା : ମା ଶ୍ୟାମାକାଳୀଙ୍କ ଦଣ୍ଡ ନାଚ ପର୍ବ

https://www.youtube.com/watch?v=PSAX5P8E9v4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ଠାରେ  ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ । ଏହି ଦଣ୍ଡ ନାଚ ପର୍ବ ସହିତ ଲୋକଙ୍କ…