ଡି.ଏସ.ପି ପ୍ରଦୀପ ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର

0

ଝାରବନ୍ଧ-ମନୋହର ଦାଶ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପୂର୍ବତନ ଉପଖଣ୍ଡ ପୋଲିସ ଅଧିକାରୀ ତଥା ବର୍ତମାନ ର ସମ୍ବଲପୁର ଉପ ଆରକ୍ଷୀଅଧିକ୍ଷକ ପ୍ରଦୀପ କୁମାର ସାହୁ ଙ୍କୁ ଉଲ୍ଳେଖନିୟ ତଥା ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନ ଜନକ ପୋଲିସ ପଦକ ପ୍ରଦାନ କରାଯାଇଥିବାରୁ ଜିଲ୍ଲା ପୋଲିସ ବିଭାଗ ତରଫ ରୁ ଏସ.ପି ରାହୁଲ ଜେନ ପଦ୍ମପୁର ଉପଖଣ୍ଡ ର ଏସ.ଡି.ପିଓ ବିଭୁତିଭୂଷଣ ଭୋଇ ,ପଦ୍ମପୁର ଆଇ.ଆଇ ସି ରାଜେନ୍ଦ୍ର ସିଆଲ ,ଜଗଦଲପୁର ଆଇ.ଆଇ.ସି ବିରବର ଭଗତ ,ଝାରବନ୍ଧ ଆଇ.ଆଇ ସି ଅନିଲ ପ୍ରଧାନ ପ୍ରଭୁତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.