ଜିଲ୍ଲାର କୃଷକ ମୋର୍ଚା ତରଫରୁ ପାଇକମାଳର  ପିଏଚସି(ନିଉ)ରେ  ହେବ ହେଲ୍ପ ଡେକ୍ସ 

ବରଗଡ଼ : ବିଜେପି କୃଷକ ମୋର୍ଚା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାଜକୁମାର ଚହରଙ୍କ ନିର୍ଦ୍ଦେଶ  କ୍ରମେ ଭାରତର ସମସ୍ତ ଜିଲ୍ଲାର ଗୋଟିଏ ସ୍ଥାନରେ ଗ୍ରାମାଞ୍ଚଳର ପିଏଚସି  ତଥା  ସିଏଚସିରେ  ପ୍ରତେକ ଜିଲ୍ଲାର କୃଷକ ମୋର୍ଚା ତରଫରୁ କୋଭିଡ ଆକ୍ରାନ୍ତଙ୍କ ପାଇଁ  "ହେଲ୍ପ ଡେକ୍ସ "  ପାଇଁ …

 ଧାନ କିଣାର ଶୁଭାରମ୍ଭ କଲେ ଜିଲ୍ଲାପାଳ ଶ୍ରୀ ଚଂଚଳା ରାଣା।

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ଜିଲ୍ଲାରେ ରବି ଋତୁ ପାଇଁ ମେ ୨୫ ତାରିଖଠୁଁ ବଲାଙ୍ଗିର ଜିଲ୍ଲାରେ କିଣା ଯିବ ଧାନ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଏଥର ଜିଲ୍ଲାରେ ୯୩ ଟି ପ୍ୟାକସ୍ ଓ ୬ଟି  ଏସଏଚଜି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଏନେଇ…

ଦ୍ୱିତୀୟ କୋଭିଡ୍ ଲହରର ଲକଡାଉନ-୨.୦ : ହେଲା ଟିକେ କଡାକଡି 

ବାହାଘରରେ ଏବେ ୨୫ ଲୋକ, ବ୍ରତଘର ଓ ଶୁଦ୍ଧ ଘରେ ୨୦ ସମୂହ ଭୋଜନ ମନା, ଅତିଥିଙ୍କୁ ପଠାଇପାରିବେ ଖାଦ୍ୟ ପାର୍ସଲ ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ଵିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସଂକ୍ରମଣ ରୋକିବାକୁ ସରକାର ନେଇଛନ୍ତି ଅଧିକ କଠୋର ପଦକ୍ଷେପ ।…

ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

 ଭୂବନେଶ୍ୱର :କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା…

ମୟୂରଭଞ୍ଜ: ଚିନ୍ତା ବଢ଼ାଇଲା ବର୍ଦ୍ଧିତ ସଂକ୍ରମଣ

ଆଜି ଜିଲ୍ଲାରୁ ୪୫୮ କରୋନା ପଜିଟିଭ ଚିହ୍ନଟ  ମେ ମାସର ୧୮ ଦିନରେ  ରେକର୍ଡ଼ ସଂଖ୍ୟକ ୫,୧୪୫ ସଂକ୍ରମିତ ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ର ଦ୍ୱିତୀୟ ଲହର ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଲହରଠାରୁ ଅଧିକ ଘାତକ ହେବା ଆରମ୍ଭ କରିଛି । ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ…

କୃଷକମାନଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରୀ ଫସଲ ଚାଷୀ ଉପରେ ଗୁରୁତ୍ୱ ଦିଆଯାଉଛି : ଡ.…

କୌଣସି ପ୍ରତିକୂଳ ପାଣିପାଗକୁ ପ୍ରତିହତ କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ କଣ୍ଟିଜେଣ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି ଭୁବନେଶ୍ୱର : କୃଷି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଖରିଫ ଚାଷ ରାଜ୍ୟ କୃଷି କ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ଖରିଫରେ କୋଭିଡ୍‌-୧୯ର…

ନୂଆଗଡ ଠାରେ “ବିଶ୍ୱ ରକ୍ତଚାପ ଦିବସ” ପାଳିତ : ଆମେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ ଓ ଦେଶ ସୁସ୍ଥ ରହିବ

https://www.youtube.com/watch?v=qGrohNK6Ils ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ବି.ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ "ବିଶ୍ୱ ରକ୍ତଚାପ ଦିବସ" କୋଭିଡ୍ କଟକଣା ମଧ୍ୟରେ ପାଳିତ…

ପରଲୋକରେ ପୂର୍ବତନ ମନ୍ତ୍ରୀ କାର୍ତିକ ପ୍ରସାଦ ତରିଆ, ଅଞ୍ଚଳରେ ଶୋକର ଛାୟା ।

  ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା  ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କାର୍ତିକ ପ୍ରସାଦ ତରିଆ ( ୭୧ )ସୋମବାର ବିଳମ୍ବିତ ରାତିରେ ପରୋଲକ ହୋଇଛି । ସେ ଦୀର୍ଘ ଦିନ ଧରି ଯକୃତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦରେ ରହି…

ସର୍ବଦଳୀୟ ବୈଠକରେ ରାଜ୍ୟ ସରକାରଙ୍କୁ ପରାମର୍ଶ ସହ ପ୍ରସ୍ତାବ ଦେଲା ବିଜେପି

  କୋଭିଡ୍ ସଠିକ ତଥ୍ୟ ଦେବା,ଟେଷ୍ଟି ଓ ଟ୍ରେସିଂକୁ ଗୁରୁତ୍ୱ ଏବଂ କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ୍ କମିଟି ଗଠନ ନେଇ ଅପେକ୍ଷା ରଖିଲା ବିଜେପି : ବିଷ୍ଣୁ ସେଠୀ ଭୁବନେଶ୍ୱର,: ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ବିଧାନସଭାରେ ବସିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ…

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସଂଘ ।

ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ରାଇସଲ ପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(46) ପାରାଲିସିସ ରୋଗରେ ପୀଡିତ । ପରିବାର କହିଲେ ଆଠ ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ ଓ ତାଙ୍କ ସ୍ତ୍ରୀ । ଟ୍ରାକ୍ଟର ଡ୍ରାଇଭର କାମ କରି ପରିବାର ପୋଷଣ କରୁଥିଲେ ।  ହେଲେ  ଦୁଇ ମାସ ହୋଇଗଲାଣି ଶଯ୍ୟା…