ପୁରୀ ପୋଲିସର ବର୍ବରତା: ଗରିବ ବ୍ୟବସାୟୀଙ୍କୁ କଲା ଲହୁ ଲୁହାଣ, ଧରିତ୍ରୀର ଜିଲ୍ଲା ପ୍ରତିନିଧିଙ୍କୁ ବି ଆକ୍ରମଣ

ପୁରୀ:ପ୍ରଥମେ ଗରିବ ଫଳ ବ୍ୟବସାୟୀଙ୍କୁ ମାଡ ମାରିଲେ, ପରେ କର୍ତ୍ତବ୍ୟରତ ସାମ୍ବାଦିକକୁ ବୁଟ ମାଡ । ଏଭଳି ଘଟଣା ଘଟିଛି ପୁରୀ ବଡଶଙ୍ଖ ବଜାରରେ । ସୀମା ଟପିଛି ପୋଲିସ ।  ସୂଚନା ଅନୁସାରେ, ପୂର୍ବାହ୍ନରେ ଦୋକାନ ପକାଇବାକୁ ନେଇ ହାତାହାତି ହୋଇଥିଲେ ବ୍ୟବସାୟୀ ଓ ପୋଲିସ । ପରିସ୍ଥିତି ଏପରି…

ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇଂକ ବଦାନ୍ୟତା

ପଦ୍ମପୁର : ସାରା ରାଜ୍ୟରେ କରୋନା ମହାମାରୀ କବଳରେ ଜନସାଧାରଣ ଅତିଷ୍ଠ ହୋଇଛନ୍ତି। ଗରିବ, ଖଟିଖିଆ ,ଅସହାୟ ବ୍ୟକ୍ତିମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ସଂକଟ ସମୟରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ନିଜର ମ‍ାନବିକତାର ପରିଚୟ ଦେଇଛନ୍ତି। ନିଜର ଭିଟାମାଟିକୁ ଭୁଲିନଯାଇ…

ଝାରବନ୍ଧ ବ୍ଲକରେ ନବନିଯୁକ୍ତ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

ଝାରବନ୍ଧ-ମନୋହର ଦାଶ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧର ନୂତନ ବି.ଡି.ଓ ସୁଶ୍ରୀ ଦମୟନ୍ତି ସାହୁ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। କଟକ ସହରର ମୂଳ ନିବାସୀ ଝାରବନ୍ଧ ବ୍ଲକରେ ପ୍ରଥମ ପୋଷ୍ଟିଂ ହୋଇ ପ୍ରଥମ ମହିଳା ବିଡିଓ ଭାବେ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ସେ କେନ୍ଦ୍ରାପଡା…

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ – ମୁଖ୍ୟମନ୍ତ୍ରୀ

ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ପ୍ରଦାନ ଏବଂ ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତସମ୍ପର୍କରେ ସମୀକ୍ଷା କରିଥିଲେ…

 ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର କୋଭିଡ୍ ପରିଚାଳନା ସଂପର୍କରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା

ପରୀକ୍ଷଣ ଓ ଟିକାକରଣକୁ ସୁବ୍ୟବସ୍ଥିତ ଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ)-ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଲୋକସେବା ଭବନରୁ ଭର୍ଚୁଆଲ୍ ମାଧ୍ୟମରେ ରାୟଗଡ଼ା ଓ ନବରଙ୍ଗପୁରରେ ଜିଲ୍ଲା କୋଭିଡ୍ ପରିଚାଳନା ନେଇ ବିସ୍ତୃତ…

ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ ବେଦାନ୍ତ ଆଲୁମିନିୟମ ଘୋଷଣା କଲା କୋଭିଡ୍ କବଚ ଟର୍ମ ବୀମା 

   ଭୁବନେଶ୍ୱର (ଶାସକ ପ୍ରଶାସକ): ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ ଅନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଏହାର ଓଡ଼ିଶାର ଲାଞ୍ଜିଗଡ଼ ଏବଂ ଝାରରସୁଗୁଡ଼ା ପ୍ଲାଂଟ୍ ଏବଂ ଛତିଶଗଡ଼ର କୋର୍ବା…

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 2013 ଟନ ରୁ ଅଧିକ ତରଳ ମେଡିକାଲ ଅକ୍ସିଜେନ ରୋରୋ ସେବା ମାଧ୍ୟମରେ ପରିବହନ…

ଭୁବନେଶ୍ୱର (ଶାସକ ପ୍ରଶାସକ)  : କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି | ଭାରତୀୟ ରେଳବାଇ…

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଉଚ୍ଚଶିକ୍ଷା…

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.…

ପରଲୋକରେ ପୂର୍ବତନ ବିଧାୟକ କମଳାକାନ୍ତ ନାୟକ

ବାରିପଦା,(ଦିଲ୍ଲୀପ ମହାନ୍ତି):ଯଶିପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକ(୬୭)ଙ୍କର ଆଜି ସକାଳେ କେନ୍ଦୁଝରଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ବିଜୁ ଜନତା ଦଳରୁ ଚତୁର୍ଦ୍ଦଶ  ବିଧାନସଭାକୁ ନିର୍ବାଚିତ ହୋଇ (୨୦୦୯-୨୦୧୪) ଯଶିପୁରର ବିଧାୟକ ହୋଇଥିଲେ ।…

ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ଖଣିରେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗ : ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବଡ଼ବିଲ (ଶାସକ ପ୍ରଶାସକ)- ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରୋଇଡା -ସି  ବ୍ଲକରେ ଥିବା ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ଖଣି କର୍ତ୍ତୃପକ୍ଷ କୋଭିଡ ନିୟମକୁ ବେଖାତିର କରି ଖଣି କାର୍ଯ୍ୟ ଚଳାଇବା ଦ୍ୱାରା ସ୍ଥାନୀୟ ଝାଡ଼ଗାଁ ଓ ଟଂଟୋ ଗ୍ରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ସ୍ଥାନୀୟ…