Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁରବୋରୀ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଂଚାୟତର ବୋରୀ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ- ୨୦୨୫/୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ
ବାଲୁଗାଁ:(ସେକ୍ କୌସର):ବାଲୁଗାଁ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ। ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ । ଲୁଟି ନେଲେ ମନ୍ଦିର ର ଦେବା ଦେବୀ ଙ୍କ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ସହିତ ଦାନ ବାକ୍ସ ରୁ ସମସ୍ତ ଦାନ ଟଙ୍କା । ପ୍ରାୟ 8ଟି ମନ୍ଦିର ରୁ ଲୁଟ ହୋଇଥିବା ସୂଚନା । ସମସ୍ତ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାସୁଦେବପୁରରେ ପିତୃମାତୃପୂଜନ
ବାସୁଦେବପୁର (୧୪-୦୨-୨୦୨୬): ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାସୁଦେବପୁର ଠାରୃ ପିତୃମାତୃପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ କବି ଓ ସୁସାହିତ୍ୟିକ ବିକାଶ କୁମାର ଶତପଥୀ ଉପସ୍ଥିତ ରହି…
ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”
- ଆମାଜନ, ମାଇକ୍ରୋସଫ୍ଟ, ଗୁଗୁଲ୍ କ୍ଲାଉଡ୍, ଏରିକ୍ସନ୍, ନୋକିଆ ଏବଂ ୱେବ୍ ସର୍ଭିସେସ ଟେକ କମ୍ପାନୀଗୁଡ଼ିକ ଏଥିରେ ସାମିଲ
- ଏଆଇ, କନେକ୍ଟିଭିଟି, କ୍ଲାଉଡ୍, ସେମିକଣ୍ଡକ୍ଟର ଏବଂ ସଫ୍ଟୱେର୍ ନେଇ ନୂତନ ସାଧାରଣ ମାନକ ବିକଶିତ କରାଯିବ
- ବିଶ୍ୱସ୍ତରରେ ଗ୍ରାହକମାନଙ୍କ ପାଇଁ ଏକ…
ଅଟଳ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ରେ ଥିବା ଅଟଳ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କ୍ରମ ରେ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର, …
ୱଣ୍ଡରଲା ଭୁବନେଶ୍ୱର ଏହି ଭାଲେଟାଂଇନ୍ସ ଡେ ରେ ଆଣିଛି ଡ୍ରିମି ୱେଭ୍ ପୁଲ ରୋମାନ୍ସ ସହ ବିଶେଷ ସନ୍ଧ୍ୟାକାଳୀନ ଦମ୍ପତି ଓ…
ଭୁବନେଶ୍ୱର: ଏହି ଭାଲେଟାଂଇନ୍ସ ଦିବସରେ ୱଣ୍ଡରଲା ଭୁବନେଶ୍ୱରର ରୋମାଂଚକର ସାଜସଜ୍ଜା ହୋଇଥିବା ବେଳେ ପାର୍କକୁ ସ୍ୱତନ୍ତ୍ର ଭାବେ ଭଲ ପାଇବାର ଉତ୍ସବ ପାଳନ କରିବା ପାଇଁ ଏକ ସନ୍ଧ୍ୟାକାଳୀନ ସ୍ୱର୍ଗାଡମ୍ୱର ରେ ପରିଣତ କରାଯାଇଛି । ଫେବ୍ରୁଆରି ୧୪ ଓ ୧୫ ତାରିଖରେ ଅପରାହ୍ନ ୩ଟାରୁ ଆରମ୍ଭ କରି…
ପୂର୍ବ ତଟ ରେଳପଥରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ।
ଭୁବନେଶ୍ୱର, ୧୩ ଫେବୃଆରୀ ୨୦୨୬: ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଗଞ୍ଜାମ-ଝାଡୁପୁଡି ସେକ୍ସନ ଏବଂ ୱାଲଟେୟାର ଡିଭିଜନରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟର ନିରାପଦ ଏବଂ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ଗନ୍ତବ୍ୟସ୍ଥଳ ଆଗରୁ…
ଶିଶୁ କୁ ଯୌନ ନିର୍ଯାତନା ଓ ହତ୍ୟା ମାମଲାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ଓ ଜୋରିମାନା ଆଦେଶ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଜଣେ ୪ ବର୍ଷ ର ଶିଶୁ କୁ ଯୌନ ସମ୍ପର୍କ ଓ ପରେ ହତ୍ୟା ଅଭିଯୋଗ ରେ ମାନ୍ୟବର ସ୍ବତନ୍ତ୍ର ପୋକ୍ସ ଅଦାଲତ ଅଭିଯୁକ୍ତ ଶ୍ରୀନିବାସ ସେଠୀକୁ ଆଜୀବନ କାରାଦଣ୍ଡ ସହ ନଗଦ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…
ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କୋଟିନଡା ଥାନା ଅର୍ନ୍ତଗତ ଡିପଲ୍ ସ୍କୁଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। ଜଣେ କୋଦଳା ଥାନା ଅର୍ନ୍ତଗତ ଦିଗାପଡା ଶ୍ରୀନିବାସ ପୁର ଗ୍ରାମର ସାଗର ଦାସ ହୋଇଥିବା ବେଳେ ଅନ୍ୟ ଜଣେ ଆସ୍କା ପଢାଳ ଗ୍ରାମର…
ଚୋରି ସନ୍ଦେହରେ ‘ଲିଞ୍ଚିଙ୍ଗ୍’: ପିଟି ପିଟି ମାରିଦେଲେ ; ପୁରୁଷ ଶୂନ୍ୟ ହେଲା ସାର୍ଦୁଲ ଗାଁ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଇନକୁ ହାତକୁ ନେଲେ ଲୋକେ। ଚୋରି ସନ୍ଦେହରେ ଜଣେ ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଏବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ…