Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ଼ କଣ୍ଟ୍ରାକ୍ଟର ଏସୋସିଏସନ୍ ପକ୍ଷରୁ ପୁଲୱାମା ଆକ୍ରମଣ ବ୍ଲାକ୍ ଡେ ପାଳନ
ସୁନ୍ଦରଗଡ଼, ଓଡ଼ିଶା – 14 ଫେବୃଆରୀ 2026: ସୁନ୍ଦରଗଡ଼ କଣ୍ଟ୍ରାକ୍ଟର ଏସୋସିଏସନ୍ ଆଜି ବ୍ଲାକ୍ ଡେ ପାଳନ କରିଲେ, ଯେଉଁଥିରେ 2019 ମସିହାର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ 40 ଜଣ ସାହସୀ CRPF ଜବାନ ଜୀବନ ଦାନ କରିଥିଲେ।
ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ସେହି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି…
ବିଶ୍ବ ରକ୍ତହୀନତା ଦିବସ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ବିଶ୍ଵ ରକ୍ତହୀନତା ଦିବସ ଶୁକ୍ରବାର ପାଳନ କରାଯାଇଛି ଏଥିରେ…
ପଦ୍ମପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପଦ୍ମପୁର ଓ କୁଚିଣ୍ଡା ଦଳ ଫାଇନାଲ ରେ କଲା ପ୍ରଵେଶ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୪/୦୨):- ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡ଼ିଆ ରେ ଚାଳୁଥିବା ପଦ୍ମପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ପଦ୍ମପୁର ଦଳ ଫୁଲବାଣୀ ଦଳକୁ ୪:୧ ଗୋଲ୍ ଓ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ରେ…
ମହୁଲପାଲି ବାଲି ଘାଟରେ ଅବୈଧ ଖନନ ଘଟଣା :ମୁଖ୍ଯ ଅଭିଯୁକ୍ତ ସେଖ ମହମ୍ମଦ ୱାଜିତ୍ ଗିରଫ, ୫ ଗୋଟି ଗାଡ଼ି ଜବତ ।
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ମହୁଲପାଲି ବାଲି ଘାଟରେ ଅବୈଧ ବାଲୁକା ଖନନ ମାମଲାରେ ପୋଲିସ ବଡ଼ ସଫଳତା ହାସଲ କରିଛି।ଦୀର୍ଘଦିନ ଧରି ଫେରାର ଥିବା ମୁଖ୍ଯ ଅଭିଯୁକ୍ତ ସେଖ ମହମ୍ମଦ ୱାଜିଦ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଲିଛି ।…
ନନ୍ଦିଘୋର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,
ଓଡ଼ଗାଁ, ୧୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ପଞ୍ଚାୟତ ନନ୍ଦିଘୋରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚତୁର୍ଦ୍ଦଶତମ ବାର୍ଷିକୋତ୍ସବ ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଅବିନାଶ ରାଉତଙ୍କ…
ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ ଯୁବକ ଗିରଫ
ଓଡ଼ଗାଁ,୧୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଗୟଳ ସିଂ ସଂରକ୍ଷିତ ଜଙ୍ଗଲ କମ୍ପାକ୍ଟ ମେଣ୍ଟ ୩ରେ ନିଆଁ ଲାଗିଥିବା ବେଳେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ ନିର୍ଦ୍ଦେଶରେ ବନପାଳ ସରିତା ବରାଳ, ବନରଖି…
ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ଶରୀର ପଞ୍ଚଭୂତରେ ଲୀନ,
କ୍ୟାମ୍ପ ଜେଲରେ ୭ମାସ ୧୫ଦିନ ବନ୍ଦୀ ଥିଲେ ସଂଗ୍ରାମୀ
ଓଡ଼ଗାଁ,୧୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ବ୍ଳକରୋଡ ଗାନ୍ଧୀ ସ୍ମୃତିପୀଠ ନିକଟରେ ରହୁଥିବା ଶତାୟୁ ସ୍ବାଧୀନତା ସଂଗ୍ରାମୀ ପୂର୍ଣଚନ୍ଦ୍ର ଦାସ(୧୦୧)୧୩ ତାରିଖ ଶୁକ୍ରବାର ବିଳମ୍ବିତ ରାତି ୧୪ ତାରିଖ…
ବିଭିନ୍ନ ସ୍ଥାନରେ ସୋରଡା ବିଧାୟକଙ୍କ ଭିତ୍ତିପ୍ରସ୍ତର ସ୍ଥାପନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଶୁକ୍ରବାର ଦିନ ସୋରଡା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ବିଧାୟକ ଶ୍ରୀ ବିଷୋୟୀ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମପଞ୍ଚାୟତର ବୋରି…
ଗୌରଯୁରୀ ରେ କଲ୍ୟାଣ ମଣ୍ଡପ ଉଦ୍ଘାଟନ କଲେ ବିଧାୟିକା।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୪/୦୨):- ପାଇକମାଳ ବ୍ଲକ୍ ଅନ୍ତର୍ଗତ ଗୌରଯୁରୀ ରେ ଏକ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ନିର୍ମିତ ଏହି କଲ୍ୟାଣ ମଣ୍ଡପ ର ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ…
ଖଲିଆପାଲି ଠାରେ ବିଜେଡି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୪/୦୨):- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିଆପାଲି ଠାରେ ପଦ୍ମପୁର ବିଜୁ ଜନତା ଦଳ ପକ୍ଷରୁ ଏକ ବ୍ଲକ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମକର୍ତ୍ତା ମାନଙ୍କ ସହ…