Sign in
Sign in
Recover your password.
A password will be e-mailed to you.
ୱଣ୍ଡରଲା ଭୁବନେଶ୍ୱର ଏହି ଭାଲେଟାଂଇନ୍ସ ଡେ ରେ ଆଣିଛି ଡ୍ରିମି ୱେଭ୍ ପୁଲ ରୋମାନ୍ସ ସହ ବିଶେଷ ସନ୍ଧ୍ୟାକାଳୀନ ଦମ୍ପତି ଓ…
ଭୁବନେଶ୍ୱର: ଏହି ଭାଲେଟାଂଇନ୍ସ ଦିବସରେ ୱଣ୍ଡରଲା ଭୁବନେଶ୍ୱରର ରୋମାଂଚକର ସାଜସଜ୍ଜା ହୋଇଥିବା ବେଳେ ପାର୍କକୁ ସ୍ୱତନ୍ତ୍ର ଭାବେ ଭଲ ପାଇବାର ଉତ୍ସବ ପାଳନ କରିବା ପାଇଁ ଏକ ସନ୍ଧ୍ୟାକାଳୀନ ସ୍ୱର୍ଗାଡମ୍ୱର ରେ ପରିଣତ କରାଯାଇଛି । ଫେବ୍ରୁଆରି ୧୪ ଓ ୧୫ ତାରିଖରେ ଅପରାହ୍ନ ୩ଟାରୁ ଆରମ୍ଭ କରି…
ପୂର୍ବ ତଟ ରେଳପଥରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ।
ଭୁବନେଶ୍ୱର, ୧୩ ଫେବୃଆରୀ ୨୦୨୬: ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଗଞ୍ଜାମ-ଝାଡୁପୁଡି ସେକ୍ସନ ଏବଂ ୱାଲଟେୟାର ଡିଭିଜନରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟର ନିରାପଦ ଏବଂ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ଗନ୍ତବ୍ୟସ୍ଥଳ ଆଗରୁ…
ଶିଶୁ କୁ ଯୌନ ନିର୍ଯାତନା ଓ ହତ୍ୟା ମାମଲାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ଓ ଜୋରିମାନା ଆଦେଶ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଜଣେ ୪ ବର୍ଷ ର ଶିଶୁ କୁ ଯୌନ ସମ୍ପର୍କ ଓ ପରେ ହତ୍ୟା ଅଭିଯୋଗ ରେ ମାନ୍ୟବର ସ୍ବତନ୍ତ୍ର ପୋକ୍ସ ଅଦାଲତ ଅଭିଯୁକ୍ତ ଶ୍ରୀନିବାସ ସେଠୀକୁ ଆଜୀବନ କାରାଦଣ୍ଡ ସହ ନଗଦ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…
ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କୋଟିନଡା ଥାନା ଅର୍ନ୍ତଗତ ଡିପଲ୍ ସ୍କୁଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। ଜଣେ କୋଦଳା ଥାନା ଅର୍ନ୍ତଗତ ଦିଗାପଡା ଶ୍ରୀନିବାସ ପୁର ଗ୍ରାମର ସାଗର ଦାସ ହୋଇଥିବା ବେଳେ ଅନ୍ୟ ଜଣେ ଆସ୍କା ପଢାଳ ଗ୍ରାମର…
ଚୋରି ସନ୍ଦେହରେ ‘ଲିଞ୍ଚିଙ୍ଗ୍’: ପିଟି ପିଟି ମାରିଦେଲେ ; ପୁରୁଷ ଶୂନ୍ୟ ହେଲା ସାର୍ଦୁଲ ଗାଁ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଇନକୁ ହାତକୁ ନେଲେ ଲୋକେ। ଚୋରି ସନ୍ଦେହରେ ଜଣେ ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଏବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ…
ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଶିଳାନ୍ୟାସ କଲେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ, ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ…
ଟେକ୍ସଟାଇଲ୍ ପାର୍କରେ ୧,୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ, ବାର୍ଷିକ ୨୪ ଲକ୍ଷ ପୋଷାକ ଉତ୍ପାଦନ ହେବ
ଅନେକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯାଇ ଓଡ଼ିଶାକୁ ଏ କ୍ଷେତ୍ରରେ ଏକ ପାୱାର ହାଉସ ଭାବରେ ବିକଶିତ କରାଯିବ
ଡାଟା ସେଣ୍ଟର ଦ୍ୱାରା ସମସ୍ତ ତଥ୍ୟ ସୁରକ୍ଷିତ…
ନିଶା କାରବାରକୁ ବିରୋଧ କରିବାରୁ ଯୁବକ କୁ ମାରଣାନ୍ତକ ଆକ୍ରମଣ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଖଲ୍ଲିକୋଟ ଥାନା ଅର୍ନ୍ତଗତ ଲଙ୍ଗଳେଶ୍ୱର ଗାଦିଶ୍ଵର ମନ୍ଦିର ନିକଟରେ ବହୁ ଦିନ ଧରି ବିଭିନ୍ନ ପ୍ରକାରର ନିଶା କାରବାର ଚାଲିଥିବା ବେଳେ ଉକ୍ତ ଗ୍ରାମର ବିକାଶ ଦାସ ନାମକ ଜଣେ ଯୁବକ ବିରୋଧ କରି ଆସୁଥିଲେ ଓ ପୁର୍ବରୁ ଥରେ ସାମାନ୍ୟ ଆକ୍ରମଣ କରିଥିଲେ।…
ଉଦ୍ଧାର ହୋଇଥିବା ଶ୍ରମିକଙ୍କ ପାଇଁ ବ୍ରହ୍ମପୁର ପୋଲିସକୁ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର…
‘ସୁରକ୍ଷିତ ପ୍ରବାସ ପ୍ରୋଟୋକଲ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ବ୍ରହ୍ମପୁର, ୧୪ ଫେବୃଆରୀ, ୨୦୨୬: ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଗ୍ରାମର ତିନିଜଣ ପ୍ରବାସୀ ଶ୍ରମିକ ତାମିଲନାଡୁରେ ଚୋରା ଚାଲାଣ ଏବଂ ଶୋଷଣର ଶିକାର ହେବା ଘଟଣାରେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର…
ସ୍ମାର୍ଟ ସ୍କୁଲ ର ବାର୍ଷିକ ଉତ୍ସବ “ଦର୍ପଣ-୨୦୨୬ “
https://youtu.be/g0l5aVl233w
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ( ଶୁକ୍ରବାର) ପାରଳାଖେମୁଣ୍ଡି ର ଅଗ୍ରଣୀ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ର ବାର୍ଷିକ ଉତ୍ସବ " ଦର୍ପଣ -୨୬ " ଅନୁଷ୍ଠିତ ହୋଇଯାଇଛି | ବନ୍ଦନୀୟ ଅତିଥି ବୃନ୍ଦ…
ବିଜେପିରେ ସାମିଲ ହେଲେ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ…
ଭୁବନେଶ୍ୱର, ତା.୧୩/୦୨: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି। ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ…