“ପାରାଦ୍ୱୀପ ବନ୍ଦରର ରେକର୍ଡ ଅଭିବୃଦ୍ଧି ଓ ରଣନୈତିକ ପଦକ୍ଷେପ ଓଡ଼ିଶାର ଆର୍ଥିକ ବିକାଶ ଲକ୍ଷ୍ୟ ଦିଗରେ…

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ପାରାଦ୍ୱୀପ ଗସ୍ତ • ପାରାଦ୍ୱୀପ ଠାରେ ପ୍ରମୁଖ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପ୍ରଗତି ସମୀକ୍ଷା • ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନକଲେ ମୁଖ୍ୟ ସଚିବ । ପାରାଦୀପ/ଭୁବନେଶ୍ୱର :…

କୃଷିଋଣ ଆବେଦନ ମେଳା

ଓଡ଼ଗାଁ, ୧୩।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖାରେ ଶୁକ୍ରବାର କୃଷିଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ଆବେଦନ କାରି ଏଥିରେ ଅଂଶଗ୍ରହଣ କରି ୠଣ ନେବା ଏବଂ ଶୁଝିବାର ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀ…

ଏକତାର ସନ୍ଦେଶ ନେଇ ଓଡ଼ଗାଁରେ ପଦଯାତ୍ରା,କବାଡ଼ି ଖେଳର ବିଜେତାଙ୍କୁ ପୁରସ୍କୃତ

ଓଡ଼ଗାଁ, ୧୩।୨(ଶ୍ରୀକାନ୍ତ କୁମାର ମିଶ୍ର): ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଦିବସ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆନୁକୂଲ୍ୟରେ ଶୁକ୍ରବାର ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିବାଳା ରଣା ଓ ବ୍ଲକ ସାମାଜିକ ସୁରକ୍ଷା…

ପିଏମ୍ ଶ୍ରୀ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀତ ପରିଭ୍ରମଣ,

ଓଡ଼ଗାଁ,୧୩।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଶିକ୍ଷା ସମ୍ବନ୍ଧୀୟ ପରିଭ୍ରମଣରେ ୧୮୦ ଜଣ ଛାତ୍ରୀ ଭାଗ ନେଇଥିବାବେଳେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ନୋଡାଲ ଶିକ୍ଷକ…

ଗ୍ରାସିମ ଇଣ୍ଡଷ୍ଟ୍ରିଜ ପକ୍ଷରୁ କିଡିନ ଫେଲର ଛାତ୍ରଙ୍କୁ ଆର୍ଥିକ ସହାୟତା |

ଅସ୍ତରଙ୍ଗ ୧୩.୦୨.୨୦୨୬ : ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ବାଇଁ ଙ୍କ ଦୁଇଟି କିଡିନ ଫେଲର ହୋଇଯିବା ଖବର ବିଭିର୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ବିଭିର୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଙ୍କ ପକ୍ଷରୁ ସତ୍ୟପ୍ରକାଶ ଙ୍କ ପରିବାର ପ୍ରତି ସହାନୁଭୁତି…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍‌ରୁ ୧୦୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​ଭଞ୍ଜନଗର, ଗଞ୍ଜାମ (୧୩ ଫେବୃଆରୀ ୨୦୨୬): ସୁଚନା ମୁତାବକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହ ଜଣେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍‌ରୁ ୧୦୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​ଭଞ୍ଜନଗର, ଗଞ୍ଜାମ (୧୩ ଫେବୃଆରୀ ୨୦୨୬): ସୁଚନା ମୁତାବକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହ ଜଣେ…

‘ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ’ର ସ୍ୱତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ତନରଡା ଗୋଶାଳା ଛକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ୧୩/୦୨/୨୦୨୬ ଶୁକ୍ରବାର ଦିବସ ରେ ‘ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ’ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ସଫଳତାର ସହ ଅନୁଷ୍ଠିତ…

ଶିଶୁ ମନ୍ଦିର ବିଭାଗର ଶିଶୁ ଶିବିର

କେନ୍ଦୁଝର,ତା୧୩/୨-ଆଜି କେନ୍ଦୁଝରଗଡ଼ ଶିଶୁ ମନ୍ଦିର ବିଭାଗ ଶ୍ରେଣୀ ତୃତୀୟରୁ ପଞ୍ଚମ ପିଲାମାନଙ୍କର ଶିଶୁ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ଆମ ବିଦ୍ୟାଳୟ ପରିଚାଳନା ସମିତିର ପ୍ରାକ୍ତନ ଯୁଗ୍ମ ସମ୍ପାଦକ ତଥା ଗୋନାସିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର…

କଂସାରୀଗୁଡାରେ ଶିବରାତ୍ରି ପୂର୍ବରୁ ସାଂସ୍କୃତିକ ରଙ୍ଗରେ ରଙ୍ଗିଲା ସ୍ୱାଗତ ଉତ୍ସବ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକର କଂସାରୀଗୁଡା ଗ୍ରାମ ଶିବରାତ୍ରିର ପବିତ୍ର ପର୍ବକୁ ଆଗମନ କରି ସାଂସ୍କୃତିକ ରଙ୍ଗରେ ମାତିଉଠିଲା। ଆଦିତ୍ୟ ଆଲୁମିନା ବିସ୍ଥାପିତ ପରିବାରଙ୍କ ପକ୍ଷରୁ କମ୍ପାନୀର ୟୁନିଟ୍ ହେଡ୍ ଶ୍ରୀ ମଜହେର ବେଗଙ୍କୁ ଉଦ୍ଦେଶ୍ୟ କରି ଆୟୋଜିତ ଅଭିନନ୍ଦନ ଓ ସ୍ୱାଗତ…