Sign in
Sign in
Recover your password.
A password will be e-mailed to you.
ବି.ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ୱ ରକ୍ତଦାତା ଦିବସ” ପାଳିତ
https://www.youtube.com/watch?v=qpBO5728zU4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ବି.ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ "ବିଶ୍ୱ ରକ୍ତଦାତା ଦିବସ" କୋଭିଡ୍ କଟକଣା…
ସୁରଥ ବିଶ୍ୱାଳ ଓବିସି ମୋର୍ଚ୍ଚା ଏବଂ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି ମନୋନୀତ
ଭୂବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁରଥ ବିଶ୍ୱାଳଙ୍କୁ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଅଛି ।…
ନିଷ୍ଠା ପରିବାରର ୧୨ତମ ପ୍ରତିଷ୍ଠା ଦିବସ ପାଳନ :ଶୁଭାରମ୍ଭ ହେଲା ନିଷ୍ଠା ପରିବାରର ମହିଳା ଶାଖା
ବରଗଡ଼ :- ବରଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରର ୧୨ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ନିରାଡମ୍ବର ଭାବରେ ଖଣ୍ଡହଥା ଆନ୍ଧ୍ର କେମ୍ଫ ସ୍ଥିତ ନିଷ୍ଠା ଭବନରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବରଗଡ ରକ୍ତ…
ମନ୍ତ୍ରୀ ଡ. ଅରୁଣ ସାହୁଙ୍କ “ମଣିଷ ବ୍ୟତିରେକ’ ପୁସ୍ତକ ଲୋକାର୍ପିତ
କରୋନା ମହାମାରୀ ପ୍ରମାଣିତ କରିଦେଇଛି, ପ୍ରକୃତି ସାମ୍ନାରେ ଆମେ କେତେ ତୁଚ୍ଛ : ପଦ୍ମଶ୍ରୀ ଡ. ପ୍ରତିଭା ରାୟ
"ମଣିଷ ବ୍ୟତିରେକ' ପୁସ୍ତକ ବିପଥଗାମୀ ମଣିଷକୁ ସୁପଥକୁ ଆଣିବାରେ ପଥପ୍ରଦର୍ଶକ ହେବ : ସୌମ୍ୟରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଲେଖକ ପାଠକ ପ୍ରକାଶକ ସାମ୍ମୁଖ୍ୟ,…
“ବିଶ୍ୱ ରକ୍ତଦାତା ଦିବସ” ରେ ଓଡ଼ିଶା ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଜିଲ୍ଲା ବିଜେଡି ପକ୍ଷରୁ "ବିଶ୍ୱ ରକ୍ତଦାତା ଦିବସ" ରେ ଓଡ଼ିଶା ମୋ ପରିବାର "ଜୀବନବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…
ସଂକ୍ରମଣ ଧିରେ ଧିରେ କମୁଥିଲେ ବି ଆମ ପାଇଁ ସାବଧାନତା ଜରୁରୀ : ଜିଲ୍ଲାପାଳ
ରାୟଗଡା(ସରୋଜ ସାହୁ) – ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି । ଏପ୍ରିଲ ମାସର ଶେଷ ସପ୍ତାହରେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା । ମଇ ମାସରେ କରୋନା ଶୀର୍ଷରେ ଥିବା ବେଳେ ଜୁନ ମାସର ଦ୍ୱିତୀୟ ସପ୍ତାହରେ କରୋନା ମହାମାରୀର ସ୍ଥିତିରେ…
ଯାଦବ ମହାସଭାର ଭର୍ଚୁଆଲ ବୈଠକ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର ତରଫ ରୁ ଜୁମ ଆପ ମାଧ୍ୟମ ରେ ଏକ ବୈଠକ ସଭା ଆୟୋଜନ ହୋଇଥିଲା। ଆଗାମୀ ଜୁଲାଇ ମାସ ରେ ( ଦ୍ବିତୀୟ ବର୍ଷ ) ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏହି ସଭା ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲା ଯାଦବ ମହାସଭା ର…
ଭର୍ଚୁଆଲ ଭାବେ ପାଳିତ ହେଲା ୩ୟ ଲୋକକଳା ଦିବସ: ସାମିଲ ହେଲେ ୩୦୦ କଳାକାର
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛିା ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ…
ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର
ବରଗଡ :- ଆଜି ବିଶ୍ୱ ରକ୍ତଦାତା ଦିବସ । ଏହି ବସରରେ କରୋନା କାଳରେ ରକ୍ତ ଅଭାଵକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବିଜେପୁର ରେଡ଼ିଆନ୍ସ କଲେଜ ଠାରେ ବିଜେପୁର ବିଜୁ ଯୁବ ଜନତା ଦଳର ତତ୍ତ୍ଵାବଧାନରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ…