ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନରେ ସମ୍ପନ୍ନ ହେଲା ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ଅନ୍ତିମ ସଂସ୍କାର

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପଙ୍ଗା ଗ୍ରାମପଞ୍ଚାୟତର ବାଗାରାମା ଗ୍ରାମ ଠାରେ ସମ୍ପର୍ଣ ହୋଇଛି I ଆଜି ସକାଳେ ସହିଦ ଜବାନଙ୍କ ମୃତ ଶରୀର କଳିଙ୍ଗିଆ ଠାରେ ପହଞ୍ଚି ଥିଲା…

ସଫଳ ହେଲା ପୋଲିସ, ଜାଲରେ ଧରା ପଡିଲା ଦୁର୍ବୃତ୍ତ : ସରିଲା 5 ଘଂଟାର ହାଇ ଡ୍ରାମା

ଫିଲ୍ମ ଢଙ୍ଗୀରେ ଘରେ ପଶି ଗୋଟେ ପରିବାରର ୩ଜଣଙ୍କୁ ବନ୍ଧୁକ ମୁନରେ ବନ୍ଧକ ଘଟଣାରେ ଅଭିଯୁକ୍ତ ବିକ୍ରମ ପୋଲିସ ଖାପଚରେ https://www.youtube.com/watch?v=sfLuXgrJGe8 ବଲାଂଗୀର / ନିରୋଜ ମିଶ୍ର : ଦୀର୍ଘ 5 ଘଣ୍ଟା ଧରି ନକେଦମ ହେଲେ ବି ସଫଳ ହୋଇଛି ବଲାଂଗୀର ପୋଲିସ । ନାଟକୀୟ ଭାବେ…

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସାଇପାଲି ସେବା ସମବାୟ ସମିତିର ୩ ଦିନ ଧରି ଚାଲିଥିବା ତାଲା ବନ୍ଦ ଆନ୍ଦୋଳନ ସ୍ଥଗିତ

ପଦ୍ମପୁର,(ଶାସକ ପ୍ରଶାସକ):ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ସାଇପାଲି ସେବା ସମବାୟ  ସୋସାଇଟି କୁ ଚାଷୀ ମାନେ ଗତ ତା ୧୨ ୵ ୬ ରିଖ ଦିନ ତାଲାବନ୍ଦ କରି ଧାରଣା ରେ ବସିଥିଲେ । ଲେପ୍ସ ହୋଇଥିବା ୨୫ ଜଣ ଚାଷୀଙ୍କ ଟୋକନ ରେ ଧାନ ବିକ୍ରୀ,ସାଇପାଲି ମଣ୍ତିରେ ହଜାର ହଜାର…

ରଜରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡାଘରୁ ଯୁବତୀଙ୍କ ଫ୍ୟାନରେ ଝୁଲନ୍ତା ଅଵସ୍ଥାରେ ମୃତ ଦେହ ଉଦ୍ଧାର କରିଛି ଟାଉନ ପୋଲିସ । ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି। ମୃତ ଯୁବତୀ ଜଣକ ତିହିଡି ବ୍ଲକ ସିନ୍ଦୋଳ…

ଆସିଛି ରଜ, ହେଲେ ନାହିଁ ମଉଜ

ସବୁ ଉତ୍ସାହକୁ  ଧୋଇନେଲା ଲୁଘୁଚାପ ବର୍ଷା ଓ କୋରନା ମହାମାରୀ। ଭଦ୍ରକ, ବ୍ଲକ, (ସୀତାକାନ୍ତ ପାଢ଼ୀ): ଆନନ୍ଦ ଉଲ୍ଲାସ ଓ ବନ୍ଧୁତାର ପର୍ବ ହେଉଛି ରଜ ପର୍ବ। ସମସ୍ତେ ଅନାଇ ବସିଥାନ୍ତି  ବର୍ଷ ରେ ଥରେ  ଏହି ରଜ ପର୍ବ କୁ ପାଳନ କରିବାକୁ , କିନ୍ତୁ ମହାମାରୀ କୋରୋନା କଟକଣା ପାଇ  2 ବର୍ଷ ହେବ…

ପଦ୍ମପୁରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ।

ପଦ୍ମପୁର- ବିଶ୍ଵ ରକ୍ତଦାତା ଦିବସ ଅବସରରେ ଆଜି ପଦ୍ମପୁର ଚିକିତ୍ସାଳୟ ପରିସରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଡ. ଯଦୁମଣି ସାହୁ, ସରୋଜ ସେଠ୍ ଓ ସମ୍ମାନିତ ଅତିଥି ରୂପେ ଡ. ସତ୍ୟବ୍ରତ ଚୌହାନ, ଆଶୀର୍ବାଦ ପଟ୍ଟନାୟକ ଓ କୈଳାସ ଚନ୍ଦ୍ର ମେହେର ଯୋଗ ଦେଇଥିଲେ ।…

 ଘର ଭିତରେ ପରିବାର ଗୃହବନ୍ଦୀ : ଉଦ୍ଧାର ପାଇଁ ପୋଲିସ ଚଳାଇଛି ଉଦ୍ୟମ

 https://www.youtube.com/watch?v=qNh-RgtQDjc ବଲାଙ୍ଗିର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ସହର ଶାନ୍ତି ପଡା(ଚନ୍ଦ୍ରଶେଖର ମନ୍ଦିର ସାମନା) ରେ ଏକ ପରିବାରକୁ କିଛି ଅଜଣା ଦୁର୍ବୃତ୍ତ ଘରେ କଏଦ କରି ରଖିଥିବା  ଅଭିଯୋଗ ହୋଇଛି l ବର୍ତ୍ତମାନ ପୋଲିସ ଓ ଓଡ୍ରାଫ୍ ଟିମ୍ ସେଠାରେ ପହଂଚି…

ବିଶ୍ୱ ରକ୍ତଦାତା ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ କୁଚିଣ୍ଡା ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ନଗର…

ଜଣାଶୁଣା ବିଜେପି ନେତା ଲଳିତ ପୃଷେଠଙ୍କ ପରଲୋକ 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜେପିର ଜଣାଶୁଣା ନେତା  ତଥା ବାଙ୍କେ ପଞ୍ଚାୟତ ପୂର୍ବ ସମିତି ସଭ୍ୟ ଲଳିତ ପୃଷେଠଙ୍କ ସୋମବାର ରାତି ୮ଟାରେ ପରଲୋକ ହୋଇଯାଇଛି l ଶ୍ରୀ ପୃଷେଠ ସମିତି ସଭ୍ୟ ଥିଲା ବେଳେ ବାଙ୍କେ ପଞ୍ଚାୟତ ର ସର୍ବାଙ୍ଗୀନ…

ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ଙ୍କ ଅଭିନଵ ପ୍ରୟାସ

ଝାରବନ୍ଧ/ ମନୋହର ଦାସ : ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଜଣାଶୁଣା  ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୀତଳଷଷ୍ଠୀ ଯାତ୍ରା ର ଶିବ ପାର୍ବତୀ ବିବାହ ଉତ୍ସବ ଉପଲକ୍ଷେ ବାଲୁକା କଳା ରେ ପ୍ରଦର୍ଶିତ କରିଛନ୍ତି। କାର୍ତିକ ନାୟକ ବାଲୁକାଶିଳ୍ପୀ କହିଛନ୍ତି ଯେ ଯଦି…