ସମ୍ଭାବ୍ୟ ମାଓ ଆକ୍ରମଣକୁ ପଣ୍ଡ କଲା ସୁରକ୍ଷା ବାହିନୀ : ବହୁ ମାଓ ସାମଗ୍ରୀ ଜବତ ।

ମାଲକାନଗିରି : ଜିଲ୍ଲାରେ  ମାଓବାଦୀଙ୍କ ଆକ୍ରମଣ ଓ ହିଂସାକାଣ୍ଡ କାର୍ଯ୍ୟକଳାପ କରିବା ପାଇଁ ସିପିଆଇ ମାଓବାଦୀଙ୍କ ଗତିବିଧିକୁ ପଣ୍ଡ କଲା ସଶସ୍ତ୍ର ବାହିନୀ । ମାଓ ଗତିବିଧି ବିଷୟରେ ନିର୍ଭରଯୋଗ୍ୟ ଗୁପ୍ତଚର ସୂଚନା କୁ ଆଧାର କରି ସୀମାନ୍ତ ଅଞ୍ଚଳରେ SOG ଏବଂ ମାଲକାନଗିରି ଡିଭିଏଫ୍ ଟିମକୁନେଇ…

ପାଣି ସମସ୍ୟା କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା।

ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ଉପଖଣ୍ଡ ରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି। ସହର ଅଞ୍ଚଳ ରେ ହେଉଥିବା ପାଣି ର ସମସ୍ୟା କୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳ ରେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁନାହିଁ। ସହର ସମେତ ଗ୍ରାମାଞ୍ଚଳ ରେ ମଧ୍ୟ ପାଣି ସମସ୍ୟା…

ଆଂଶିକ ଅନଲକ : ୧୭ ଜିଲ୍ଲାରେ ଲକ ଡାଉନ ଦୁଇ ସପ୍ତାହ ପାଇଁ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଭିଡ -19 ସଂକ୍ରମଣ ବ୍ୟାପକତା ପରିପ୍ରେକ୍ଷୀରେ  ମେ ମାସରୁ ରାଜ୍ୟରେ ଲାଗୁ କରାଯାଇଥିବା ଲକ ଡାଉନ କଟକଣାରେ ଦୁଇ ସପ୍ତାହ ପାଇଁ ଆଂଶିକ କୋହଳ କରିଛନ୍ତି  ଓଡିଶା ସରକାର | ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି  କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ…

କରୋନା ପ୍ରଭାବିତଙ୍କୁ ସେବା କରି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କରିବ କଂଗ୍ରେସ

ଭୁବନେଶ୍ୱର - ଅଖିଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ଯୁବ ମାନସର ପ୍ରତିକ ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପ୍ରତିବର୍ଷ ଜୁନ ୧୯ ତାରିଖରେ ଆଡମ୍ବରପୂର୍ଣ୍ଣ ସହକାରେ ପାଳନ କରିଯାଏ । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରାହୁଲଜୀ ତାଙ୍କର ଜନ୍ମଦିନ ପାଳନ…

ଥାନା  ଉପରେ ଭରସା ତୁଟାଇ ଏସ.ପି ଙ୍କ ଦ୍ଵାରସ୍ଥ ହେଲେ ପରିବାର ଲୋକେ

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ଅଧ ରାତିରେ ଘର ଭିତରେ ପଶି ଅଶ୍ଳୀଳ ବ୍ୟବହାର କରିଥିଲେ ଦୁର୍ବୃତ୍ତ  । ଏ ନେଇ ପାଣିକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି  କୋରେଇ ବ୍ଲକ ଓଉପଦ। ଗ୍ରାମ ର ଅରୁଣ ରାଉତଙ୍କ ପୁଅ ବିଚିତ୍ର ରାଉତ । ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖ ରାତିରେ  କୁଆଖିଆ ଥାନା…

ସୁଧୁରୁନି କଲ୍ୟାସିଂହପୁର ବ୍ଲକରେ ପାନୀୟ ଜଳ ସମସ୍ୟା।

କଲ୍ୟାସିଂହପୁର/ପ୍ରଦିପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକରେ ସୁଧୁରୁ ନାହିଁ ପାନୀୟ ଜଳ ସମସ୍ୟା ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୁଡାଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଳବାଡି ଗ୍ରାମ ରେ ଚୁଆଁ ପାଣି କୁ  ଭରସା କରି ଶୋଷ ମେଣ୍ଟାଊ ଛନ୍ତି ଗ୍ରାମବାସୀ…

ସମୟ ସ୍ରୋତରେ  ସଂସ୍କୃତି ଓ ପରମ୍ପରା ହିଁ ଗୋଟିଏ ଜାତିର ବୈଶିଷ୍ଟ୍ୟ ତାର ଇତିହାସ ହିଁ ସାମ୍ପ୍ରତିକ ପରିସ୍ଥିତିର…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ଏକ ଭର୍ଚୁଆଲ୍  ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ଏବଂ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ…

କାନ୍ତକବିଙ୍କ ପୁତ୍ରବଧୂ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ମୀରା ଦେବୀଙ୍କ ବିୟୋଗ l

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁତ୍ରବଧୂ ତଥା ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ମୀରା ଦେବୀଙ୍କ ଆଜି  ବିୟୋଗ ଘଟିଛି l ମୀରା ଦେବୀ ନିମୋନିଆ ରୋଗରେ ପୀଡିତ ହୋଇ ପ୍ରଥମେ ଭଦ୍ରକରେ ଓ ପରେ ଭୁବନେଶ୍ୱରର ଆମରୀ ଡାକ୍ତରଖାନାରେ…

 ଆଜି ହେବ ଶିବ-ଶିବାଙ୍କ ବିବାହ ।

https://www.youtube.com/watch?v=WMJ0NVxbAIM ସମ୍ବଲପୁର/ ରମାକାନ୍ତ ବିଶ୍ବାଳ - ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ରେ ଆଜି ଅନୁଷ୍ଠିତ ହେବ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଅଲୌକିକ ବିବାହ । ଏଥିପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଶେଷ ହୋଇଥିବା ବେଳେ…

ପୂଜ୍ୟପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ରଜପର୍ବ ଉପରେ ଭର୍ଚୁଆଲ୍ ସଭା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ପ୍ରତିଷ୍ଠାନ  ପୂଜ୍ୟ ପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି,ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରଜପର୍ବ ଉପରେ ଏକ ଭର୍ଚୁଆଲ୍ ରେ ସଭା ଅନୁଷ୍ଠିତ ହୋଇସାରିଛି।  ଓଡ଼ିଶାର କୃଷି ଭିତ୍ତିକ ଓ ବୈଜ୍ଞାନିକ…