Sign in
Sign in
Recover your password.
A password will be e-mailed to you.
ଚାରି ବର୍ଷ ଶିଶୁ ପୁତ୍ର ଦେହରେ ଚୁମ୍ବକୀୟ ଶକ୍ତି !
ଟୀକା ସହିତ ଇଲେକ୍ଟ୍ର ମାଗ୍ନେଟିକର କୌଣସି ସମ୍ପର୍କ ନଥିବା ଦାବି କଲେ ବରିଷ୍ଠ ବିଜ୍ଞାନ ପରିଦର୍ଶକ
ଦେହରେ ଲୁହା କିମ୍ବା ଷ୍ଟିଲ ଲାଗି ରହିବା କରୋନା ଟିକା ପାଇ ନୁହେଁ ବରଂ ଅଳ୍ପ ଅଳ୍ପ ଝାଳ ସଂସ୍ପର୍ଶରେ ଆସିବାରୁ ଏପରି ହେଉଥିବା ପ୍ରମାଣ କଲେ ଜଗନ୍ନାଥ ସାହୁ
ବାରିପଦା, / ଦିଲ୍ଲୀପ…
ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବାକୁ …
"ଚାଷୀମାନଙ୍କୁ ନୂତନ କିସମର ଧାନ ବିହନ ପ୍ରୟୋଗ ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ' : କୃଷି ମନ୍ତ୍ରୀ ଡ. ସାହୁ
ବିହନ ଯୋଗାଣ କ୍ଷେତ୍ରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଚଳିତ ଖରିଫରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର…
ବରଗଡ ସହରରେ ଅନ ଲାଇନ ଫୁଡ ଡେଲିଭରି “ଫୋବେକ”ର ଶୁଭାରମ୍ଭ
ବରଗଡ :- ବରଗଡ ବାନ୍ଦୁ ଟିକ୍ରା ଛକ ପାଖରେ ଆଜି ରବିବାର ସକାଳେ ୧୦ଟା ସମୟରେ ଏକ ନୂତନ ଷ୍ଟାଟଅପ (ଇ କମର୍ସ ପ୍ଲାଟଫର୍ମ ) ଅନ ଲାଇନ ଫୁଡ଼ ଡେଲିଭରି ସର୍ଭିସ, Fobach ( ଫୋବେକ )ନାମରେ ର ଶୁଭାରମ୍ଭ ହୋଇଛି। ଏହା ବର୍ତ୍ତମାନ ସମୟରେ କେବଳ ବରଗଡ ସହର ପାଇଁ ଆରମ୍ଭ କରାଯାଇଛି । ଆଗାମୀ ଦିନରେ…
କରୋନା ସମୟରେ ଶିଶୁ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସର୍ବଦା ତତ୍ପର
ରାୟଗଡ଼/ ସରୋଜ ସାହୁ : ରାୟଗଡା ଜିଲ୍ଲା ପ୍ରଶାସନ ସବୁବେଳେ ଶିଶୁ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ତତ୍ପର ରହିଛନ୍ତି । ଚଳିତ କରୋନା କାଳରେ ଗୋଟିଏ ପରିବାରର ଦୁଇ ଜଣ ଯାଁଳା ଭଉଣୀଙ୍କୁ ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ କ୍ରମେ ତାଙ୍କରି ମାମୁଁ ଙ୍କ ପାଖରେ ରହିବା ପାଇଁ ବ୍ୟବସ୍ଥା…
ଆକାଂକ୍ଷା ଜିଲ୍ଲା ମଧ୍ୟରୁ ରାଜ୍ୟରେ ରାୟଗଡ ଜିଲ୍ଲାକୁ ଦ୍ଵିତୀୟ ସ୍ଥାନ: ଟ୍ୱିଟର ବାର୍ତ୍ତାରେ ଉଲ୍ଲେଖ କଲେ…
ରାୟଗଡ/ ସରୋଜ ସାହୁ- ନୀତି ଆୟୋଗଙ୍କ ମାନଦଣ୍ଡ ଅନୁଯାୟୀ ଜିଲ୍ଲାର ସ୍ୱାସ୍ଥ୍ୟ ଓ ପୁଷ୍ଟିକରଣ, ଶିକ୍ଷା, କୃଷି ଓ ଜଳସେଚନ, ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ, ମୌଳିକ ଭିତିଭୂମି ଆଧାରରେ ପ୍ରସ୍ତୁତି ହେଉଥିବା ନୂତନ ସୂଚୀରେ ଆମ ରାୟଗଡ ଜିଲ୍ଲାକୁ ସଫଳତା ମିଳିଛି l ଓଡିଶାରୁ 10ଟି…
ଦିଲ୍ଲୀରେ ପିଏସଏ ଅକ୍ସିଜେନ୍ ଏବଂ ସିଲିଣ୍ଡର ଫିଲିଂ ପ୍ଲାଂଟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଦେଶର ସବୁ ସରକାରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପିଏସଏ୍ ଅକ୍ସିଜେନ୍ ପ୍ଲାଂଟ୍ ଆଗାମୀ ଲହରର ପ୍ରସ୍ତୁତିକୁ ବ୍ୟାପକ କରିବ-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– ପିଏମ୍ କେୟାର୍ସ ପାଣ୍ଠିରୁ ଦେଶର ସବୁ ସରକାରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପିଏସଏ ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା …
ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ ବିଭାଗର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅପ୍ରିଲ ମାସରେ ମୟୂରଭଞ୍ଜ ଜିଲ୍ଲାରୁ ନେସ୍କୋ ବିଦାୟ ନେଇ ଟାଟା ପାୱାର ନୋର୍ଥ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ହାତରେ ଜିଲ୍ଲାର ବିଦ୍ୟୁତ ଦାୟିତ୍ୱ ନ୍ୟସ୍ଥ କରାଯାଇଅଛି।ଜିଲ୍ଲାବାସୀ ଭାବିଥିଲେ ଜିଲ୍ଲାରେ ବିଦ୍ୟୁତ ସମସ୍ୟାରେ ସୁଧାର ଆସିବ , କିନ୍ତୁ…
ଭଦ୍ରକ ପୌରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଅଚଳ : ନିମ୍ନ ମାନର କାର୍ଯ୍ୟ ଅଭିଯୋଗ l
ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଭଦ୍ରକ ପୌରାଞ୍ଚଳରେ ଦୀର୍ଘ ଦିନ ଧରି ଡ୍ରେନେଜ ବ୍ୟବସ୍ଥା ଅଚଳ ଅବସ୍ଥାରେ ପଡ଼ି ରହିଛି l ଏହାକୁ ସଚଳ କରିବା ପାଇଁ ଭଦ୍ରକ ବିଧାୟକ ବିଭିନ୍ନ ସୂତ୍ରରୁ କୋଟି କୋଟି ଟଙ୍କାର ଅନୁଦାନ ଆଣି ଖର୍ଚ୍ଚ କରୁଥିବା ବେଳେ, ଏହି ଅନୁଦାନର ସଠିକ ଖର୍ଚ୍ଚ ହେଉ ନଥିବାର…
ନୂତନ ଡିଆଇଜି ଭାବେ ଯୋଗ ଦେଲେ ଦୀପକ କୁମାର
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଉତ୍ତରାଞ୍ଚଳ ପୋଲିସ ଡ଼ିଆଇଜି ଭାବେ ଆଜି ୨୦୦୪ ବ୍ୟାଚ ଆଇପିଏସ ଦୀପକ କୁମାର ଯୋଗଦେଇଛନ୍ତି। ଆଇଜି ନରସିଂହ ଭୋଳଙ୍କ ଠାରୁ ଦୀପକ କୁମାର ଦାୟିତ୍ୱ ଗ୍ରହଣ କରି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।
…
କିଡନୀ ରୋଗରେ ଆକ୍ରାନ୍ତ ଡାଣ୍ଡୁପାଟି ବୁଡୁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
କଲ୍ୟାସିଂହପୁର ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ଅଧିନସ୍ତ ଦେଉଲବାଡ଼ି ଚଞ୍ଚଡ଼ାସାହି ର ଡାଣ୍ଡୁପାଟି ବୁଡୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ। ଡ୍ରାଇଭର କାମ କରି ଯାହା ଅର୍ଥ ଉପାର୍ଜନ କରୁଥିଲେ ସେଥିରେ…