Sign in
Sign in
Recover your password.
A password will be e-mailed to you.
ସମ୍ କୋଭିଡ୍ ହସ୍ପିଟାଲରେ ଗୁରୁତର ବାଳିକାଙ୍କର ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲରୁ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିବାର ତାଲିକା ବେଶ ଲମ୍ବା । ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଂଟିଲେଟରରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି । ଏପରିକି ପରିଣତ ବୟସରେ ପହଂଚିଥିବା ଅନେକ…
କରୋନା କାଳରେ ଲୋକଙ୍କୁ ସଚେତନ କରିବା ସହ ଅସହାୟଙ୍କୁ ସହାୟତା ଯୋଗାଉଛି ଶିକ୍ଷାନୁଷ୍ଠାନ ।
ପଦ୍ମପୁର- କରୋନା ମହାମାରୀ ସାରା ଦେଶରେ କରାଲ ରୂପ ଧାରଣ କରିଛି । ଏହି ସମୟରେ ସଚେତନତା ହିଁ ସବୁଠାରୁ ମୂଖ୍ୟ ଔଷଧ । ଉପାନ୍ତ ଅଂଚଳ ତଥା ଅପହଂଚ ଅଂଚଳରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଥିବା ଦେଖିବାକୁ ମିଲିଥାଏ । ଶିକ୍ଷାନୁଷ୍ଠାନ କେବଳ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦେନ…
ମୁହାଁ ମୁହିଁ କାର ଧକ୍କା : ୩ ଗୁରୁତର
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଉପକଣ୍ଠ ସିନଖମନ ନିକଟରେ ଦୁର୍ଘଟଣା ଘଟି ୩ ଗୁରୁତର ଆଗତ ଯୋଇଛନ୍ତି ।ଆଜି ସକାଳ ସାଢେ଼ ଆଠଟା ସମୟରେ ଦୁଇଟି କାର ସାମ୍ନା ସାମ୍ନୀ ଧକ୍କା ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କାରରେ ବସି ବଲାଙ୍ଗିରର ଦୁଇ ଜଣ ଟିଟିଲାଗଡ ଅଭିମୁଖେ…
ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ୨୦୦ ରୁ ଉର୍ଦ୍ଧ୍ବ ନେତା ଓ କର୍ମୀ
https://www.youtube.com/watch?v=WWuJy3O_hGs
ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମରା ପଞ୍ଚାୟତ ରାଜପୁର ଗ୍ରାମର ୨୦୦ ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଥିଲେ।
ବିଜେଡି…
କରୋନା କଟକଣା ଭିତରେ ସମ୍ପନ୍ନ ହେବ ଦେବ ଦେବ ମହାଦେବ ଓ ମାଁ ପାର୍ବତୀଙ୍କ ବିବାହ ଉତ୍ସବ
ବଲାଙ୍ଗୀର/ନିରୋଜ ମିଶ୍ର : ଚଳିତ ବର୍ଷ କରୋନା ଭୟାବହତାକୁ ଦୃଷ୍ଟିରେ ରଖି କରୋନା କଟକଣା ଭିତରେ ସମ୍ପନ୍ନ ହେବ ଦେବ ଦେବ ମହାଦେବ ଓ ମାଁ ପାର୍ବତୀଙ୍କ ବିବାହ ଉତ୍ସବ | ମଙ୍ଗଳବାର ଦିନ କେବଳ ରୀତିନୀତି ଓ ବିନା ଭକ୍ତରେ ହେବ ଏ ପବିତ୍ର ବିଧି ସମ୍ପନ୍ନ। ସହର ମଧ୍ୟରେ ଥିବା ଦେବାଳୟ ଗୁଡିକରେ…
କୋଭିଡ ମୃତ୍ୟୁକୁ ନେଇ ମିଛ ତଥ୍ୟ ଦେବାରୁ ବିରତ ରୁହନ୍ତୁ ସରକାର : କଂଗ୍ରେସ
• କୋଭିଡ ମୃତ୍ୟୁର ସ୍ୱତନ୍ତ ଅଡିଟ କରାଯାଉ
• କୋଭିଡରେ ମୃତକଙ୍କ ବିଧବା ପତ୍ନୀଙ୍କୁ ସାମାଜିକ ସୁରକ୍ଷା ନିରାପତା ଯୋଜନାରେ ସାମିଲ କରିବା ଏବଂ ଅନାଥ ପିଲାଙ୍କୁ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ସରକାର ଦାୟିତ୍ୱ ବହନ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ
• ହେଲେ ମୃତ୍ୟୁର ସଠିକ ତଥ୍ୟ ନଥାଇ…
ଆଖି ବୁଜିଲେ ମଣିଷ ଦରଦୀ ଅମୁଲ୍ୟ, ହାରିଗଲେ ଜୀବନ ଯୁଦ୍ଧରେ
ନୟାଗଡ଼(ବିଶ୍ୱଜିତ ନାୟକ ) : ନୟାଗଡ଼ ପୈାରାଞ୍ଚଳ ବାରମାସି ଦଣ୍ଡାର ଯୁବକ ଅମୂଲ୍ୟ ପରିଡ଼ା ବହୁ ସମୟରେ ରକ୍ତଦାନ କରି ଅନେକଙ୍କ ଯିବନ ବଞ୍ଚାଇଥିଲେ। ଜଣେ ପରଉପକାରୀ ଏବଂ ସମାଜ ପାଇଁ କିଛି କରିବାର ଆଗ୍ରହ ତାଙ୍କୁ ନୟାଗଡ଼ ମାଟିରେ ବେଶ ପରିଚିତ କରାଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ…
ଧର୍ମପରାୟଣ ମହିଳାଙ୍କ ପରଲୋକ
ପାଇକମାଳ: ପାଇକମାଳ ବ୍ଳକ ଅନ୍ତର୍ଗତ ମିଠାପାଲି ଗ୍ରାମର ଗୈାତିଆ ସ୍ୱର୍ଗତ ଭୂମିଧର ସାହୁଙ୍କ ବୋହୁ ପାର୍ବତୀ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଦିର୍ଘ ଏକମାସ ହେଲା ଭଲ ନଥିଲା lଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଆଡ଼କୁ ଗତି କରିବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ…
ମଦ୍ୟପାନ କରି ଶୃଙ୍ଖଳା ଭଙ୍ଗ କରିଥିବାରୁ ନିଲମ୍ବିତ ହେଲେ ସିପାହୀ କ୍ଷୀରୋଦ ବାଗ୍।
ଗୁଣୁପୁର(ସୁବ୍ରତ କୁମାର ପଣ୍ଡା ) : - ଗୁଣପୁର ଉପଖଣ୍ଡ ଅଧିନସ୍ଥ ଭାମିନି ଦ୍ଵିତୀୟ ଭାରତ ସଂରକ୍ଷିତ ବାହିନୀ କ୍ୟାମ୍ପ ର ଏକ ଦାୟିତ୍ଵ ବାନ କାର୍ଯ୍ୟରେ ନିଯୁକ୍ତ ଥାଇ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ ରେ ସିପାହୀ କ୍ଷୀରୋଦ ବାଗ ଙ୍କୁ ନିଲମ୍ବନ କରାଯାଇଛି। ଶ୍ରୀ ବାଗ ଏଠାରେ ରହିଥିବା…
୧୭ ତାରିଖ ପରବର୍ତ୍ତୀ ଲକଡାଉନ୍/ଅନଲକ୍ ନେଇ କୌଣସି ମାର୍ଗଦର୍ଶିକା ଜାରି ହୋଇନି : ଏସଆରସି
ବିଭ୍ରାନ୍ତି ସୃଷ୍ଟିକାରୀ ମିଛ ଖବର ପ୍ରତ୍ୟାହାର କରିବା ପାଇଁ ଏସଆରସି ଦେଲେ ପରାମର୍ଶ
"ମିଛ ଖବରର ଉତ୍ସ ଉପରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି "
ଭୁବନେଶ୍ୱର(ଶାସକ ପ୍ରଶାସକ) : ଜୁନ ୧୭ ତାରିଖ ପରବର୍ତ୍ତୀ ଲକଡାଉନ୍/ଅନଲକ୍ ନେଇ କୌଣସି ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ…