ପାରାଅଲିମ୍ପିକ : ଓଡ଼ିଆ ପୁଅ ପ୍ରମୋଦ ଭଗତ ଜିଣିଲେ ସ୍ବର୍ଣ୍ଣ

0

Tokyo Paralympics: Pramod Bhagat Wins Gold In Badminton Mens Singles SL3

ଟୋକିଓରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ (SL3) ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ପରାସ୍ତ କରି ଶନିବାର ଦିନ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପ୍ରମୋଦ ଭଗତ ଦେଶ ପାଇଁ  ଚତୁର୍ଥ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଓଡ଼ିଆ ପୁଅ ଭଗତ ଫାଇନାଲରେ ସିଧା ସଳଖ  ସେଟରେ ୨୧-୧୪ , ୨୧-୧୭ ବେଥେଲଙ୍କୁ  ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ | ଏହି ମ୍ୟାଚ ମୋଟ 45 ମିନିଟ ଧରି ଚାଲିଥିଲା, ଭଗତ ପ୍ରଥମ ସେଟ କୁ ୨୧ ମିନିଟରେ ଏବଂ ଦ୍ୱିତୀୟଟି ୨୪ ମିନିଟରେ ସାରିଥିଲେ  | 

Leave A Reply

Your email address will not be published.