ପୁଣି ଦୁଲୁକିବ ପିପିଲି : ସେପ୍ଟେମ୍ବର ୩୦ରେ ଭୋଟ On Sep 4, 2021 15 Share କରୋନା ପାଇଁ ଦି ଦି ଥର ବାତିଲ ହେଵା ପରେ ପୁଣି ଘୋଷଣା ହେଲା ପିପିଲି ଉପନିର୍ବାଚନ | ସେପ୍ଟେମ୍ବର ୩୦ରେ ଭୋଟ ଓ ସେପ୍ଟେମ୍ବର ୧୩ରୁ ଆରଂଭ ହେବ ନାମାଙ୍କନ| ୧୬ ସୁଦ୍ଧା ସରିବ ନାମାଙ୍କନ ଓ ପ୍ରାର୍ଥୀ ପ୍ରତ୍ୟାହାର | ଅକ୍ଟୋବର ୩ ତାରିଖରେ ଗଣତି ହେବ | 15 Share FacebookTwitterGoogle+ReddItWhatsAppPinterestEmail