Sign in
Sign in
Recover your password.
A password will be e-mailed to you.
ଆନ୍ତର୍ଜାତୀୟ ବେଆଇନ ଚାଲାଣ ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁ ସୁରକ୍ଷା ସମିତିର ପୂର୍ବତନ ସଦସ୍ୟ ତଥା ସମାଜସେବୀ ଭଗବତ ପାଢୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ବେଆଇନ ଚାଲାଣ ଦିବସ ଭରଚୁଆଲରେ ପାଳିତ ହୋଇଯାଇଛି।
ଏହି ଭର୍ଚୁଆଲ୍ରେ ହୋଇଥିବା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶାନ୍ତି ଦେବୀ , ରାଜେଶ୍ୱରୀ…
ବିଜୁ ମହିଳା ଜନତା ଦଳ ରାଜ୍ୟ ସାଙ୍ଗଠନିକ ନିଯୁକ୍ତିରେ କୁଚିଣ୍ଡା, ରେଙ୍ଗାଲି ଓ଼ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର…
ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ବିଜୁ ମହିଳା ଜନତା ଦଳର…
ଗ୍ରୁପ ଋଣ ପରିଶୋଧ ନାମରେ କୋଟିଏରୁ ଅଧିକ ଟଙ୍କା ଠକି ପରିବାର ସହିତ ଚମ୍ପଟ ମାରିଲେ ମହିଳା
ବାରିପଦା / ଦିଲ୍ଲୀପ ମହାନ୍ତି : ଗ୍ରୁପ ଋଣ ପରିରିଶୋଧ ନାମରେ ଅଭିନବ ଉପାୟରେ ଏକ କୋଟିରୁ ଅଧିକ ଟଙ୍କା ଠକି ପରିବାର ସହ ଫେରାର ହୋଇଯାଇଛନ୍ତି ମହିଳା । ଏହି ଠକେଇକୁ ନେଇ ଆଜି ବାରିପଦା ଟାଉନ ଥାନାରେ ଅଭିଯୋଗ ହେବା ପରେ ବାରିପଦା ଟାଉନ ଥାନାରେ କେଶ ନମ୍ବର ୫୯୨/୨୭.୦୬.୨୦୨୧ରେ ଏକ ମାମଲା…
ବନ୍ଧୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ
ଭୁବନେଶ୍ଵର(ଶାସକ ପ୍ରଶାସକ) : ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସାମାଜିକ ଅନୁଷ୍ଠାନ 'ବନ୍ଧୁ' (ବୋନାଫାଏଡ ଆସୋସିଏସନ ଫର ଡେଭେଲପମେଣ୍ଟ ଫର ନେଚର, ହେଲଥ କେୟାର ଆଣ୍ଡ ଅଣ୍ଡରପ୍ରିଭିଲେଜ୍ଡ) ତରଫରୁ ସ୍ଥାନୀୟ ମହାମାୟା ଯୁବ ପରିଷଦ ହିରାପୁର ଠାରେ ନିକଟସ୍ଥ ଗ୍ରାମବାସୀମାନଙ୍କୁ…
ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ ଆଉ ନାହାନ୍ତି
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ ଆଉ ନାହାନ୍ତି | ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଯାଆଁଳା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତାଙ୍କର ପରଲୋକ ହୋଇଥିବା ଖବର ଜଣାପଡିବା ପରେ ଶୋକର ଛାୟା…
ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି | ବଦଳିଛନ୍ତି କିଛି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ | ନିଯୁକ୍ତି ମିଳିଛି ଫେଜ ୨ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚର ଆଇଏଏସ ଅଫିସରଙ୍କୁ |
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି…
ଶହୀଦ ନଗର ଦୁର୍ଗା ପୁଜା ମଣ୍ଡପ ପରିସରରେ ” ଜୀବନ ବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ: ୧୨୮ ୟୁନିଟ ରକ୍ତ…
ଭୁବନେଶ୍ୱର(ଶାସକ ପ୍ରଶାସକ) : ସାରା ରାଜ୍ୟରେ ଦେଖାଦେଇଥିବା ରକ୍ତାଭାବକୁ ଭରଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ…
ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ହେଲେ ଶ୍ରୀମତି ପୁର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ଆଦିବାସୀ ମହିଳାନେତ୍ରୀ ଶ୍ରୀମତି ପୁର୍ଣ୍ଣବାସୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀୀଯୁକ୍ତ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ଶ୍ରୀମତି ନାୟକ ୨୦୦୨…
‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ
କରୋନା ମୁକାବିଲାରେ ଡା.ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟକୁ ମନେପକାଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶା ମାଟିର ଦକ୍ଷ ପ୍ରଶାସକ…
୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ କଲା ବୁର୍ଲା ପୋଲିସ ।
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସକୁ ବଡ ସଫଳତା । ୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ। ଏନେଇ ଆଜି ରବିବାର ଅପରାହ୍ନ ସାଢେ 3 ଟାରେ ସୂଚନା ଦେଲେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର। ଗିରଫ ଅଭିଯୁକ୍ତଙ୍କୁ ପଟ୍ରୋଲିଂ ସମୟରେ…