ପ୍ରଫେସର ବଂଶୀଧର ମାଝି ଭିସୁଟର ନୂତନ କୁଳପତି

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ :ପ୍ରଫେସର ଡ. ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ନୂତନ କୁଳପତି ରୂପେ ରାଜ୍ୟପାଳ ତଥା କୁଳାଧୂପତି ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ସୋମବାର ଅବସ୍ଥାପିତ ହୋଇଛନ୍ତି। ସମ୍ବଲପୁର ଜ଼ିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ନୂଆଗାଁର…

ବାରିପଦା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ଅନ୍ୟା ଦାସ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡିଶା ସରକାରଙ୍କ ପକ୍ଷରୁ ବାରିପଦା ଉପଜିଲ୍ଲାପାଳ ଭାବେ ଆଇଏଏସ ଅନ୍ୟା ଦାସଙ୍କୁ ନିଯୁକ୍ତି ଦିଆଯାଇ ଥିବା ବେଳେ ବାରିପଦା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ପି ଅନ୍ୱେଷା ରେଡ୍ଡୀଙ୍କୁ ମୟୂରଭଞ୍ଜ ପିଡ଼ି ଡ଼ିଆରଡ଼ିଏ ଭାବେ ନିଯୁକ୍ତି ଦିଆଯାଇଛି ।…

ଗ୍ରାମାଞ୍ଚଳରେ  ୧୮ରୁ ୪୪  ବର୍ଷ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ : ୧୫ ଟି କେନ୍ଦ୍ରରେ ଉତ୍ସାହ…

https://www.youtube.com/watch?v=SH-6IS4D8ac ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ  ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ କତଳକଇଠା ପଞ୍ଚାୟତର ଯାଜପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟ ତଥା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ଅନ୍ୟ ୧୪ ଗୋଟି କେନ୍ଦ୍ରରେ ୧୮ରୁ…

ଜଗତସିଂହପୁର ୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

ଜଗତସିଂହପୁର/ଭୁବନେଶ୍ୱର - ଆଜି ପୂର୍ବାହ୍ନରେ ଜଗତସିଂହପୁର ୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଭାସୀ(ଭର୍ଚୁୁଆଲ) ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ  ହୋଇଯାଇଛି ।       ଏହି ବୈଠକରେ ପଂଚଦଶ ଅର୍ଥ କମିଶନ…

ଜନ ଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ ନିକଟରୁ ଦିନ ଦୁଇଟାରେ ପଲସରରେ ଆସି ଝାମ୍ପି ନେଲେ ମଙ୍ଗଳସୁତ୍ର।

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଅପରାହ୍ନ ଦୁଇଟାକୁ ଅଳ୍ପ ସମୟ ବାକି। ସର୍ବଦା ଜନଗହଳି ରହୁଥିବା  ବୁଗୁଡା ବଳଦେବ ସ୍ୱାମୀ ବସଷ୍ଟାଣ୍ଡ ନିକଟ ମୁଖ୍ୟ ସଡକ କଡରେ ଥିବା  ଷ୍ଟେଟ ବ୍ୟାଙ୍କ ଏଟିଏମ୍ ସମ୍ମୁଖରୁ ପଲସର ବାଇକରେ ଦୁଇଜଣ ଲୁଟେରା ଆସି ଜଣେ ମହିଳାଙ୍କ ବେକରୁ ସୁନାର ମଙ୍ଗଳ ସୂତ୍ର…

ଡେପୁଟି କଲେକ୍ଟରଙ୍କ ଚନ୍ଦ୍ରପୁର ଓ ମୁନିଗୁଡ଼ା ଗସ୍ତ : ଦୁଇ ପ୍ରକଳ୍ପର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ

ମୁନିଗୁଡ଼ା/ଚନ୍ଦ୍ରପୁର | ରାୟଗଡ଼ା / ସରୋଜ ସାହୁ : ମୁନିଗୁଡ଼ା ଓ ଚନ୍ଦ୍ରପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱୟର କାର୍ଯ୍ୟସମୀକ୍ଷା ପାଇଁ  ଆଜି ଦିନତମାମ ଡେପ୍ୟୁଟି କଲେକ୍ଟର୍ ତଥା ଭାରାପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆ ଉଭୟ ବ୍ଲକର ବିଭିନ୍ନ…

ତାତିଲେ ଅଭିଭାବକ: ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ରେ ବିଭ୍ରାଟ ଅଭିଯୋଗ କରି ସିଦ୍ଧେଶ୍ବରବେର୍ଣ୍ଣା ସ୍କୁଲ ଘେରାଉ I

ସମ୍ବଲପୁର -ରମାକାନ୍ତ ବିଶ୍ବାଳ :ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ I ପାସ କରିଛନ୍ତି ଶତ ପ୍ରତିଶତ ଛାତ୍ରୀ ଛାତ୍ର I ତେବେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ରେ ଗୁରୁତର ବିଭ୍ରାଟ ଅଭିଯୋଗ କରିଛନ୍ତି ଅଭିଭାବକ ତଥା ଛାତ୍ରୀ  ଛାତ୍ର I ଏହି ପରିପ୍ରେକ୍ଷୀରେ ଆଜି …

ସାଢେ ଚାରି କୋଟି ଓଡିଆଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାରୀ ରହିଥିବା ଲଢେଇକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନିଆଯିବ: ସମୀର…

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ  ଭୁବନେଶ୍ୱର,:ରାଜ୍ୟର ସାଧାରଣ ଜନତା ଆଜି କରୋନା ସଂକ୍ରମଣ ଭଳି ଏକ ବଡ ବିପତିର ଶିକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡିଶା ପ୍ରଦେଶର ବିକାଶ ପାଇଁ ବ୍ୟାପକ ଅର୍ଥ ବରାଦ କରିବା, ବିପର୍ଯ୍ୟୟ ପରିଚାଳନା ପାଇଁ ହାତଖୋଲା…

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ମନଗଢା ବିବୃତ୍ତି: ବିଜେଡି

ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ  ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡିଛନ୍ତି । ତେଣୁ…

ମାଟ୍ରିକ ରେଜଲ୍ଟ ବିଭ୍ରାଟ ପାଇଁ ସ୍ୱତନ୍ତ୍ର ଅଭିଯୋଗ ସେଲ ଗଠନ କରି ଚବିଶ ଘଣ୍ଟାରେ ସମାଧାନ କର  : ଓଡିଶା ଅଭିଭାବକ…

 ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଶହ ଶହ ସଂଖ୍ୟାରେ ଆଜି ଫଳାଫଳରେ ତ୍ରୁଟି ନେଇ ଅଭିଯୋଗ ଆସିଲାଣି l ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାଇ ନବମ ଓ ଦଶମ ଶ୍ରେଣୀ ଉଭୟ ଶ୍ରେଣୀର ପୂର୍ବରୁ ହୋଇଥିବା ପରୀକ୍ଷାର ନମ୍ବର ଆଧାରରେ ରେଜଲ୍ଟ…