ଗ୍ରାମ୍ୟରାସ୍ତା ପାଇଁ ୧୭ ଖଣ୍ଡ ଗ୍ରାମବାସୀଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ସିମିଳି ସାହି ହାଟ ଦ୍ବାର ଠାରେ ଗ୍ରାମ୍ୟ ରାସ୍ତା ବିବାଦକୁ ନେଇ ୧୭ ଖଣ୍ଡ ଗ୍ରାମବାସୀଙ୍କ ଦ୍ଵାରା ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।ସୂଚନା ଅନୁଯାୟୀ ବଳଭଦ୍ରପୁର - ଢ଼ିପା ମାଳ ରାସ୍ତା ନିର୍ମାଣ କାର୍ଯ୍ୟ ନ ହେବା…

ଆଇଟି ବୃତ୍ତିଧାରୀଙ୍କ ଟିକାକରଣ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର (ଶାସକ ପ୍ରଶାସକ ) : ଆଜି ଓକାକ୍ ପକ୍ଷରୁ ଆଇଟି ବୃତ୍ତିଧାରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ କାର୍ଯ୍ୟକୁ କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ତଦାରଖ କରିଛନ୍ତିା ଓକାକ୍ ଟାଓ୍ୱାରଠାରେ ଅନୁଷ୍ଠିତ ଏହି ଟିକାକରଣ…

ଫିଫା ଫୁଟବଲ ପଡ଼ିଆ ସହ କଳିଙ୍ଗ ଷ୍ଟାଡିୟମର  ଭିତ୍ତିଭୂମି ତଦାରଖ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର (ଶାସକ ପ୍ରଶାସକ ):ଫିଫା ୧୭ ବର୍ଷରୁ କମ୍ ମହିଳା ଓ୍ୱାଲର୍ଡ କପ୍-୨୦୨୨ ଲାଗି ରାଜଧାନୀ ଭୁବନେଶ୍ୱରଠାରେ ପ୍ରସ୍ତୁତ ହୋଇଥିବା ୫ଟି ପଡ଼ିଆକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବୁଲି ଦେଖିଛନ୍ତିା କ୍ରୀଡ଼ା…

ଓଡିଶାର ଅଲମ୍ପିୟାନଙ୍କ ସହିତ କଥା ହେଲେ, ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ 

ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ୬ କୋଟି, ୪ କୋଟି ଓ ୨.୫ କୋଟି ଭଲ ପ୍ରଦର୍ଶନ କରିବୁ ଏବଂ ଦେଶ ପାଇଁ ଗୌରବ ଆଣିବୁ- ଖେଳାଳୀ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା : ରଥଯାତ୍ରା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ 

ମହାପ୍ରଭୁଙ୍କ ନୀତିକାନ୍ତି ତଥା କୋଭିଡ ନିୟମ ପାଳନ  ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ…

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଦ୍ୱାରା ଲୋକାର୍ପିତ ହେଲା ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ଲେକଚର 

ଭୁବନେଶ୍ୱର(ଶାସକ ପ୍ରଶାସକ):କୋଭିଡ୍-୧୯ ସ୍ଥିତିରେ ଯେତେବେଳେ ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷାଦାନ ବାଧାପ୍ରପ୍ତ ହୋଇଛି, ସେତେବେଳେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଇ-ଲେକ୍ଚର ଉପଯୋଗୀ ସାବ୍ୟସ୍ତ ହୋଇପାରିବା ଇ-ଲେକ୍ଚର ମାଧ୍ୟମରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ବହୁଳ ଭାବରେ ଉପକୃତ…

ବାମଦଳର ଆସନ୍ତା ୧୫ ତାରିଖ “ଓଡିଶା ବନ୍ଦ” ଡାକରାକୁ ସମର୍ଥନ କରିବ କଂଗ୍ରେସ-ନିରଞ୍ଜନ

ଭୁବନେଶ୍ୱର-କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ  ତା ସାଙ୍ଗକୁ  ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ଏହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ସେଥିରେ ତୈଳ ଡର…

ସମ୍ କୋଭିଡ୍ ହସ୍ପିଟାଲରୁ  ସୁସ୍ଥ ହୋଇ ଘରକୁ ଫେରିଲେ ୯୭ ବର୍ଷୀୟା ବୟୋଜ୍ୟେଷ୍ଠା

ଭୁବନେଶ୍ୱର,: ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ  ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ । ସମ୍ କୋଭିଡ ହସ୍ପିଟାଲରୁ  ପୁଣି ଜଣେ ବୟୋଜ୍ୟେଷ୍ଠା  ସୁସ୍ଥ ହୋଇ ଘରକୁ…

ବନ ମହୋତ୍ସବ ଅବସରରେ ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଚାରାରୋପଣ  

ଭୁବନେଶ୍ଵର(ଶାସକ ପ୍ରଶାସକ) :  ବନ ମହେତ୍ସବ ସପ୍ତାହ ଅବସରରେ  ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସାମାଜିକ ଅନୁଷ୍ଠାନ 'ବନ୍ଧୁ' (ବୋନାଫାଏଡ ଆସୋସିଏସନ ଫର ଡେଭେଲପମେଣ୍ଟ ଅଫ୍ ନେଚର,ହେଲ୍ ଥ କେୟାର ଆଣ୍ଡ ଅଣ୍ଡରପ୍ରିଭିଲେଜ୍ଡ) ପକ୍ଷରୁ ସ୍ଥାନୀୟ ବଇଁଚୁଆ ଉଚ୍ଚ ବିଦ୍ୟାଳୟ…

ପୋଲିସ ଖାପଚରେ ନକଲି ଜିନ୍ସ ବେପାରୀ, ୨ ଗିରଫ

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ -ନକଲି ଜିନିଷର ପେଣ୍ଠସ୍ଥଳ ପାଲଟିଛି ସମ୍ବଲପୁର ସହର । ନକଲି ଡିଟରଜେଣ୍ଟ କାରବାର ପରେ ଏବେ ଧରା ପଡିଛି ନକଲି ଜିନ୍ସ କାରବାର । ବ୍ରାଣ୍ଡେଡ଼ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଜିନ୍ସ । ସମ୍ବଲପୁର ଟାଉନ ଥାନା ପୋଲିସ ଏମିତି ଏକ ନକଲି କାରବାର ଠାବ…