Sign in
Sign in
Recover your password.
A password will be e-mailed to you.
“ଆକାଂକ୍ଷା” ମହିଳା ସଙ୍ଗଠନ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଙ୍ଗଠନ ପକ୍ଷରୁ ଦୋଳବନ୍ଧ ପ୍ରାଙ୍ଗଣଠାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ତ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ…
ଉଭୟ ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ସାଇକେଲ ରାଲି ମାଧ୍ୟମରେ ବିକ୍ଷୋଭ
ବଲାଙ୍ଗୀର/ନିରୋଜ ମିଶ୍ର : କେନ୍ଦ୍ରର ଜନ ମାରଣା ନୀତି ବିରୁଦ୍ଧରେ ସାରା ରାଜ୍ୟ ସମେତ ବଲାଙ୍ଗୀର ସମସ୍ତ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ, ବ୍ଲକ କଂଗ୍ରେସ ତରଫରୁ ବିକ୍ଷୋଭ,ଆନ୍ଦୋଳନ ଓ ଧାରଣା ପଦର୍ଶନ ବିଗତ ଦିନରୁ ସରିଥିବା ବେଳେ କୌଣସି ପ୍ରକାର ସହାନୁଭୂତି କି ସୁବିଚାର ଭଳି…
ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ମନୋନୀତ
ଭୁବନେଶ୍ୱର: ଜାତୀୟସ୍ତରରେ ଲେଖକ-ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ (WAJA India) ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷାଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି।…
ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ
ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ରକ୍ତଭଣ୍ଡାର ରେ ଅଗ୍ନିକାଣ୍ଡ । ଇଲେକ୍ଟ୍ରିକ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ୭ଟା ୩୦ମିନିଟ ସମୟରେ କମ୍ପ୍ୟୁଟର ରୁମ ରେ ଧୁଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ କର୍ମଚାରୀ । ଅଳ୍ପ ସମୟ…
ରାମସାଗରରେ ଖୁବ ଶୀଘ୍ର ଆରମ୍ଭ ହେବ ବୋଟିଙ୍ଗ୍ ବ୍ୟବସ୍ଥା
ପର୍ଯ୍ୟଟନ-ସଂସ୍କୃତି ମନ୍ତ୍ରୀଙ୍କ ଦୁଇ ଦିନିଆ ନୟାଗଡ଼ ଗସ୍ତ : ଓଡ଼ଗାଁ ରାମସାଗର ପାର୍କ ପରିଦର୍ଶନ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷ, ସାହିତ୍ୟ, ଓ ସସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି …
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାରୁ ୩ ପ୍ରତିନିଧି:ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ସମୀର…
ଭୂବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ ବର୍ଷ ପୂର୍ତି ପରେ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇଛି । ଏହି ସଂପ୍ରସାରଣରେ ଓଡିଶାର ୨ ଜଣ ସାଂସଦ ଶ୍ରୀ ବିଶେଶ୍ୱର ଟୁଡୁ ଏବଂ ଶ୍ରୀ ଅଶି୍ୱନୀ ବୈଷ୍ନବଙ୍କୁ ନୂତନ ଭାବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ…
ଖପ୍ରାଖୋଲ ବ୍ଲକ ଘେରାଉ କଲା ବିଜେପି,ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଖପ୍ରାଖୋଲ ବ୍ଳକ ବିଜେପି ପକ୍ଷରୁ ଖପ୍ରାଖୋଲ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମିର…
ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ରର ୧୪ତମ ବାର୍ଷିକୋତ୍ସବ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼. କେ ଶ୍ରୀଧର ଆଚାର୍ଯ୍ୟଙ୍କ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ର ( ଶିଶୁ ଯତ୍ନ ଅନୁଷ୍ଠାନ) ର ୧୪ତମ ବାର୍ଷିକୋତ୍ସବ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼. କେ ଶ୍ରୀଧର ଆଚାର୍ଯ୍ୟଙ୍କ ଜନ୍ମ ଦିବସ କାର୍ଯ୍ୟକ୍ରମ ପରିସରରେ ପାଳିତ ହୋଇଯାଇଛି।
ଏହି ଅବସରରେ…
ମାନବିକତାର ପରିଚୟ ଦେଲା ସମ୍ବଲ ଅନୁଷ୍ଠାନ କଲା ମାଁ ଓ ପୁଅର ଶବସତ୍କାର
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ବାରବାଙ୍ଗ ଗ୍ରାମରେ ବିଦ୍ୟୁତ ଆଘାତରୁ ମୄତ୍ୟୁବରଣ କରିଥିବା ମାଁ ଓ ପୁଅ ଙ୍କ ଆଜି ଅନ୍ତିମ ସଂସ୍କାର କରିଛି ସମ୍ବଲପୁର ସହରର ସାମାଜିକ ସଂଗଠଳ ସମ୍ବଳ ଅନୁଷ୍ଠାନ । ଗତକାଲି ସଂଧ୍ୟାରେ ଚାରମାଲ ଥାନା ବାରବାଙ୍ଗ…
ଆସନ୍ତା ୧୧ତାରିଖ ଦିନ ନିଷ୍କାସନ ହେବ ହୀରାକୁଦ ଡ୍ୟାମ ର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଆସନ୍ତା ୧୧ ତାରିଖ ଦିନ ଖୋଲିବ ହୀରାକୁଦ ଗେଟ।ଆସନ୍ତା ୧୧ ତାରିଖ ଦିନ 11 ଟା ପରବର୍ତ୍ତୀ ଯେକୌଣସି ସମୟରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି । ଏହା ସହ ହୀରାକୁଦର…